କେନ୍ଦୁଝରରୁ ୭୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୭୩୦

କେନ୍ଦୁଝର, ୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କରୋନା ସ୍ଥିତ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଚିହ୍ନଟ ନୂଆ ସମସ୍ତ ଆକ୍ରାନ୍ତ ଜିଲାର କେନ୍ଦୁଝର, ସଦର, ବଂଶପାଳ, ଆନନ୍ଦପୁର, ତେଲକୋଇ, ପାଟଣା, ଘଷିପୁରା, ଯୋଡ଼ା ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜାତୀୟସ୍ତରୀୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କର’

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଫରେଷ୍ଟ ରେଞ୍ଜର କଲେଜରେ ରାଜ୍ୟସ୍ତରୀୟ ବନ ବିଭାଗ ସ୍ପୋଟର୍‌ସ ମିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ୮ଟି ସର୍କଲର...

ବାପ୍‌ ଦିବ୍ୟାଙ୍ଗ: ଦାଦନ ଖଟି ବହେନ୍‌କେ ପଢ଼ଉଛନ୍‌ ତିନ୍‌ ଭାଇ

  କୋମନା, ୨୪।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଦିବ୍ୟାଙ୍ଗ ମସତ୍‌ରାମ ତାଣ୍ଡି(୬୦)। ଛୁଆବେଲେ କେହେନ୍‌ସି ଗୁଟେ...

ତହସିଲଦାରଙ୍କ ସମେତ ୧୭ ପଦବୀ ଖାଲି: ତାଳଚେରବାସୀ ଭୋଗୁଛନ୍ତି ଅସୁବିଧା

ତାଳଚେର,୫ା୬(ନି.ପ୍ର.)- ତାଳଚେର ଶିଳ୍ପାଞ୍ଚଳ ତହସିଲ ଅଫିସରେ ତହସିଲଦାର ପଦବୀ ସମେତ ଅନେକ ପଦବୀ ଖାଲି ପଡିଛି। ଫଳରେ ତହସିଲ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବିଭିନ୍ନ କାର୍ଯ୍ୟ...

ସୀତାଢ଼ିମ୍ବିରା ସାହିରେ ବୋମାମାଡ଼

ବ୍ରହ୍ମପୁର ଅଫିସ,୨୦ା୫-ବଡ଼ବଜାର ଥାନା ଅନ୍ତର୍ଗତ ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ...

କମ୍ପାନୀ ଅଧିକାରୀଙ୍କ ପାଇଁ ନାକେଦମ ପ୍ରଶାସନ, ଆପାର୍ଟମେଣ୍ଟ ସିଲ୍‌

ଛତ୍ରପୁର,୨ା୪(ଡି.ଏନ.ଏ)- ବାହାର ରାଜ୍ୟରୁ ଫେରିି ନିଜ ତଥ୍ୟ ଲୁଚାଇଥିବା ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ନାକେଦମ ହୋଇଛି। ସମ୍ପୃକ୍ତ...

ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗସ୍ତ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।...

ଖୁଦଖାଇ ନାଳ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ

କାମାକ୍ଷାନଗର,୨୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁରୁସିଙ୍ଗା ଖୁଦଖାଇ ନାଳ ନିକଟରୁ ମଙ୍ଗଳବାର ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। କାଦୁଅରେ ଫସି ଯାଇ...

ଛୁଟି ଦିନରେ ଗାଡ଼ି ଯାଞ୍ଚ: ଟ୍ରକ୍‌ ଚଢ଼ିଯିବାରୁ ଆର୍‌ଟିଓ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର, ୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍‌ ଛୁଟି ଦିନରେ ଗାଡ଼ି...

Play 250+ Trending Games
Archives

Model This Week

Why Dharitri