କେନ୍ଦୁଝର

ବଳଭଦ୍ରପୁରରୁ ଫେରିଲା ଖାଲି ଭୋଟ ବକ୍ସ

ଚମ୍ପୁଆ/ଝୁମ୍ପୁରା,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମବାସୀ ରବିବାର ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ୍‌ ଦେଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ବିଗୁଲ ବାଜିଲା…

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨ (ସ୍ବ.ପ୍ର./ଡିି.ଏନ.ଏ.) ‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି। ମୋ ନଁାରେ କମ୍ପ୍ଲେନ୍‌ କଲେ କେସ୍‌ରେ ଠୁଙ୍କି ଦେବି।’ ଏହା ହେଉଛି ହାଟଡିହୀ ବ୍ଲକ…

ବିଜେଡିର ବିଜୟଧାରାକୁ ବ୍ରେକ୍‌ ଦେବା ପାଇଁ ଭାଜପାର ଜୋରଦାର ପ୍ରୟାସ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ ଅଣସଂରକ୍ଷିତ ରହିଛି। ଏହି ସିଟ୍‌ରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଫେବୃୟାରୀ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନ୍‌ରେ ମୋଟ୍‌ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ…

ପୁତୁଲପାଣି ଛକରେ ପଛକୁ ପଛ ପିଟିହେଲେ ୩ ଟ୍ରକ୍‌

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୪୯ ପୁତୁଲପାଣି ଛକ ନିକଟରେ ପଛକୁ ପଛ ପିଟି ହୋଇ ୩ ଟ୍ରକ୍‌ ନଷ୍ଟ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ଶନିବାର ସକାଳେ ରାସ୍ତା ଉପରେ ଏକ…

ମରାଗୋଳା ବୁଥ୍‌ରେ ଭୋଟ ବର୍ଜନ

କେନ୍ଦୁଝର,୧୯ ।୨(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ମରାଗୋଳା ବୁଥ୍‌ ନଂ.୧୪ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ରାସ୍ତା ନିର୍ମାଣ ଦାବିରେ ଉକ୍ତ ବୁଥ୍‌ର ୧୭୬ ଭୋଟର ଭୋଟ ବର୍ଜନ କରିଥିବା…

ବ୍ଲକ୍‌ ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

ଆନନ୍ଦପୁର,୧୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପରିସର ଏକ କୋଠରୀରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମହିଳାଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ପଚା ଦୁର୍ଗନ୍ଧ ବାହାରୁଥିବା ଦେଖି ସ୍ଥାନୀୟ…

ବୃଦ୍ଧଙ୍କୁ ଆକ୍ରମଣ କରି ତିନି ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୧୮।୨(ସ୍ବ.ପ୍ର.): ସିଜେଏମ୍‌ କୋର୍ଟର ଚିଫ ଜୁୁଡିଶିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଶୁକ୍ରବାର ଏକ ମାମଲାର ଶୁଣାଣି କରିଛନ୍ତି। ଜଣେ ଆକ୍ରମଣକାରୀଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ କରିବା ସହ ଦୁଇ ହଜାର ଜରିମାନା ଆଦେଶ ଦେଇଛନ୍ତି। ୨୦୧୮ ଜୁନ୍‌ ୨୦ରେ ସଦର ଥାନା…

ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର,୧୮।୨ (ସ୍ବ.ପ୍ର.) କେନ୍ଦୁଝର ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ ଶେଷ ବର୍ଷର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୨୬ରୁ ଅଫ୍‌ଲାଇନରେ ହେବାକୁ…

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ଅନ୍ୟ ଅଧ୍ୟାପକମାନେ ଆସି ବୁଝାଶୁଝା କରିଥିଲେ। ଅନ୍‌ଲାଇନ୍‌ରେ ପାଠପଢ଼ା…

ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ୨ ଜଣ ଭାଜପା କର୍ମୀଙ୍କୁ ଘରୁ ପୋଲିସ ଉଠାଇ ଆଣିବାକୁ ଯାଇ…

ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ

ପାଟଣା,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଖଡିକାପଦା ଗାଁ ନିକଟରେ ଥିବା ଏକ କେନ୍ଦୁ ଗଛରୁ ଗୁରୁବାର ଗ୍ରାମର ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଗଣେଶ ମୁଣ୍ଡା। ସୂଚନାନୁସାରେ,…

ମତ ସାବ୍ୟସ୍ତ ପାଇଁ ବୁଥ୍‌କୁ ଟେକା ହୋଇ ଆସିଲେ ଶତାୟୁ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ବଂଶପାଳ ବ୍ଲକ ଶୁଆକାଟି ବାଳକ ଉଚ୍ଚ ବିଦ୍ୟାଳୟ ୫ ନଂ. ବୁଥ୍‌ରେ ଜଣେ ଶତାୟୁ ମହିଳା ମେତଦାନ କରିଛନ୍ତି। ତାଙ୍କ ନାମ ଲୋଚନୀ ସାହୁ। ନିଜର ମତ ସାବ୍ୟସ୍ତ କରିବା ପାଇଁ ସେ ଟେକା ହୋଇ ବୁଥ୍‌କୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?