କେନ୍ଦୁଝର

ସଙ୍କଟରେ କୁମ୍ଭକାର ପରିବାର

କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍‌, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା ବୁଡିଯିବାକୁ…

ଏନ୍‌ଏସି ବାସୀ ପିଉଛନ୍ତି ଗୋଳିଆ ପାଣି

ଚମ୍ପୁଆ,୫।୮(ଡି.ଏନ.ଏ)- ଜନସ୍ବାସ୍ୟ ବିଭାଗ ପକ୍ଷରୁ ଚମ୍ପୁଆ ଏନଏସି ବାସୀଙ୍କୁ ଗୋଳିଆ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଏନ୍‌ଏସି ବାସୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଭାଗର ଦାୟିତ୍ୱ ପ୍ରତି ପ୍ରଶ୍ନ ଉଠିଛି।…

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା ସ୍ଥାନୀୟ…

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ଚମ୍ପୁଆ, ୪। ୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ଗ୍ରାମରେ ପ୍ରାୟ ୨୦ ଦିନ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ପାହିଲେ ପାନୀୟ ଜଳ କେଉଁଠୁ ଆଣିବେ ଚିନ୍ତା…

ବାଲୁକା କଳାରେ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ କେନ୍ଦୁଝରର ନିଶିକାନ୍ତ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଟିକରପଡ଼ା ଗ୍ରାମର ନିଶିକାନ୍ତ ବେହେରା ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଶିକାନ୍ତ ନିଜ ଘର ନିକଟରେ ବାଲିରେ ଦେଇଥିବା ଭାଇ ଓ ଭଉଣୀ ମଧ୍ୟରେ ଥିବା…

ପକ୍ଷୀଙ୍କ ପାଇଁ ବସା

କେନ୍ଦୁଝର, ୩।୮(ଡି.ଏନ.ଏ.)- ପୃଥିବୀରେ ବାସ କରିବାର ଅଧିକାର କେବଳ ମଣିଷର ନୁହେଁ ସମସ୍ତ ଜୀବଙ୍କର ରହିଛି। ନିଜକୁ ସବୁବେଳେ ଶ୍ରେଷ୍ଠ ଭାବେ ଘୋଷଣା କରୁଥିବା ମଣିଷର ନିଜ ଜାଣତରେ ହେଉ ବା ଅଜାଣତରେ ଅନେକ ସରଳ ଜୀବଙ୍କୁ ଶେଷ କରୁଛି ପ୍ରତି…

ଶ୍ରାବଣରେ କ୍ଷେତ ଫାଟି ଆଁ: ୬୧%ରୁ କମ୍‌ ବର୍ଷା

ପାଟଣା,୩।୮( ସ୍ବ.ପ୍ର.)-କେନ୍ଦୁଝର ଜିଲାର ୮୦ ପ୍ରତିଶତ ଅଧିବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ କରୋନା ଯୋଗୁ ସବୁ କାମଧନ୍ଦା ମାନ୍ଦା ପଡ଼ିଥିବା ବେଳେ ଲୋକଙ୍କର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏଭଳି ପରିସ୍ଥିତିରେ…

ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି କରୋନା ଶଟ୍‌ ଡାଉନ ଓ ଲକଡାଉନ ପାଇଁ ଏବେ ଖାଁ ଖାଁ ହୋଇ ପଡ଼ିଛି।…

ଜୁଆଆଡ୍ଡାରେ ଚଢ଼ାଉ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଜୁଆଡ଼ି

ବଡ଼ବିଲ,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟ ପାର୍କିଂ ଏରିଆରେ ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୭ହଜାର ୭ଶହ ଟଙ୍କା,୪ଟି ମୋବାଇଲ…

ଝାଟିମାଟି ଘରେ ବିତୁଛି ଜୀବନ

କେନ୍ଦୁଝର, ୨୯ା୭ (ସ୍ବ.ପ୍ର.)-ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗରିବ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଆଦି ଯୋଜନାରେ ବାସଗୃହ ଯୋଗାଇ ଦେବାପାଇଁ ସରକାରୀ ବ୍ୟବସ୍ଥା ଥିଲେ ହେଁ କେନ୍ଦୁଝର ଜିଲାରେ ଅନେକ ଗରିବ ପରିବାର ସରକାରଙ୍କ…

କେନ୍ଦୁଝରରେ କୋଭିଡ୍‌ ନିୟମ ଉଲ୍ଲଂଘନ: ନର୍ସ ଚାକିରି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭିଡ଼

କେନ୍ଦୁଝର, ୨୮।୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଭିଡ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ମେଡିକାଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବା ସହ ଆବଶ୍ୟକତା ନ ଥିଲେ ସମସ୍ତଙ୍କୁ…

କେନ୍ଦୁଝରରୁ ୭୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୭୩୦

କେନ୍ଦୁଝର, ୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କରୋନା ସ୍ଥିତ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୬ ଜଣ ସୁସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?