ମାଲକାନଗିରି

ଗାଡ଼ିରେ ପୋଲିସ ଲେଖି ହେଉଥିଲା ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଚାଲାଣକାରୀ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ପୋଷାକ ପିନ୍ଧି ଏବଂ ଗାଡ଼ିରେ ପୋଲିସ ଲେଖି ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ବର୍ତ୍ତମାନ ଓରକେଲ ପୋଲିସ ଏଭଳି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।…

କ୍ୱାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ଶ୍ରେଣୀଗୃହ ଏଯାଏ ହେଲାନି ହସ୍ତାନ୍ତର: ଖୋଲା ଆକାଶ ତଳେ ପଢୁଛନ୍ତି ପିଲା

କୋରୁକୋଣ୍ଡା,୯।୧(ଡି.ଏନ୍‌.ଏ.) : ବାହାରେ ବସି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ୧୦ମ ଶ୍ରେଣୀ ଛାତ୍ରୀଛାତ୍ର। ଶିକ୍ଷାର ଏଭଳି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। କରୋନା କଟକଣାକୁ…

୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ ଅର୍ଥାଭାବର…

ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ କ୍ୟାମ୍ପକୁ…

ଲାଲଗଡ଼ରୁ ଭୁବନେଶ୍ୱରକୁ ଗଡ଼ିଲା ପ୍ରଥମ ଘରୋଇ ବସ୍‌

ଚିତ୍ରକୋଣ୍ଡା,୫।୧: ଲାଲଗଡରୁ ଭୁବନେଶ୍ୱରକୁ ଗଡ଼ିଛି ପ୍ରଥମ ଘରୋଇ ବସ୍‌। ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ସଦର ବସଷ୍ଟାଣ୍ଡଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିଲଖୁସ ନାମକ ଏକ ଘରୋଇ ବସ ଯାତ୍ରା ଆରମ୍ଭ କରିଛି। ଏଯାବତ ଚିତ୍ରକୋଣ୍ଡାରୁ ଭୁବନେଶ୍ୱରକୁ ଘରୋଇ ବସ୍‌…

ବରଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟଙ୍କ ମୃତଦେହ ବରଗଛରେ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀଯୁଗଳ ବୋଲି ଅନୁମାନ…

ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେମାନେ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ୧୦ ଦିନରେ ଗଲାଣି ୩ ଜୀବନ

ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାର ବିଚାରାଧୀନ ବନ୍ଦୀଙ୍କ ପାଇଁ ସତେ ଯେପରି ମରଣଯନ୍ତା ପାଲଟିଛି। ୧୦ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇସାରିଲାଣି। ତେବେ ଉପକାରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତାକୁ ଏହା ପଦାରେ ପକାଇଛି। ଶନିବାର ରାତିରେ ମାଓବାଦୀ…

ଭତ୍ତା ପାଇଁ ଛେଳି ବିକିଦେଲେ ହରି

କୋରୁକୋଣ୍ଡା, ୨୬ା୧୨ (ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର ଘିସିଙ୍ଗିବେଡା ଗ୍ରାମର ହରି ଗୋଲପେଡା (୫୩) ଭତ୍ତା ପାଇବ ଲାଗି ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି କିଛି ସୁଫଳ ପାଇନାହାନ୍ତି। ଶେଷରେ ସେ ଏନେଇ ଆବେଦନ କରିବାକୁ ଜିଲାପାଳଙ୍କ…

ବାଜପେୟୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଶିଖରରେ ପହଞ୍ଚାଇଥିଲା

ମାଲକାନଗିରି/ଜୟପୁର,୨୬ା୧୨(ଡି.ଏନ୍‌.ଏ./ନି.ପ୍ର.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲା ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଯାଇଛି ା ଜିଲା ଭାଜପା ସଭାପତି ତଥା ବିଧାୟକ ଆଦିତ୍ୟ ମାଡ଼ିଙ୍କ…

ଚିତ୍ରକୋଣ୍ଡା: ବନ୍ଦ ରହିଛି ବିଇଓ କାର୍ଯ୍ୟାଳୟ

ଚିତ୍ରକୋଣ୍ଡା,୨୬ା୧୨(ଡି.ଏନ.ଏ.): ଚଳିତବର୍ଷ କୋଭିଡ଼-୧୯ କଟକଣା ପାଇଁ ପିଲାଙ୍କ ପାଠପଢା ବନ୍ଦ ରହିଛି। ଦୀର୍ଘଦିନ ହେଲା ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମନେ ଘରେ ବସିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ନୂତନ ଭବେ ନିର୍ମିତ ବ୍ଲକ କାର୍ଯ୍ୟାଳୟ ତିନି ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ…

ସ୍ତ୍ରୀଙ୍କ ସମ୍ମୁଖରେ ସ୍ବାମୀ ଜୀବନ୍ତ ଦଗ୍ଧ

ପଡ଼ିଆ,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ପୁରୁଣା ନିଲିଗୁଡ଼ା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଦୁଃଖଦ ଘଟଣା। ଗୁରୁବାର ମଧ୍ୟରାତ୍ରିରେ ପୁରୁଣା ନିଲିଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜଳିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?