ନୂଆପଡ଼ା

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ ଖୋଲ ଡୋଙ୍ଗରୀ ମଧ୍ୟ ଭାଗରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି…

ଗ୍ରୀଷ୍ମରେ ବଢୁଛି ତାଳସଜର ଚାହିଦା

ନୂଆପଡ଼ା ଅଫିସ,୨୦।୫: ନୂଆପଡା ଜିଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଗ୍ନି ବର୍ଷା ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ପ୍ରଚଣ୍ଡ ରୋଦ୍ରତାପରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଜଳ, ସରବତ, ଲସି ଓ ତରଭୁଜ…

ପିଡିଏସ ସାମଗ୍ରୀ ଆଣିବାକୁ ଯାଇ ଅଂଶୁଘାତର ଶିକାର

ଖଡ଼ିଆଳ,୧୯।୫(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟ ଗ୍ରାମର ଜଣେ ବୃଦ୍ଧା ପିଡିଏସ ସାମଗ୍ରୀ ଆଣିବାକୁ ଯାଇ କୋଟାମାଲଠାରେ ଅଂଶୁଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ସେଠାରୁ ଆଣି କରି ଚିକିତ୍ସା କରୁଥିବା ଜଣାପଡ଼ିଛି।…

ରାସ୍ତାରେ ଖାଲ,ବିପଦକୁ ଆମନ୍ତ୍ରଣ

ଖଡ଼ିଆଳ,୧୬ା୫(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଲାଲସାହେବ ପଡ଼ା ୱାର୍ଡ ନଂ ୭ ରାସ୍ତା ଖାଲଖମାରେ ଭର୍ତ୍ତି। ଏହି ରାସ୍ତା ନିର୍ମାଣ ପାଇଁ ବିଗତ ଏକ ବର୍ଷ ପୂର୍ବରୁ ଖଡ଼ିଆଳ ଏନ୍‌ଏସି ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳକୁ ହସ୍ତାନ୍ତର କରାଯାଇଛି। ହେଲେ…

ବୁଲୁଛି ଛୁଆ ସହ ମା’ ବାଘ

ନୂଆପଡ଼ା ଅଫିସ,୧୪।୫: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡା ଅଭୟାରଣ୍ୟସ୍ଥିତ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ମା’ ଓ ଛୁଆ ବାଘ ବୁଲିଛନ୍ତି। ସିଆରପିଏଫ କ୍ୟାମ୍ପରେ ଲାଗିଥିବା କ୍ୟାମେରାରେ ଏହିସବୁ ଦୃଶ୍ୟ କଏଦ ହେବା ସହ ସ୍ଥାନୀୟ ଲୋକେ ମୋବାଇଲ…

ସହାୟତା ଅପେକ୍ଷାରେ ରିୟାନ୍‌ସି

ଖଡ଼ିଆଳ, ୧୨।୫(ଡି.ଏନ୍‌.ଏ.): କଡ୍‌ନୀ ରୋଗରେ ପୀଡ଼ିତ ହୋଇ ୨୦୨୦ରେ ସ୍ବାମୀ ଜିତେନ୍ଦ୍ର ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ବିୟୋଗକୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ରିୟାନଂସି ଏବେ ସିକଲିନ ରୋଗରେ ପୀଡ଼ିତ। ଆୟର କୌଣସି ପନ୍ଥା ନାହିଁ। ଯାହା ଥିଲା ସ୍ବାମୀଙ୍କ…

ଅଦିନିଆ ବର୍ଷା ଉଜାଡ଼ିଲା ରବିଚାଷ

ନୂଆପଡା ଅଫିସ,୫ା୫: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଚାଷ ସହ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚଳିତବର୍ଷ ଅଦିନିଆ ବର୍ଷା ସହ କୂଆ ପଥର ମାଡରେପରିବା ଚାଷ ସବୁ ନଷ୍ଟ ହେବାରେ…

ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ନୂଆପଡା ଅଫିସ, ୪ା୩: ନୂଆପଡା ସଦର ବ୍ଲକ ଟାନୱାଟଠାରୁ କେରମେଲି ଦେଇ ପେଠିଆପାଲି ପର୍ଯ୍ୟନ୍ତ ପାହାଡିଆ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଗେଟି ପଥର ବାହାରି ରାସ୍ତାସାରା ବିଛେଇ ହୋଇ ପଡିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘବର୍ଷ ହେଲା ଦାବି…

ଜୀବନ ଜୀବିକା ଉପରେ ପ୍ରଭାବ

ନୂଆପଡ଼ା ଅଫିସ୍‌,୨୮।୪: ନୂଆପଡ଼ା ଜିଲାରେ ଦୁଇ ମାସ ହୋଇଗଲା ବାଘ ଆତଙ୍କ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଗୃହପାଳିତ ପ୍ରାଣୀକୁ ଶିକାର କରି ଚାଲିଛି କଲରାପତରିଆ ବାଘ। ସଦର ରେଞ୍ଜ ଆମାନାରା ସେକ୍ସନ ତରିଆ ମହୁଆଭଟା ଗାଁରେ ପୁଣି…

ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ

ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି ହତ୍ୟାକାରୀକୁ ଧରାଯାଇ ପାରିନାହିଁ। ଏହାଛଡା ଜିଲାରେ ଏହିପରି ଆଉ ୬ରୁ ଊର୍ଦ୍ଧ୍ୱ ମାମଲା…

ବାଲିଚୁଆ ପାଣି ଭରସାରେ ଗ୍ରାମବାସୀ

ନୂଆପଡା ଅଫିସ,୨୪।୪: ବିଶୁଦ୍ଧ ପାନୀୟ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜାନା ଉପରେ ଯୋଜନା କରୁଛନ୍ତି। ସ୍ଥାନୀୟ ଅଧିକାରୀ ବା କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ଲୋକେ ପାଣି…

ଚିଚେର ଗ୍ରାମରେ ପାଣି ସମସ୍ୟା

ଖଡ଼ିଆଳ, ୨୩।୪: (ଡି.ଏନ୍‌.ଏ.) ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତର ଚିଚେର ଗ୍ରାମରେ ପାଣି ସମସ୍ୟା। ଗ୍ରାମର ୩ଟି ନଳକୂପରୁ ପାଣି ବାହାରୁ ନ ଥିବାରୁ ଚିଚେର ତଳ ପଡ଼ାର ୫୦୦ରୁ ଅଧିକ ଲୋକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?