ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି
କୋରାପୁଟ, ୨୭।୧(ଅମିତାଭ ବେହେରା):କୋରାପୁଟରୁ ଡୁମୁରିପୁଟ ରେଳଲାଇନ ମଧ୍ୟରେ ଏକ ଲୁହା ବୋଝେଇ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳ ବିଭାଗ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଗଦଳପୁରରୁ ଦାମନଯୋଡି ଯାଉଥିବା ଲୁହା ବୋଝେଇ…
କୋରାପୁଟରେ ଉଡ଼ିଲା ତ୍ରିରଙ୍ଗା, ଉପମୁଖ୍ୟମନ୍ତ୍ରୀ କହିଲେ ଭାରତ ଗଠନ ନେଇ ଜାତୀୟ ପତାକା ତଳେ ସମସ୍ତ…
କୋରାପୁଟ,୨୬ା୧(ଅମିତାଭ ବେହେରା): ସୋମବାର କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ପରେଡରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଆୟୋଜିତ ପରେଡକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଥମେ…
କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ
ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର ୨୮ ରାଜସ୍ବ ଗ୍ରାମ ମଧ୍ୟରୁ କତ୍ରାଗୁଡା, ଗୁମେଇପଦର, ତଳକାନ୍ତି, ଥୁରିଆ, ବଡ଼ବନ୍ଧ, ମାଥଲମ୍ବା…
କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ
କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା ସହ ବାର ଆସୋସିଆନର ସମ୍ବୋଧନା ସଭାରେ ଯୋଗ ଦେଇଥିଲେ । କୋରାପୁଟ ଵାରରେ…
ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶନାମା ଉଠାଇଲେ ଜିଲାପାଳ
କୋରାପୁଟ,୨୫ା୧(ଅମିତାଭ ବେହେରା): ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ରବିବାର ବାତିଲ କରାଯାଇଛି। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ…
ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଭାଙ୍ଗିଲେ ନାମଫଳକ
ପଟ୍ଟାଙ୍ଗି୨୫।୦୧,(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଗସ୍ତ ରହିଥିଲା। ଏହା ପୂର୍ବରୁ ପଞ୍ଚାୟତର ସୀମାନ୍ତ ସେମ୍ବି ଗ୍ରାମରେ ଓଡିଶାର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ…
ଗାଁ ମୁହାଁ ଭାଲୁ, ଲୋକେ ଆତଙ୍କିତ
କୋରାପୁଟ,୨୪ା୧(ଅମିତାଭ ବେହେରା): କୋରାପୁଟର ବୋରିଗୁମ୍ମା ବ୍ଲକ ପୋଡ଼ାପଦର ଗାଁରେ ତିନୋଟି ଭାଲୁ ବେଫିକର ଚଲାବୁଲା କରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଡ଼ାପଦର ମୁଖ୍ୟ ରାସ୍ତା ଉପରେ ନିର୍ଭୟରେ ୩ଟି ଭାଲୁ ବୁଲୁଛନ୍ତି। ଦିନରେ…
୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ୨ ଗିରଫ
କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଓଡ଼ିଆଗୁଡ଼ା ଗ୍ରାମର କରଣ କୁଲଦୀପ ଓ ଅଭିଷେକ ଖରା।…
ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ
କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ…
ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…
ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର। ଫଳରେ ଟ୍ରଲରଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଛି। ଡ୍ରାଇଭର ଜୟପ୍ରକାଶ…
ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ…
କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆୟୋଜିତ ବୈଠକରେ ଦଳର ବିଗୁଲ ବାଜିଛି। ଭାଜପାର ରାଜ୍ୟ ଉପସଭାପତି ତଥା କୋରାପୁଟ…
ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…
ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି। ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖ୍ରୀଷ୍ଟିଆନପେଟାର ସଞ୍ଜିବ କୁମାର ନାୟକ (୪୦) ଇରିଗେସନ…

