ଓଲଟିଲା ମାଲବାହୀ ଟ୍ରେନ ବଗି
କୋରାପୁଟ/ଜୟପୁର,୧୭ା୧୨(ନି.ପ୍ର.): କେ-କେ ଲାଇନରେ ଶୁକ୍ରବାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ଫଳରେ କିରଣ୍ଡୁଲ-କୋରାପୁଟ ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରିକି ଏହି ଲାଇନରେ ଯାଉଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ରେଳ ବିଭାଗ ବାତିଲ କରିଛି।…
ନାବାଳିକାଙ୍କୁ ଗର୍ଭବତୀ କଲେ ବଡ଼ ଭଉଣୀଙ୍କ ଦିଅର
ଜୟପୁର, ୧୦ା୧୨(ନି.ପ୍ର.): ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଇ ଗର୍ଭବତୀ କରିଥିବା ନେଇ କୋରାପୁଟ ଜିଲା ଜୟପୁର ମହିଳା ଥାନା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ,…
ଗୁଣିଗାରେଡ଼ି ସନ୍ଦେହରେ ବଡ଼ମା’ଙ୍କୁ ହାଣି ଦେଲେ
ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ବଡ଼ମା’ଙ୍କୁ ହତ୍ୟା କରିଛନ୍ତି। ଘଟଣା ପରେ ସେ ପରିବାର ସହ ଫେରାର ହୋଇଯାଇଛନ୍ତି। ଖବରରୁ…
ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି
କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଛନ୍ତି। ଏଥିସହ କୋରାପୁଟରେ ପ୍ରାୟ ୧ ହଜାର କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପ ଓ…
ବଳାତ୍କାରୀଙ୍କୁ ୩୫ ବର୍ଷ ଜେଲ
ଜୟପୁର,୨୩ା୯(ନି.ପ୍ର.): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ପକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ସୁନ୍ଦର ରୁପଙ୍କୁ ୩୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…
ନକଲି ଗୁଟ୍ଖା କାରଖାନା ଠାବ : ୫୦ ଲକ୍ଷ ଟଙ୍କାର ଗୁଟ୍ଖା ଜବତ
କୋରାପୁଟ,୧୭।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ ହୋଇଛି। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ପୋଲିସ କାରଖାନାରେ ଥିବା ୧୧ଟି ମେଶିନକୁ ଜବତ କରିବା ସହ ଜଣେ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ
ଜୟପୁର,୧୧ା୧୧(ନି.ପ୍ର.): ନାବାଳିକା ବଳାତ୍କାର ମାମଲାର ବିଚାର କରି ବିଚାରପତି ପ୍ରଦୀପ କୁମାର ସାସମଲ ଗୁରୁବାର ଅଭିଯୁକ୍ତ ବଦଳିଗୁଡ଼ାର ବିପିନ ସୁନା(୨୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ…
କୋରାପୁଟରେ ସର୍ବଦଳୀୟ ବୈଠକ
କୋରାପୁଟ,୧୧।୧୧(ସ୍ବ.ପ୍ର.): କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ନେଇ ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ମୋହନ ରେଡ୍ଡୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ କୋଟିଆ…
ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ
କୋରାପୁଟ,୬।୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପହଞ୍ଚି ଆଦିବାସୀଙ୍କ ବିକାଶ ନେଇ ସ୍ଥାନୀୟ ବିଭାଗୀୟ ଅଧକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାରେ ଏକଲବ୍ୟ ବିଦ୍ୟାଳୟ…
ପୋଖରୀରେ ବୁଡ଼ିଗଲେ ୨ ଶିଶୁ
ବୈପାରିଗୁଡ଼ା,୫ା୧୧ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ରାମଗିରି ଫାଣ୍ଡି ମାଠପଡା ପଞ୍ଚାୟତର ଗଇପଦର ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଲକ୍ଷ୍ମଣ ଗୋଲରିଙ୍କ ଝିଅ ମଙ୍ଗଳଦେଈ ଗୋଲରି (୬) ଏବଂ କେଶବ ଖିଲଙ୍କ…
କୋଟିଆର ବିଭିନ୍ନ ଗ୍ରାମଛକରେ ଫଳକ ଲଗାଇଲା ପ୍ରଶାସନ
ପଟ୍ଟାଙ୍ଗୀ, ୨୮।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ବିଭିନ୍ନ ସମୟରେ ଉଭୟ ରାଜ୍ୟର ଜିଲା ପ୍ରଶାସନ କୋଟିଆରେ ନିଜ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।…
ସୀମାନ୍ତ ପଞ୍ଚାୟତରେ ବୁଲୁଛନ୍ତି ଆନ୍ଧ୍ର ଏଜେଣ୍ଟ
ପଟ୍ଟାଙ୍ଗୀ, ୨୪।୧୦(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୪ରୁ ୮ଟି ପଞ୍ଚାୟତ ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଛି। କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିଜର ଜବରଦଖଲ ଜାହିର କରୁଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଅନୁପ୍ରବେଶ କରିବାକୁ ପଛଘୁଞ୍ଚା ଦେଉନି।…

