ନୟାଗଡ଼

ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ରଣପୁର,୨୬ା୧୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଗତ ୫ ଦିନ ହେବ ବୁଲୁଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ…

ଶୀତଳଭଣ୍ଡାରରେ ଗୁଡ୍‌ ସମରିଟାନ ପଲିସି

ନୟାଗଡ଼ ଅଫିସ,୨୫।୧୨(ଲୋକନାଥ ମିଶ୍ର): ଆଖି ଆଗରେ ଦୁର୍ଘଟଣା ଘଟୁଥିବାବେଳେ ଥାନା ଓ କୋର୍ଟର ଭୟ ଥିବାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି ସହଯୋଗ ମିଳୁନି। ପୁଣି ଗୁଡ୍‌ ସମରିଟାନ ପଲିସିର ସଚେତନତା ନ ଥିବାରୁ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ…

ଅମେଇମୁହାଁବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୨୪।୧୨ ( ଧନେଶ୍ୱର ସାହୁ)ପ୍ରତି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ସରକାର କହୁଛନ୍ତି । ହେଲେ ତାହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ । ଗାଁକୁ…

ପରିବେଶ ପ୍ରଦୂଷଣ ସତ୍ତ୍ୱେ ନାହିଁ ପ୍ରତିକାର

ନୟାଗଡ଼ ଅଫିସ,୧୮ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଧାନ ଜମିରେ ଗୋଖାଦ୍ୟ ପାଳ ଓ ନଡ଼ାକୁ ଏବେ କିଛି ବର୍ଷ ହେଲା ପୋଡ଼ା ଚାଲିଛି। ପାଳ ନଡା ପରି ଗୋଖାଦ୍ୟ ବିଲରେ ପୋଡ଼ାଯିବା ଯୋଗୁ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ନଡ଼ା ଓ…

ବନ ବିଭାଗର ତଥ୍ୟ ଖୋଲିଲା ଗୁମର

ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍‌ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ…

ବିକାଶ ନାଁରେ ଚାଲିଛି ହରିଲୁଟ

ନୂଆଗାଁ,୧୫।୧୨ (ଧନେଶ୍ୱର ସାହୁ): ପ୍ରତି ପଞ୍ଚାୟତ ଓ ଗାଁର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ତାହାକୁ ଠିକ୍‌ ଭାବେ ବିନିଯୋଗ ନ କରି ଅସତ୍‌ ଉପାୟରେ ତାହା ହରିଲୁଟ୍‌ ହେଉଛି । ନୟାଗଡ଼ ଜିଲା…

ବଦଳୁନି ଜଙ୍ଗଲ ରାସ୍ତାର ରୂପ

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ଠାରୁ ସାରଣ୍ଡା, ବୁଢ଼ିଝରି, ଆଙ୍ଗିସିଙ୍ଗି, କୋଶଳାଙ୍ଗ ଆଦି ଅଞ୍ଚଳକୁ ସାପୁଆ ଜଙ୍ଗଲ ଭିତରେ ରହିଥିବା ରାସ୍ତାର ରୂପ ବଦଳୁନି । କେତେବେଳେ ରାସ୍ତା ନିର୍ମାଣ ହେଉଛି ତ ଆଉ କେତେବେଳେ ମରାମତି…

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟାର

ନୟାଗଡ଼, ୧୩।୧୨ (ଲୋକନାଥ ମିଶ୍ର): ନୟାଗଡ଼ ସବ୍‌ ରେଜିଷ୍ଟାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ସବ୍‌ରେଜିଷ୍ଟାରଙ୍କ…

ଡିଜେ ସାଉଣ୍ଡ, ଲାଇଟ୍‌ ଚିନ୍ତାର କାରଣ

ନୟାଗଡ଼,୧୧।୧୨(ଲୋକନାଥ ମିଶ୍ର): ଡିଜେ ସାଉଣ୍ଡ ଓ ଲାଇଟ୍‌ ଚିନ୍ତାର କାରଣ ପାଲଟିଛି। ଡିଜେ ସାଉଣ୍ଡରେ ଛାତି ଓ ଘରଦ୍ୱାର ଥରୁଥିବାବେଳେ ଏହା ଉପରେ ପ୍ରଶାସନ ଲଗାମ ଲଗାଇ ପାରୁନି। ଡିଜେ ବଜାଇବା ବାରଣ ରହିଥିବାବେଳେ ଚଢ଼ାଉ ଓ ଧରପଗଡ଼ ନ ଥିବାରୁ…

ସ୍ତ୍ରୀଙ୍କ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ବାମୀ, ଗଣ୍ଡି ପଡ଼ିଛି ଘରେ

ନୟାଗଡ଼,୯ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ବିଡ଼ାପାଜୁ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ କଟୁରିରେ ହାଣି ସ୍ବାମୀ ଅର୍ଜୁନ ବାଘ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀଙ୍କ ଗଣ୍ଡି…

ମାଳ ମାଳ ବେଆଇନ ପାଥୋଲାବ୍‌

ନୟାଗଡ଼,୯।୧୨ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଗଳିକନ୍ଦିରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ପରୀକ୍ଷାଗାର କାମ କରୁଛି। ଜିଲାରେ ମାତ୍ର ୧୫ଟି ପାଥୋଲାବ ଲାଇସେନ୍ସ ପାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ବର୍ଷତମାମ ବେଆଇନ ଭାବେ…

ମରୁଡ଼ି ପରେ ଦାଉ ସାଧିଲା ବର୍ଷା

ନୟାଗଡ଼,୭।୧୨(ଲୋକନାଥ ମିଶ୍ର)ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି। ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଅମଳ ଉପରେ ପ୍ରଭାବ ପକାଇପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?