କୋରାପୁଟ

ନିର୍ବାଚନ ନୁହେଁ, ସହମତିରେ ଚୟନ

କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ…

ବ୍ୟାଙ୍କ ଶାଖା ପରିଚାଳକ ନିଲମ୍ବିତ

କୋରାପୁଟ,୨୦।୧(ସ୍ବ.ପ୍ର.) ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ସୁନା ଚୋରି ଘଟଣାରେ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ ଶେଖର କୁଲଦିପିଆଙ୍କୁ ପୋଲିସ ରିମାଣ୍ଡରରେ ଆଣିଥିବା ବେଳେ ବୁଧବାର ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ା ନଭେମ୍ବର…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଦିବାସୀ ମାନ୍ୟତା

ପଟ୍ଟାଙ୍ଗୀ,୨୦।୧(ଡି.ଏନ୍‌.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ଭୋଟ ହାତେଇବା ଲାଗି ପ୍ରତିଶ୍ରୁତି…

ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ

ଦଶମନ୍ତପୁର,୨୦।୧ ( ଡ଼ି.ଏନ୍‌.ଏ. ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ ସେ ଭୋଟ ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି। ସେ ହେଲେ ଲଖେଶ୍ବରୀ…

ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା

କୋରାପୁଟ,୨୦।୧(ସ୍ବ.ପ୍ର.) ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ , ସମିତିସଭ୍ୟ ପାଇଁ ୨୨୫ ଜଣ, ସରପଞ୍ଚ ପାଇଁ ୩୦୪ ଜଣ ଏବଂ…

ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ

କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍‌.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି କରିବା ଲାଗି ଅଭିଯୁକ୍ତ ଜଣକ ଘଟଣା ଦିନ ଅପରାହ୍ନ ୩ଟାରୁ ଏହା ପରଦିନ ବ୍ୟାଙ୍କ…

ଦୋଷୀ କର୍ମଚାରୀଙ୍କୁ ଘଣ୍ଟଘୋଡ଼ା

ବୈପାରିଗୁଡ଼ା,୧୬।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର କସମଗୁଡ଼ା ଗ୍ରାମର କେତେଜଣ ହିତାଧିକାରୀଙ୍କ କାଳିଆ, ପିଏମ୍‌ କିଷାନ ଯୋଜନା ଅର୍ଥ ପ୍ରଦାନରେ ବାଟମାରଣା ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବୁଧବାର କୋରାପୁଟ ଡିଭିଜନ ପକ୍ଷରୁ ଏହାର…

କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅବଦାଲ ଏମ. ଅଖତାର କହିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ୧୩ଟିଯାକ…

ବଳାତ୍କାର ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ

ଜୟପୁର,୧୫ା୧(ନି.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡାବୁଗୁଡା ଗ୍ରାମର ସଦାନନ୍ଦ ମାଣ୍ଡିଆ (୩୦)। ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କୁ ସେ ବଳାତ୍କାର…

ହାତୀ ଖାଦ୍ୟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ,୧୪।୧(ସ୍ବ.ପ୍ର.): ହାତୀ ଖାଦ୍ୟ ବୋଝେଇ ଟ୍ରକରେ ୫୧ ବସ୍ତା ଗଞ୍ଜେଇ ଚାଲାଣ ହେଉଥିଲ ବେଳେ କୋରାପୁଟ ଅବକାରୀ ବିଭାଗ ଶୁକ୍ରବାର ଜବତ କରିଛି। ଘଟଣାର ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ହେଲେ ସଞ୍ଜୟ ଖୋସ୍ଲା। ଏକ ଟ୍ରକରେ ଗଞ୍ଜେଇ…

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ…

ହାଇଦ୍ରାବାଦରୁ ମୁକୁଳିଲେ ୯ ଶିଶୁ ଶ୍ରମିକ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.) ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?