ବାଲୁକା କଳାରେ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ କେନ୍ଦୁଝରର ନିଶିକାନ୍ତ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଟିକରପଡ଼ା ଗ୍ରାମର ନିଶିକାନ୍ତ ବେହେରା ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଶିକାନ୍ତ ନିଜ ଘର ନିକଟରେ ବାଲିରେ ଦେଇଥିବା ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନର ବାର୍ତ୍ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ପିଲାଟି ଦିନରୁ ଟେରାକୋଟା କାମରେ ବାପାଙ୍କୁ ବିଭିନ୍ନ ରଙ୍ଗ କାମରେ ସହଯୋଗ କରିଆସିଥିବା ନିଶିକାନ୍ତ ଆଜି ଜଣେ ଦକ୍ଷ ଚିତ୍ରକାର ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ଚିତ୍ର କଳା ସାଙ୍ଗକୁ ବାଲୁକା କଲା, ମୂର୍ତ୍ତି ଗଢ଼ିବା, ମୁରୁଜରେ ଚିତ୍ର, ବିଭିନ୍ନ ବ୍ୟକ୍ତିଙ୍କ ପ୍ରତିଚିତ୍ର ଅଙ୍କନ, ସ୍ଥାପତ୍ୟ କଳା ଆଦିରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରତକଳ ଉପରେ ଚଢ଼ାଉ: ଯନ୍ତ୍ରାଂଶ ଓପାଡ଼ି ଫିଙ୍ଗିଲା ବନବିଭାଗ

ବସ୍ତା, ୨୦।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବଇଞ୍ଚା ଗ୍ରାମରେ ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ଚଢାଉ କରି ଜେସିବି ଲଗାଇ ଯନ୍ତ୍ରାଂଶକୁ...

ଜାଲ୍‌ ସାର୍ଟିଫିକେଟରେ ଚାକିରି ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ

ପାଟଣା,୨୮।୫(ସ୍ବ.ପ୍ର.): ଜାଲ୍‌ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶୀଲ...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ଅନୁଗୋଳ କଲେଜରେ ନୋଡାଲସ୍ତରୀୟ ଲାପଟପ ବଣ୍ଟନ: ପ୍ରଥମ ଦିନରେ ପାଇଲେ ୧୮୫ ମେଧାବୀ

ବନ୍ତଳା,୨୪ା୧୨(ଡି.ଏନ.ଏ.) – ୨୦୧୮-୧୯ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେଶନାଲ କାଉନସିଲ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଅନୁଗୋଳ ଜିଲାର ମେଧାବୀମାନଙ୍କୁ ଓଡ଼ିଶା ସରକାର...

ଝାରସୁଗୁଡ଼ାରେ ଶଟଡାଉନ କଡ଼ାକଡ଼ି: ଛକ, ବଜାରରେ ଜଗି ରହିଛି ପୋଲିସ

ଝାରସୁଗୁଡ଼ା ଅଫିସ,୪।୭: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ମାସର ପ୍ରତି ସପ୍ତାହ ଶନିବାର ଓ ରବିବାର ଝାରସୁଗୁଡ଼ା ଜିଲାରେ ଶଟ୍‌ଡାଉନ୍‌...

ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ...

ପୁଣି ଚମକିଲେ ପ୍ରତ୍ୟୁଷା

ଅନୁଗୋଳ ଅଫିସ, ୧୪।୧୦ – ଅନୁଗୋଳ ଝିଅ ପ୍ରତ୍ୟୁଷା ଅମାନ୍ତ ପୁଣି ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ସେ ଅପେରା ମିଡିଆର ଆନୁକୂଲ୍ୟରେ ଆୟୋଜିତ ମିସ୍‌ ଆଣ୍ଡ...

ମୟୂରଭଞ୍ଜର ୫ ବୁଥ୍‌ରେ ଚାଲିଛି ସାନି ମତଦାନ

ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍‌ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍‌-ଭୁଗୁଡ଼ାକଟା, ୧୯ନଂ ବୁଥ୍‌-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର...

Advertisement
Archives

Model This Week