ନଦୀରେ ଚୁଆ ଖୋଳି ପିଉଛନ୍ତି ପାଣି
ଖଡ଼ିଆଳ,୧୯।୬(ସୁଜିତ୍ ପ୍ରଧାନ): ଗତ କିଛିଦିନ ହେବ ଓଡ଼ିଶା ହଟ୍ସ୍ପଟ୍ ପାଲଟିଛି। ପାରଦ ଉପରମୁହଁା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ…
କିଲୋ ପ୍ରତି ଆମ୍ବର ଦାମ୍ ୨.୭୫ ଲକ୍ଷ ଟଙ୍କା
ନୂଆପଡ଼ା,୧୭ା୬ (ମକାରୁ ବେମାଲ) ନୂଆପଡା ସଦର ମହକୁମାସ୍ଥିତ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ଓରମାସ ଓ ଜିଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଆମ୍ବ ମେଳା ବା ଆମ ଗାଁ ଆମ୍ବ ପସରା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ୫ ଦିନ ଧରି…
ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନୂଆପଡ଼ା ଅଫିସ,୧୩।୬: ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖା ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ନେଇ ଭବାନୀପାଟଣା ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଟିମ୍…
ଲଳିତାଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ
ନୂଆପଡ଼ା ଅଫିସ, ୮ା୬: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ପଞ୍ଚାୟତ କାଶିପଲା ଗାଁ ଲଳିତା ଶବରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ମା’ଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛନ୍ତି ଝିଅ, ପୁଅ ସମ୍ପର୍କିତ ଏକ…
୫ ବାଘ ଶିକାରୀ ଗିରଫ
ନୂଆପଡ଼ା ଅଫିସ/ ଖଡ଼ିଆଳ, ୭।୬ (ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପତାଦର୍ହା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଓ ଖଡ଼ିଆଳ ବନବିଭାଗ ବାଘ ଶିକାର କରିବା ଘଟଣାରେ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡା…
ମାଓବାଦୀ ପରିଚୟ ଦେଇ କରୁଥିଲେ ଡକାୟତି
ନୂଆପଡ଼ା ଅଫିସ, ୪।୬: ନୂଆପଡା ସଦର ବ୍ଲକ ଧରବନ୍ଧା ଥାନା ଆମାନାରା ଗାଁରେ ମାଓବାଦୀ ପରିଚୟ ଦେଇ ଡକାୟତି କରୁଥିବା ଅଭିଯୋଗରେ ୬ ଆନ୍ତଃ ରାଜ୍ୟ ଡକାୟତଙ୍କୁ ନୂଆପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖରିଆର…
ନଦୀଘାଟରୁ ଖୋଲାଖୋଲି ବାଲି ଚାଲାଣ
ଖଡ଼ିଆଳ, ୪।୬(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ ୧୧ଟି ନଦୀ ବାଲିଘାଟ ଅଛି। ତୋର୍ଲି, ବିଛନାପାଲି ନମ୍ବର ୧, କିକିରିବେଡା ନିଲାମ ହୋଇଛି। ବିଛନାପାଳି ନମ୍ବର ୨, ବଡଦୋହେଲ, ଗୋଡଧୁଆ ପଦର, ଭୁଲିଆସିକୁଆ, ଖୁଦପେଜ, ଚାନ୍ଦଗିରି, ଅରେଡା, କୁଶମାଲ ବାଲିଘାଟ ବର୍ତ୍ତମାନ…
ସେବା କାର୍ଯ୍ୟ ସହ ମାଗଣାରେ ପାଠପଢ଼ାଉଛନ୍ତି ନେହା
ନୂଆପଡ଼ା ଅଫିସ, ୪।୬: ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ଖରିଆର ରୋଡ ସହରରେ କୋମଳମତି ବାଳିକାବାଳକଙ୍କ ମୁହଁରେ ହସ ଫୁଟାଇବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା। ୪ ବର୍ଷ ପୂର୍ବେ ପ୍ରଥମେ ୩ଜଣ ପିଲାକୁ ନେଇ…
ପରକିୟା ପ୍ରୀତିରୁ ହତ୍ୟା
ନୂଆପଡ଼ା ଅଫିସ,୨୯।୫ ନୂଆପଡ଼ା ଜିଲା କୋମନା ଥାନା ଅଧୀନ ଢୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗାଁରେ ସ୍ତ୍ରୀ ସୁନେ ତାଣ୍ଡିଙ୍କୁ ହତ୍ୟା କରିବା ଘଟଣାରେ ସ୍ବାମୀ ଜଗବନ୍ଧୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲେ। ପରକିୟା…
ଧାନ, ଚିନାବାଦାମ ଫସଲ ଉଜାଡୁଛି ବାର୍ହା
ନୂଆପଡ଼ା ଅଫିସ,୨୯।୫: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୃଦ୍ଧିକୋମନା ପଞ୍ଚାୟତ ଅଧୀନସ୍ଥ ଲଙ୍କେଶ୍ୱରୀ ପାହାଡ ତଳି ଧୁମାଭଟା, ପଣ୍ଡରାପଥର, ମୁଷାପାଲି ଗାଁର ଶହ ଶହ ଚାଷୀଙ୍କ ଏକର ଏକର ଧାନ ଫସଲ ଉଜାଡି ଦେଉଛି ବାର୍ହା। ସୁନ୍ଦର ଜଳସେଚନ ପ୍ରକଳ୍ପ…
ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ
ନୂଆପଡ଼ା ଅଫିସ,୨୨।୫: ନୂଆପଡ଼ା ଜିଲା ବୋଡେନ ଓ କୋମନା ବ୍ଲକର ୪୫ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ଏକ ଇଟାଭାଟିରେ ଜୋରଜବରଦସ୍ତ କାମ କରାଯାଉଛି। ମନା କଲେ ଇଟାଭାଟି ମାଲିକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଉଛନ୍ତି।…
୨୦୨୪ରୁ ସବୁ ପିଲା ସ୍ମାର୍ଟ କ୍ଲାସ୍ରେ ପଢ଼ିବେ
ନୂଆପଡ଼ା ଅଫିସ/ବୋଡ଼େନ/ ଖଡ଼ିଆଳ,୨୨।୫(ଡି.ଏନ.ଏ.): ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତ ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଦିନିକିଆ ନୂଆପଡା ଜିଲା ଗସ୍ତରେ ଆସି ଅନେକ ପ୍ରକଳ୍ପ ପରିଦର୍ଶନ କରି ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସିନାପାଲି ବ୍ଲକ…

