ନବରଙ୍ଗପୁର

ବଞ୍ଚିବାକୁ ସଂଘର୍ଷ, କଅଁଳ କାନ୍ଧରେ ପରିବାର ବୋଝ

ନବରଙ୍ଗପୁର/ନନ୍ଦାହାଣ୍ଡି,୩୧।୩(ବି.ପ୍ର./ଡି.ଏନ୍‌.ଏ.): ପାଠପଢ଼ା ବୟସରେ ସଂସାର ବୋଝ। ନିଜେ ପାଠ ପଢ଼ିପାରିଲେ ନାହିଁ, ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ। ଏଥିସହ ବୁଢୀ ଜେଜେମା’ଙ୍କ ବୋଝ ମଧ୍ୟ ତାଙ୍କରି କାନ୍ଧରେ। ଯାହାପାଇଁ ସେ ଅହରହ ଉଦ୍ୟମ କରି ସଂଘର୍ଷ…

ବେଆଇନ ଭାବେ ଚାଲିଛି ଇଟା ଭାଟି, ବଢ଼ୁଛି ପ୍ରଦୂଷଣ

ନବରଙ୍ଗପୁର,୩୦।୩(ବି.ପ୍ର.):ନବରଙ୍ଗପୁର ଜିଲାରେ ଖୁଲମଖୁଲା ଚାଲିଛି ବେଆଇନ ଇଟାଭାଟି। ରାଜସ୍ବ ବିଭାଗ ଜାଣିଶୁଣି ଚୁପ୍‌ ବସିଛି। ଗ୍ରାମୀଣ କ୍ଷେତ୍ରରେ କାମ କରିବା ଓ ରାଜସ୍ବ ଆଦାୟ ପାଇଁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରହିଛନ୍ତି। ତହସିଲଦାରଙ୍କୁ ରାଜସ୍ବ ବିଭାଗ କର୍ମଚାରୀମାନେ…

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା…

ନିର୍ମାଣାଧୀନ ହଷ୍ଟେଲ ନିକଟରେ ରହିଛି ଦେଶୀ ମଦଭାଟି

ଉମରକୋଟ, ୨୯।୩(ସ୍ବ.ପ୍ର.): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂତନ ଭାବେ ତିଆରି କରାଯାଉଥିବା ହଷ୍ଟେଲ ନିକଟରେ ଦେଶୀ ମଦ ଭାଟିକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଉମରକୋଟ ପୌରାଞ୍ଚଳ ଅଧୀନ ଝରିଗାଁ ରୋଡ଼ସ୍ଥିତ ଭସ୍କେଲ ନଦୀ କଡ଼ରେ…

ଛାତରେ ଫଳୁଛି ସେଓ, ଅଙ୍ଗୁର

ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ ଲଗାଇ…

ବିପଦକୁ ଡାକୁଛି ରାସ୍ତାରୁ ଉଠିଥିବା ଲୁହାଛଡ଼

ଉମରକୋଟ,୨୭ା୩(ଡି.ଏନ୍‌.ଏ.):ଉମରକୋଟ ପୌର ପରିଷଦର ୧୩ ନଂ ଓ୍ବାର୍ଡ ଡିଏନ୍‌କେସ୍ଥିତ ରାମକ୍ରିଷ୍ଣ ମିଶନ ଓ କଳିଙ୍ଗ ବିଦ୍ୟାପୀଠକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବିଗତ ୧୨ବର୍ଷ ତଳେ ହୋଇଥିବା ଏହି ରାସ୍ତାର କଂକ୍ରିଟ ବାହାରିଗଲାଣି । ଏହା ପୌର…

ଗଛ ମୂଳେ ପିଲାଙ୍କ ଭବିଷ୍ୟତ ଗଢ଼ା

ନବରଙ୍ଗପୁର,୨୭ା୩(ବି.ପ୍ର.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ର୍ହିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ଶିକ୍ଷା ବିଭାଗ ପରିସ୍ଥିତି ସୁଧାରିବା…

ଭାସ୍କେଲ ଡ୍ୟାମ୍‌, ପୋଡ଼ାଗଡ଼ ପୀଠର ଉନ୍ନତି ନେଇ ସ୍ଥିତି ଅନୁଧ୍ୟାନ

ଉମରକୋଟ, ୨୫।୩(ଡି.ଏନ୍‌.ଏ.): ଧୋଡ୍ରାସ୍ଥିତ ଘାଟ ଘୋଷାଣୀ ମନ୍ଦିର, ଭାସ୍କେଲ ଡ୍ୟାମ୍‌ ଓ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ତାହାର ତର୍ଜମା ନେଇ ଜିଲାସ୍ତରୀୟ ପ୍ରଶାସନିକ ଟିମ୍‌ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କମଳଲୋଚନ ମିଶ୍ରଙ୍କ…

ଅନ୍ତିମ ସଂସ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ: ୪ ଆହତ

ପାପଡାହାଣ୍ଡି,୨୩।୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଜାମ୍ବଗୁଡା ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ମୃତଦେହ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ…

ସରକାରୀ ଯୋଜନାରେ ସାମିଲ କରିବ ‘ଆସ ଖୋଜିବା’

ନବରଙ୍ଗପୁର, ୨୨।୩(ବି.ପ୍ର.): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଜିଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ…

ଦାବି ପୂରଣ ହେଉ ନ ଥିବାରୁ ଫେରାଇଲେ ରାଶନ, ପେନସନ କାର୍ଡ

ତେନ୍ତୁଳିଖୁଣ୍ଟି, ୨୧।୩(ଡି.ଏନ୍‌.ଏ.):ବରଡାଝୋଡି ଓ ଲଦିପଦର ଗ୍ରାମବାସୀ ନିଜର ମୌଳିକ ସମସ୍ୟା ସମାଧାନ ପାଇଁ ବାରମ୍ବାର ଦାବି କରିବା ସହ ଭୋଟ ବର୍ଜନ ଚେତାବନୀ ଦେଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ଏହାର ବିରୋଧରେ ସେମାନେ ସୋମବାର ବିଡିଓ ଦୁର୍ଯୋଧନ ଭୋଇଙ୍କୁ ଭେଟି…

ଅମଳ ବେଳରେ ଦାଉ ସାଧିଲା ପଶ୍ଚିମା ଝଡ଼

ଉମରକୋଟ, ୨୧।୩(ସ୍ବ.ପ୍ର.):ଅଦିନିଆ ବର୍ଷାର ପ୍ରଭାବରେ ମକାଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ୨ଦିନରେ ୬୪.୨୦ମି.ମି. ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଅତି ଜୋରରେ ପବନ ବହିବା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?