ନୟାଗଡ଼

ସଚେତନ କରୁନି ଉଦ୍ୟାନ ବିଭାଗ

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ଉଦ୍ୟାନ କୃଷି ବିଭାଗ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛି। ହେଲେ ସଚେତନତା ଅଭାବରୁ ଚାଷୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଜାଣି ପାରୁନି। ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଉ ନ ଥିବା…

ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ…

ଏଗ୍ରିମେଣ୍ଟ ବାତିଲ୍‌ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ନୟାଗଡ,୧୭।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ପଣ୍ଡ ହୋଇଛି । ଧାଡ଼ିରେ ଧାନବୁଣା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ୍‌ କରିବାକୁ ଶନିବାର ସୃଜନ ସଭାକକ୍ଷରେ ଅନୁଷ୍ଠିତ ଜିଲା ପରିଷଦ…

ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ

ନୟାଗଡ଼/ଭାପୁର,୧୬।୯(ଲୋକନାଥ ମିଶ/ଭରତ କୁମାର ବେହେରା): ନୟାଗଡ ଜିଲା ଭାପୁର ବ୍ଳକ ବାଇଗୁଣିଆ ପଞ୍ଚାୟତ ଖୁଣ୍ଟୁପଡା ନିକଟସ୍ଥ ଛେଳିଆ ଡୁବୁରୀ ପାହାଡରେ ଏକ ଦୁର୍ଲଭ ଧାତୁ ରହିଛି । ଦୁଲର୍ଭ ଧାତୁର ନାଁ କ’ଣ ଜଣାପଡିନି । ଏହି ଧାତୁ ମାଟି ତଳୁ…

କୃଷି ଅନୁଦାନ ଲୁଟିବାକୁ କସରତ

ନୟାଗଡ଼,୧୬।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି ।ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ…

ଗ୍ୟାସ୍‌ ଏଜେନ୍ସି ଲୁଟୁଛନ୍ତି ପରିବହନ ଖର୍ଚ୍ଚ

ନୟାଗଡ଼,୧୫।୯(ଲୋକନାଥ ମିଶ୍ର): ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କୁ ଲୁଟୁଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସନ୍ଦେହ ଘେରରେ ରହିଛି। ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚିବା ପାଇଁ…

ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ୩ଥର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୧୯୯୦ରେ ପ୍ରଥମେ ଉକ୍ତ ରେଳପଥ ନିର୍ମାଣ…

ସାମୂହିକ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଭୁବନେଶ୍ୱର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ଛୁଟିରେ ଯିବା ପରେ ବୁଧବାରଠାରୁ ପାଠପଢ଼ାରେ ଅଚଳାବସ୍ଥା ଦେଖା ଦେଇଛି। ଜିଲାର ୮ଟି…

ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର ଗାତ ଖୋଳା ଯାଇଛି। ତେବେ ପିଲର ଗାତ ଖୋଳି ୧ମାସ ହେଲା ପକାଯାଇଛି ା…

ପଠାଣି ସାମନ୍ତ ସଂଗ୍ରହାଳୟ ଛାତରୁ ପାଣି ଗଳୁଛି

ଖଣ୍ଡପଡ଼ା,୧୧ା୯(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ୨୦୧୬ ଡ଼ିସେମ୍ବର ୨୫ରେ ଖଣ୍ଡପଡାଠାରେ ପ୍ରତିଷ୍ଠା ହୋଇଥିବା ପଠାଣି ସାମନ୍ତ ସଂଗ୍ରହାଳୟଟି ସଂପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ଏବେ ବର୍ଷା ଦିନେ…

ନିର୍ବାଚିିତ ପ୍ରତିନିଧି ବାଛି ପାରୁ ନାହାନ୍ତି ଓଡ଼ଗାଁ ବାସିନ୍ଦା

ନୟାଗଡ଼,୧୧।୯ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଓଡ଼ଗାଁ ଏନଏସି ଗଠନର ୫ ବର୍ଷ ବିତି ଗଲାଣି । ହେଲେ ଓଡ଼ଗାଁ ସହରାଞ୍ଚଳବାସୀ ଏଯାବତ ଭୋଟ ଦେଇ ସେମାନଙ୍କର ନିର୍ବାଚିତ ପ୍ରତିନିଧି ବାଛି ପାରୁ ନାହାନ୍ତି । ୱାର୍ଡ ପୁର୍ନଗଠନରେ ଭୁଲ ଦର୍ଶାଇ…

ବିଜୁ ସେତୁ କାମ ଅଧାପନ୍ତରିଆ

ନୟାଗଡ଼,୧୦।୯(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକର ଗମ୍ଭାରିଡିହି ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ଗତ ୩ ବର୍ଷ ହେଲା ପଡି ରହିଛି । କିନ୍ତୁ ନାମ ଫଳକ ଦେଖିଲେ ୨ବର୍ଷ ହେଲା କାମ ଶେଷ ହୋଇଗଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?