କେନ୍ଦୁଝର

ବଜ୍ରପାତରେ ଜଣେ ମୃତ, ୨ ଆହତ

ଠାକୁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଭିନ୍ନଭିନ୍ନ ଗ୍ରାମରେ ଶନିବାର ବଜ୍ରପାତ ହୋଇ ଜଣେ ବାଳିକାଙ୍କ ମତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ଜଣଙ୍କୁ…

ଦେୱାନୀ ଅଦାଲତ କର୍ମଚାରୀଙ୍କୁ ବର୍ଷେ ଜେଲ

ଆନନ୍ଦପୁର,୨୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିଜେଏମ କୋର୍ଟରେ ଏକ ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ମାତ୍ର ଦୁଇ ମାସ ମଧ୍ୟରେ ବିଚାର ହୋଇ ରାୟ ପ୍ରକାଶ ପାଇବା ଘଟଣାକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଆନନ୍ଦପୁର ଏସ୍‌ଡିଜେଏମ ରଶ୍ମୀରେଖା…

ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଗୁରୁବାର ଠାରୁ କାରଖାନା…

ବାଘ ଛାଲ ଜବତ ଘଟଣା: ଆଉ ୨ ଗିରଫ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଦୈତାରୀ ରେଞ୍ଜ ବୁଢୀପଦା ଗ୍ରାମରୁ ମହାବଳ ବାଘ ଛାଲ ଜବତ ଘଟଣାରେ ବୁଟୁ ମହାକୁଡ଼ (୩୦)ଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ବାପା ଦୁର୍ଯ୍ୟୋଧନ ମହାକୁଡ଼ (୬୦) ଓ ଭାଇ ପଞ୍ଚୁ ମହାକୁଡ଼ଙ୍କୁ ବନ…

ହାତୀ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନ ଅଧିନସ୍ଥ ବାଂଶପାଣି ବେହେରା ହାଟିଂ ନିକଟରେ ଗୁରୁବାର ରାତିରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଦୁଇ ଛୁଆ ହାତୀ ସମେତ ତିନି ହାତୀର ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ…

ନିଯୁକ୍ତି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ୍‌ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ପ୍ରାଇଭେଟ ଲିମିଟେଡ୍‌ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ଆନ୍ଦୋଳନ ଚାଲୁ ରହିଛି। ଗୁରୁବାରଠାରୁ କାରଖାନାର ମୁଖ୍ୟ…

ପଡିଆରେ ପଢ଼ୁଛନ୍ତି ଛାତ୍ରୀଛାତ୍ର

ଆନନ୍ଦପୁର/କଣ୍ଟିପାଳ,୨୦।୫ (ସ୍ବ.ପ୍ର./ଡି.ଏନ୍‌.ଏ.) ୫ଟି ଯୋଜନାରେ ବିଦ୍ୟାଳୟର ନୂତନ ରୂପରେଖ ଦିଆଯାଉଛି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ବିଦ୍ୟାଳୟକୁ ଏକ ଶୈକ୍ଷିକ ବାତାବରଣ ଦେବାକୁ ଉଦ୍ୟମ କରାଯାଉଛି। ତେବେ ଏଭଳି କ୍ଷେତ୍ରରେ ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ରାଇପାଳ ସରକାରୀ…

ଟ୍ରେନ୍‌ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

ଯୋଡ଼ା/କେନ୍ଦୁଝର,୧୯ା୫(ଡି.ଏନ.ଏ/ସ୍ବ.ପ୍ର.): ଟ୍ରେନ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଗୋଟିଏ ମାଈ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡ଼ିଥିଲେ।…

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା…

ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୧୯।୫(ସ୍ବ.ପ୍ର.): ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହେଲେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ। କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଗୁରୁବାର ଶୁଣାଣି ହୋଇଛି। ଆସନ୍ତା ଜୁନ ୨୮ରେ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି ହେବା ପାଇଁ ଦିନ ଧାର୍ଯ୍ୟ…

ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ

କେନ୍ଦୁଝର,୧୯ା୫(ସ୍ବ.ପ୍ର.): ସ୍ଲରି ପାଇପ୍‌ରେ ଲୁହାପଥର ପରିବହନକୁ ବିରୋଧ କରି ଗୁରୁବାର କେନ୍ଦୁଝର ଜିଲାର ଟ୍ରକ୍‌ମାଲିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ବହୁ ଆଗରୁ ବିପର୍ଯ୍ୟସ୍ତ ରାସ୍ତାରେ ଲୁହାପଥର ପରିବହନ କରି ସରକାରଙ୍କ ରାଜସ୍ବ…

ଅସୁରକ୍ଷିତ ଜିଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିଲା ଆସିବାସୀ ଶିକ୍ଷା ସାଧନ କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ହେଁ କାହାରି ନିଘା ନାହିଁ। ସର୍ବଶିକ୍ଷା ଅଭିଯାନ ଅଧୀନରେ ଚାଲିଥିବା ଏହି ଆଦିବାସୀ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?