ନୟାଗଡ଼

ନୟାଗଡ଼ରୁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ: ବସନ୍ତ ପଞ୍ଚମୀ ଦିନ…

ପୁରୀ/ନୟାଗଡ଼/ ଦଶପଲ୍ଲା,୧୦।୨(ଅଜିତ୍‌ ମହାନ୍ତି, ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିନିମନ୍ତେ ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ରାଜନଅର ସମ୍ମୁଖସ୍ଥ ରଥଖଳାରେ ୩ ରଥ ନିର୍ମାଣ ଆରମ୍ଭ ହେବ। ତେବେ ରଥ ନିର୍ମାଣ…

ଶ୍ରୀଜିଉଙ୍କ ପାଇଁ ପୁରୀ ଗଲା ରଥକାଠ

ନୟାଗଡ଼,୯ା୨(ଲୋକନାଥ ମିଶ୍ର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ନୟାଗଡ଼ ଜିଲାର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୩ଟି ଟ୍ରକ୍‌ରେ ୨୦ ଫୁଟିଆ ଧଉରା ଓ ଅସନ ୧୦୨ ଖଣ୍ଡ କାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଏଥି ନିମନ୍ତେ ଦଶପଲ୍ଲାର…

ଅଚଳାବାସ୍ଥା ପରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲିଲା

ନୟାଗଡ/ନୂଆଗାଁ ,୯।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ବଡବାରଣା ସରକାରୀ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୀର୍ଘ ୨ମାସ ହେଲା ଲାଗି ରହିଥିବା ଅଚଳାବସ୍ଥା ପରେ କେନ୍ଦ୍ରରେ ଗାଁ ଲୋକ ଗୁରୁବାର ତାଲା ପକାଇ…

ଡିଏଚ୍‌ଏଚ୍‌ ଲିଫ୍ଟରେ ନାବାଳିକାଙ୍କୁ ଅସଦାଚରଣ

ନୟାଗଡ଼,୯।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ଲିଫ୍ଟରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ସଫେଇ କର୍ମଚାରୀ ଅସଦାଚରଣ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକା ଲିଫ୍ଟରେ ଚେତାଶୂନ୍ୟ ହେବାପରେ ଅଭିଯୁକ୍ତ ସ୍ବାସ୍ଥ୍ୟ କର୍ମଚାରୀ…

ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲାର ରାୟ ଶୁଣାଇଲେ କୋର୍ଟ

ନୟାଗଡ଼,୬।୨: ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲା ରାୟ ମଙ୍ଗଳବାର ଆସିଛି। ପରୀ ହତ୍ୟାକାଣ୍ଡରେ ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ରେ ପରୀ ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।…

ସ୍ବତନ୍ତ୍ର ଅଡିଟ୍‌ କହୁଛି ୨୦୬ କୋଟି ଟଙ୍କା ଆତ୍ମସାତ୍‌

ଭାପୁର ୪ା୨(ଭରତ କୁମାର ବେହେରା)ବର୍ଷ ବର୍ଷ ଧରି ସରକାରୀ କଳକୁ ଡରାଇ ଧମକାଇ କ୍ଷମତାର ଅପବ୍ୟବହାର ସହ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଲୋକଙ୍କ ପାଇଁ ଥିବା ଜନକଲ୍ୟାଣ ମୂଳକ ଯୋଜନାକୁ ବାଟମାରଣା ସହ ଏଥିରୁ ବ୍ୟକ୍ତିଗତ ଲାଭ ପାଇଥିଲେ…

ମୁଦୁରାଙ୍ଗରେ ୨ ଗାଈଙ୍କ ମୃତ୍ୟୁ, ୩୦ ଅସୁସ୍ଥ

ନୟାଗଡ଼/ନୂଆଗାଁ,୪।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମୁଦୁରାଙ୍ଗରେ ଏକ ଗୋ ଫାର୍ମରେ ୨ ଗୋରୁଙ୍କ ମୃତ୍ୟୁ ଓ ୩୦ ଗାଈ ଅସୁସ୍ଥ ହେବା ପରେ ଗୋଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ପ୍ରାଣୀ ବିଭାଗ ଡାକ୍ତରମାନେ ସମୂହ ଛୁଟିରେ ଯାଇ ଆନ୍ଦୋଳନରେ…

ମାତାଲ ଟ୍ରକ୍ ଡ୍ରାଇଭର ନୟାଗଡ଼ର ବସ୍ ଦୁର୍ଘଟଣାର କାରଣ: ପରିବହନ କମିଶନ

ନୟାଗଡ଼,୨୭।୧: ନୟାଗଡ଼ର ଦଶପଲ୍ଲା ଅଞ୍ଚଳରେ ପିକନିକ୍ ବସ୍ ଏବଂ ଏକ ଟ୍ରକ୍ ଦୁର୍ଘଟଣା ମାମଲାରେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣା ସମୟରେ ଡ୍ରାଇଭର ଟ୍ରକ୍ ଚଲାଉ ନ ଥିବା କହିଛନ୍ତି ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି।…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଛାତ୍ରୀଙ୍କ ଜୀବନ

ନୟାଗଡ଼,୨୭।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଛାତ୍ର ଗୁରୁତର ଥିବା ଜଣାପଡିଛି।…

ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ

ନୂଆଗାଁ ,୨୬ା୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷକ ଭବନ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଭୂମି ପୂଜା କରିବାର ଦୀର୍ଘ ୨୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏପରିକି…

୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ

ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି…

ଭ୍ରୂଣହତ୍ୟା ଉପରେ ଲାଗୁନି ରୋକ୍‌

ନୟାଗଡ଼,୨୫ା୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଭ୍ରୂଣହତ୍ୟାରେ ରୋକ୍‌ ଲାଗି ପାରୁନି। ବିନା ପ୍ରେସକ୍ରିପସନରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଗର୍ଭପାତ ମେଡିସିନ୍‌ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରୋକ୍‌ ଲଗା ଯାଉନି। ଅନ୍ୟପକ୍ଷେ ଏ ନେଇ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?