କେନ୍ଦ୍ରାପଡ଼ା

ସମସ୍ୟା ତୁଟିଲେ ୫ ହଜାର ହେକ୍ଟରରେ ଫସଲ ହେବ

କେନ୍ଦ୍ରାପଡ଼ା ଅଫିସ, ୧୪ା୨:ଶିଳ୍ପବିହୀନ କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂରକରୁନାହାନ୍ତି। ପୂର୍ବରୁ ବ୍ରାହ୍ମଣୀ ଓ ଗୋବରୀ ମଧ୍ୟରେ ଥିବା ସଂଯୋଗ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫ ହଜାରରୁ…

ବ୍ରାହ୍ମଣୀ ନଦୀ ବାମପାଶର୍‌ବ ବନ୍ଧରୁ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ,୧୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦରପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ବ୍ରାହ୍ମଣୀ ନଦୀ ବନ୍ଧର ବାମପାର୍ଶ୍ୱର କେତେକ ସ୍ଥାନରୁ କ୍ରମାଗତ ଭାବେ ଅତଡ଼ା ଧସିବାରେ ଲାଗିଛି। ଫଳରେ ପାଖରେ ଥିବା ଚାଷଜମିଗୁଡିକ…

ବିପଦରେ ଭିତରକନିକାର ବନ୍ୟଜନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୩ା୨:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଜାତୀୟ ଭିତରକନିକା ଅଞ୍ଚଳରୁ ମାସକ ମଧ୍ୟରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଜାତୀୟ…

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଚିନ୍ତା

ପଟ୍ଟାମୁଣ୍ଡାଇ,୧୨।୨(ସ୍ବ.ପ୍ର.): ଆଜିକାଲି ଲୋକେ ଅଧିକ ସଂଖ୍ୟାରେ ସହରାଭିମୁଖି ହେଉଛନ୍ତି ା ଫଳରେ ସହରରେ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସହରରେ ପରିମଳ ବ୍ୟବସ୍ଥା ତଥା ଟ୍ରାଫିକ ବ୍ୟବସ୍ଥାରେ ନାନା ସମସ୍ୟା ଦେଖାଦେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡା…

ରାଷ୍ଟ୍ରପତିଙ୍କୁ ଧାନରେ ନିର୍ମିତ କୋଣାର୍କ ମନ୍ଦିର ଉପହାର ଦେଲେ ଶିଳ୍ପୀ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲାଠାରେ ଥିବା ଏକ ସିମେଣ୍ଟ ପ୍ରଡକ୍ଟ କାରଖାନରେ ଜଣେ ମିସ୍ତ୍ରୀ ଭାବେ କାମ କରନ୍ତି ଯଶୋବନ୍ତ ମଲ୍ଲିକ ା ବୟସ ୩୦ ା ତାଙ୍କ ନିଜ ଘର ଯାଜପୁର ା ତେବେ ବିନା…

ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର ଗୋଷ୍ଠୀକେନ୍ଦ୍ରରେ ମୃତଦେହ ପଡ଼ି ରହିଛି ା ମୃତଦେହକୁ ଛାଡ଼ି ଶାଶୁଘର ଓ ବାପଘର…

ଶିଳ୍ପବିହୀନ ଜିଲାରେ କାରଖାନାର ବିଷାକ୍ତ ଧୂଆଁ

କେନ୍ଦ୍ରାପଡ଼ା ଅଫିସ, ୧୧ା୨: ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଜିଲା ଥିବାବେଳେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ହୋଇ ରହିଛି। ତେବେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ବୃହତ ଶିଳ୍ପ ଗଢ଼ି…

ଏନ୍‌ଜିଟି ନିଷିଦ୍ଧାଞ୍ଚଳ ସ୍ଥାନରୁ ବାଲିମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୦ା୨(ସ୍ବ.ପ୍ର.):ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ହେଲେ ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା ଓ ଟ୍ରାକ୍ଟରରେ ବାଲିମାଟି ବୁହା ଚାଲିଛି। ଏହି ସ୍ଥାନରୁ ମାଟି ଉଠାଣକୁ ନେଇ…

ପାନିଆ ବାଦ୍ୟକାର ଗଣେଶଙ୍କୁ ମିଳିଛି ସ୍ବୀକୃତି, ମିଳୁନି ଭତ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୨:କେନ୍ଦ୍ରାପଡ଼ା ବ୍ଲକ ବଡମାଣତିଆ ଗ୍ରାମର ପାନିଆ ବାଦ୍ୟକାର ଗଣେଶ ଚନ୍ଦ୍ର ରାଉତଙ୍କୁ ସଙ୍ଗୀତ ମୂର୍ଚ୍ଛନା ଓ ଲଳିତ କଳା ସଂସ୍କୃତି ଏକାଡେମୀ ପକ୍ଷରୁ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥ ଭଞ୍ଜ କଳାମଣ୍ଡପରେ ଗତ ୩୦ ତାରିଖରେ…

କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭ ହଜାରରୁ ଅଧିକ ସ୍ନାତକ ଓ ତା’ଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମ ନିୟୋଜନ କେନ୍ଦ୍ରରେ…

ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ ରାଜନଗର ଯୋଗାଣ ଅଧିକାରୀ, ଜିଲା ଯୋଗାଣ ଅଧିକାରୀ ଓ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ…

ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?