କେନ୍ଦୁଝର

ଆମ୍ବ ଚାଷୀ ହତାଶ

କେନ୍ଦୁଝର,୨୮ା୫(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଉତ୍ପାଦନ କମି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ହାଟବଜାର ଓ ରାସ୍ତାକଡ଼ରେ ଆମ୍ବର ଆସର ଦେଖିବାକୁ ମିଳୁନାହିଁ। ସୁସ୍ବାଦୁ ଆମ୍ବ ପାଇଁ କେନ୍ଦୁଝର ଜିଲା…

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତୋଟାଡିହ ଗ୍ରାମର ଦଶରଥ ଗଡମାଝୀଙ୍କ ଝିଅ କୁନ୍ତଳା(୨୧)। ତାଙ୍କ ମୃତଦେହ…

ଶ୍ରୀଜଗନ୍ନାଥ ଷ୍ଟିଲ୍‌ କମ୍ପାନୀରେ ପିଲେଟ୍‌ ଉତ୍ପାଦନ ବନ୍ଦ

ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ ଉପକଣ୍ଠର ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ କମ୍ପାନୀର ପିଲେଟ କାରଖାନାରେ ଉତ୍ପାଦନକୁ ବୁଧବାରଠାରୁ ବନ୍ଦ…

ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ଶ୍ରମିକ

ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ। ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତରେ ୩ ଜଣ…

ଅସରାଏ ବର୍ଷାରେ ସ୍କୁଲ ପରିସର ବେହାଲ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ସହର ସୌନ୍ଦର୍ଯ୍ୟକରଣ ଓ ୫-ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭିତର ଓ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା। ତେବେ ବିଦ୍ୟାଳୟ ବାହାରେ ହୋଇଥିବା ପାଚେରି କାମ ଠିକ୍‌ ଭାବରେ…

ବେଆଇନ ପାର୍କିଂ ଉଠାଇବା ସହ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକଙ୍କ ରାସ୍ତାରୋକୋ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ମୁମ୍ବାଇ କୋଲକତା-୪୯ ନମ୍ବର ଜାତୀୟ ରାଜପଥର ଟୋଲଗେଟ ନିକଟରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଟାଲଗେଟ ନିକଟରେ ଶତାଧିକ ଲୋକ ଧାରଣା ଦେଇ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ…

ଶିକ୍ଷକ ଅଭାବରୁ ପାଠ ଛାଡୁଛନ୍ତି ପିଲା

ପଦ୍ମପୁର,୨୫ା୫(ଡି.ଏନ.ଏ.) ଶୈକ୍ଷିକ ବିକାଶ ପାଇଁ ୫-ଟି ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟ ପିଛା ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପିଲା ମାନଙ୍କର ପାଠପଢ଼ା ଉପକରଣ, ଭିତ୍ତିଭୂମିର ବିକାଶ ପାଇଁ ଚାଲିଛି ଜୋରଦାର ପ୍ରୟାସ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ଓଲଟା…

ନର୍ସରି ପାଇଁ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୫ା୫(ସ୍ବ.ପ୍ର.) ସମ୍ପ୍ରତି ଜଙ୍ଗଲକ୍ଷୟ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଙ୍ଗଲକ୍ଷୟ ଯୋଗୁ ପରିବେଶ ନଷ୍ଟ ହେବା ସହ ଜଳବାୟୁରେ ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଭଳି ପରିସ୍ଥିତିରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ…

କାଜୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣ ପଶି କାଜୁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୂଷାଖରୀ ପଞ୍ଚାୟତ ଧନୁର୍ଯ୍ୟୟପୁର କାଶିଆ ଗ୍ରାମର ସଞ୍ଜନ ମହାରଣା (୨୫)…

ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ ଦର୍ଶାଇ ଯାତାୟାତ କରୁଥିବା ଲୋକ ଓ ଚାଳକଙ୍କୁ ସତର୍କ କରାଯାଉଛି। ଏଭଳି ସୂଚନା ଫଳକ…

ବିଛଣାରେ ୭ବର୍ଷର ଝିଅ ଶର୍ମିଷ୍ଠା

ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।…

ଆଦିବାସୀ ଛାତ୍ର ମନୋଜ ହେଲେ ଗଣିତ ଅଧ୍ୟାପକ

ପାଟଣା,୨୩।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ଗ୍ରାମର ଝାଟିଆଳି ସାହିର ମନୋଜ କୁମାର ଦଣ୍ଡପାଟ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି। ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା ହୋଇଥିବା ଅଧ୍ୟାପକ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗ ର଼୍ୟାଙ୍କ-୧ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?