କେନ୍ଦୁଝର

ହାଣ୍ଡିଆ ପିଇ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା,୨୭।୧୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୪ ଦିନ ତଳେ ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ କରି ସଦର ରେଞ୍ଜ୍‌ରେ ଡେରା ପକାଇଥିଲା। ଶନିବାର ରାତିରେ ଏହି ଗୋଠ ଛଡା ଦନ୍ତା ହାତୀ ସଦର ରେଞ୍ଜରୁ ଆସି ପାଟଣା…

କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ ସାଙ୍ଗକୁ ନାଚଗୀତର ଆୟୋଜନ ଦେଖିବାକୁ ମିଳିଛି। ବିଶେଷ କରି କାନଝରୀ, ଖଣ୍ଡାଧାର, ଭୀମକୁଣ୍ଡ,…

କେନ୍ଦୁଝରରେ ପ୍ରଥମ କୁହୁଡ଼ି

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ହୋଇଯାଇଥିବା ସତ୍ତ୍ୱେ ମୁଖ୍ୟ ରାସ୍ତାରେ ଲାଇଟ୍‌ ବନ୍ଦ ହୋଇଯାଇଥିବା ବେଳେ ଶହେ…

ନିଜ ଘରେ ନିଆଁ ଲଗାଇଦେଲେ

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧୀନ କ୍ଷୀରେଇ ଟାଙ୍ଗିରି ଅଞ୍ଚଳରେ ଶନିବାର ରାତିରେ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ତାଙ୍କର ୨ ବଖରା ଖପର ଘର ଜଳିଯାଇଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ…

ଯୁବକଙ୍କୁ ଛୁରୀ ଭୁସି ହତ୍ୟା, କାରଣ ଖୋଜୁଛି ପୋଲିସ

କେନ୍ଦୁଝର, ୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ ଅଧୀନ ବନାଯୋଡି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା କରାଯାଇଛି। ପୋଲିସ ଶନିବାର ଯୁବକଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।…

ଉପଜିଲାପାଳଙ୍କୁ ବି ଛାଡ଼ିଲେନି, ଲୁଟ୍‌ ଉଦ୍ୟମ କରି ବନ୍ଧା ହେଲେ ୩

ବଡ଼ବିଲ,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଉପ-ଜିଲାପାଳଙ୍କ ଗାଡ଼ି ଅଟକାଇ ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରାସାହି ଅଞ୍ଚଳର ପ୍ରସନ୍ନଜିତ ଓରାମ, ସୁମନ କୁମାର ପାତ୍ର…

ଦନ୍ତାହାତୀର ଜୀବନ ଗଲା

କେନ୍ଦୁଝର,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସୀମା ଅନୁଗୋଳ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ଜୋକପାଣି ଗ୍ରାମ ନିକଟ ସରବେଡ଼ା ଜଙ୍ଗଲରୁ ବନ ବିଭାଗ ଏକ କୋଡ଼ିଏ ବର୍ଷ ବୟସ୍କ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ବିଷ…

ଗୋଡ଼ାଇ ଗୋଡ଼ାଇ ୧୫ ଜଣଙ୍କୁ କାମୁଡ଼ିଲା ପାଗଳ କୁକୁର

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ସୃଷ୍ଟି କରିଛି । ଏହି କୁକୁରଟି ୧୫ ଜଣକୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ…

ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ ଥିବା ଯୁଆଙ୍ଗ ଓ ଭୁୟାଁ ଜନଜାତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା…

ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର ୭.୪ ଡିଗ୍ରୀ ରହିଥିଲା। ବୁଧବାର ତାପମାତ୍ରା ଆହୁରି ହ୍ରାସ…

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ନବୀନ ମୁଣ୍ଡା। ସୂଚନା ମୁତାବକ, ନାବାଳିକା ଜଣକ…

କଏନ ନେବାକୁ ରାଜି ହେଲା ବ୍ୟାଙ୍କ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ଦୁଇଟି ବ୍ୟାଙ୍କରେ ଜମା ହୋଇଥିବା ପାଖାପାଖି ୮୦ ଲକ୍ଷ ଟଙ୍କାର କଏନକୁ ବ୍ୟାଙ୍କ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି। ଏଭଳି ଆଶ୍ୱାସନା ଦେଇଛନ୍ତି ଲିଡ ଡିଷ୍ଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?