ନୟାଗଡ଼

MVIଙ୍କ ୨୭ପ୍ଲଟ, ୨କୋଠା

ନୟାଗଡ,୯।୧: ଭିଜିଲାନ୍ସ ଜାଲରେ ନୟାଗଡର ଆରଟିଓ ଅଧିକାରୀ। ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଚଢାଉବେଳେ ଭୁବନେଶ୍ୱରରେ ୧୦ବେନାମୀ ପ୍ଲଟ ସମେତ ମୋଟ୍‌ ୨୭ଟି ପ୍ଲଟ ଠାବ ହୋଇଛି। ଗୋଟିଏ କାର୍‌ ସହ ମୋଟ ୪ଟି ବେନାମୀ…

ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ଼,୯।୧(ଲୋକନାଥ ମିଶ୍ର):ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶରେ ଚଢାଉ କରାଯାଇଛି। ଏନେଇ…

ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା

ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡାଝୋଲା…

ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ୍‌

ନୟାଗଡ଼,୬।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ରେଳ ଷ୍ଟେସନ ଶନିବାର ଲୋକାର୍ପିତ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏବେ ଦଶପଲ୍ଲାରୁ ୪ଟି ଟ୍ରେନ…

ଆଜି ଦଶପଲ୍ଲାରୁ ଗଡ଼ିବ ରେଳ: ରେଳ ମନ୍ତ୍ରୀ କରିବେ ଶୁଭାରମ୍ଭ

ନୟାଗଡ଼,୬।୧(ଲୋକନାଥ ମିଶ୍ର): ଆଜି ଦଶପଲ୍ଲାରୁ ଗଡ଼ିବ ରେଳ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଦଶପଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି।

ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ୬ରୁ ପଞ୍ଜୀକରଣ, ମେ ୧ରୁ ମିଳିବ ସୁବିଧା

ନୟାଗଡ଼,୪।୧(ଲୋକନାଥ ମିଶ୍ର): ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର ପରିସରକୁ ସମ୍ପ୍ରସାରିତ କରି ବିଏସ୍‌କେୱାଇ ନବୀନ ଓଡ଼ିଶା କାର୍ଡ ଯୋଜନାରେ ଗ୍ରାମୀଣ ପରିବାରକୁ ସାମିଲ କରିବାକୁ ନାମ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଛନ୍ତି । ବିଏସ୍‌କେୱାଇ ଅର୍ନ୍ତଭୁକ୍ତ ହୋଇ ନ…

୬ରେ ଦଶପଲ୍ଲାକୁ ଗଡ଼ିବ ରେଳ

ନୟାଗଡ଼/ଦଶପଲ୍ଲା,୪।୧ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଜାନୁଆରୀ ୬ରେ ଦଶପଲ୍ଲା ରେଳ ଷ୍ଟେଶନ ଉଦ୍‌ଘାଟନ ହେବ। ଏଥିପାଇଁ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ନୟାଗଡ଼ ଜିଲାର ଦଶପଲ୍ଲା ଗସ୍ତ କରିଛନ୍ତି। ମହାପ୍ରବନ୍ଧକ ଭୁବନେଶ୍ୱରରୁ ଦଶପଲ୍ଲାକୁ ରେଳ ଇଞ୍ଜିନରେ ଆସି…

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍

ନୟାଗଡ଼, ୩।୧: ନୟାଗଡ଼ ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ…

ପୁରୀ ଯାଉଥିବା ବେଳେ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର

ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ବାଣୀଗୋଛା ଥାନା ଦୁର୍ଗାପ୍ରସାଦ ଶାଳଭଙ୍ଗା ଜଙ୍ଗଲ ନିକଟରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏକକାର ଗଛରେ ପିଟିହୋଇ ଜଳିଯାଇଛି। କାରରେ ଥିବା କ୍ରିଷ୍ଣା ପଟେଲ, ମିଟୁ ଜୟସ୍ବାଲ, ଗୌରବ ଶ୍ରୀବାସ୍ତବ ଏବଂ ହିମାଂଶୁଙ୍କ ମଧ୍ୟରୁ ୨…

୧ରୁ କଡ଼ାକଡ଼ି ହେବ ଧରପଗଡ଼

ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଓ ପରବର୍ତ୍ତୀ ସମୟରେ ଦୁର୍ଘଟଣା, ମୃତକ ଓ…

ରଣପୁର ବିଡିଓଙ୍କ ଅନିୟମିତତା ଧରାପଡ଼ିଲା

ନୟାଗଡ଼/ରଣପୁର, ୩୦।୧୨(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବ୍ଲକରେ ୫ମ ରାଜ୍ୟ ଅର୍ଥ କମିଶନ(ଏସ୍‌ଏଫସି) ପ୍ରକଳ୍ପ ପାରିତରେ ଅନିୟମିତତା ହୋଇଥିବା ଜିଲାପାଳଙ୍କ କୋର୍ଟ ରାୟ ପରେ ସ୍ପଷ୍ଟ ହୋଇଛି। ରଣପୁର ବ୍ଲକ ଅଧ୍ୟକ୍ଷାଙ୍କ ଅଗଚୋରରେ ପାରିତ ହୋଇଥିବା…

କଟ୍‌ନୀ ଛଟ୍‌ନୀକୁ ବିରୋଧ

ନୟାଗଡ଼,୨୭ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଆର୍‌ଏମ୍‌ସି ୟାର୍ଡଠାରେ ଧାନମଣ୍ଡି ଉଦ୍‌ଘାଟନ ସମୟରେ କଟ୍‌ନୀ ଛଟ୍‌ନୀକୁ ବିରୋଧ ସହ ବିକ୍ଷୋଭ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଭାଜପା ପକ୍ଷରୁ ବିରୋଧ ହୋଇଥିଲା। ଏପରିକି ସଚେତନତା ରଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?