କେନ୍ଦ୍ରାପଡ଼ା

ବ୍ରାହ୍ମଣୀନଦୀରୁ ଚାଲିଛି ବେଆଇନ ବାଲି ଉଠାଣ

କେନ୍ଦ୍ରାପଡ଼ା ଅଫିସ,୨୨ା୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଲି ଚୋରା ଚାଲାଣ କରୁଥିବା ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଟ୍ଟାମୁଣ୍ଡାଇ ପୂର୍ବତନ ବିଧାୟକ ତାପସ କୁମାର ଦାସ। ଏହି ପ୍ରସଙ୍ଗରେ ସେ…

ମଧୁରଜଳ ବିନା ବିପଦରେ ଭିତରକନିକା

କେନ୍ଦ୍ରାପଡା ଅଫିସ,୨୧ା୨:ଗତ ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ମହାନିଗମର ପାନୀୟ ଜଳ ଭରଣା ପାଇଁ ମହାନଦୀରୁ ଦୈନିକ ୧୩୦ ମିଲିୟନ ଲିଟର ପାଣି ଉତ୍ତୋଳନ ହେବ ବୋଲି…

ଚାଷ କରି ଆଳୁଚାଷୀ ଫସିଗଲେ

କେନ୍ଦ୍ରାପଡ଼ା ଅଫିସ, ୨୦ା୨: କେନ୍ଦ୍ରାପଡ଼ା ଜିଲାରେ ୨ ମାସ ପୂର୍ବେ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ପ୍ରତି ମାତ୍ର ୪ ଟଙ୍କାରେ ବେପାରୀଙ୍କୁ କ୍ଷେତରୁ ଚାଷୀ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ…

ଗୋବରୀରେ କୁମ୍ଭୀର: ନଦୀକୂଳବାସୀ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୨(ସ୍ବ.ପ୍ର.):: ନଦୀକୁ ଛାଡି ରହିପାରନ୍ତିନି ଏହି ନଦୀକୂଳିଆ ଗାଁ ଲୋକେ। ଗାଧୁଆ ପାଧୁଆଠୁ ମାଛମାରିବା ,ଶୌଚହେବା ଯାଏ ସବୁ ଏହି ନଦୀ ଉପରେ ନିର୍ଭର କରନ୍ତି। ହେଲେ ନଦୀରେ ୫ ଦିନ ହେବ କୁମ୍ଭୀର ବୁଲିବା ଦେଖି ଲୋକେ ଛାନିଆ ହୋଇ…

ଧିମେଇ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

କେନ୍ଦ୍ରାପଡା ଅଫିସ,୧୯।୨: ଚଳିତ ଆର୍ଥିକ ବର୍ଷ ଶେଷ ପାଇଁ ମାତ୍ର ଦେଢ଼ ମାସ ରହିଲା ା ହେଲେ ଗତ ସାଢ଼େ ଦଶ ମାସ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଶ୍ରମିକଙ୍କୁ ଆଶାନୁରୂପକ…

ଗୋବରୀ ନଦୀ ଖନନ ସତ୍ତ୍ୱେ କାମରେ ଲାଗୁନି

ପଟ୍ଟାମୁଣ୍ଡାଇ,୧୯।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ବ୍ରାହ୍ମଣୀ ନଦୀର ଶାଖା ନଦୀ ସହ ଗୋବରୀ ନଦୀର ସଂଯୋଗ ଥିଲା। ଏଥିରେ ନୌବାଣିଜ୍ୟ ସହ ଚାଷ ପାଇଁ ପାଣି ମିଳୁଥିଲା। ୧୮୬୮ମସିହାରେ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ…

ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି

ପଟ୍ଟାମଣ୍ଡାଇ,୧୮ା୨(ସ୍ବ.ପ୍ର.): ପଟ୍ଟାମଣ୍ଡାଇ ମ୍ୟୁନିସିପାଲିଟି ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ନଗର କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି…

ଚୋରା କୋଇଲାର ଚାଲାଣପଥ ଏବେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୨: ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର…

ଗହୀରମଥା ଅଞ୍ଚଳରେ ନୀଳରକ୍ତ କଙ୍କଡ଼ାଙ୍କ ମିଳନ

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ହର୍ସସୁ କ୍ରାବ୍‌ ବା ଅଶ୍ୱଖୁରା କୃତି କଙ୍କଡ଼ାକୁ ବୈଜ୍ଞାନିକ ମତରେ ନୀଳ ରକ୍ତ କଙ୍କଡା କୁହାଯାଏ। ବିଶେଷକରି ଏହି ନୀଳରକ୍ତ କଙ୍କଡା ସାଧାରଣତଃ ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ସୁରକ୍ଷିତ ମଣି…

୧୦ ହଜାର ଟ୍ୟୁବ୍‌ୱେଲରୁ ଲୁଣା ପାଣି ବାହାରୁଛି

କେନ୍ଦ୍ରାପଡ଼ା ଅଫିସ,୧୭ା୨: କେନ୍ଦ୍ରାପଡ଼ା ଜିଲା ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିର ଓ ୮ ବ୍ଲକରେ ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଧିକାଂଶ ସାମୂହିକ ଅଭିଯୋଗ ଭାବେ ପାନୀୟ ଜଳ ସମସ୍ୟା ନିରାକରଣ ପାଇଁ ଆବେଦନ ପତ୍ର…

ଜେସିବିରେ ଲାଗି ଗ୍ୟାସ ପାଇପ୍‌ ଲାଇନ ଇନଫର୍‌ମେଶନ ଓୟାର ଛିଡ଼ିଗଲା

ମହାକାଳପଡ଼ା,୧୭ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତ କୋଚିଳା-ବଜରପୁରୁ ଗ୍ରାମ ସଂଲଗ୍ନ ମହାନଦୀ ଶାଖା ଗୁପ୍ତଗିରି ନଦୀପାଶର୍‌ବ ବାର୍‌ହାଖିଆ ଯୋରୀ ଦେଇ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଓ ବିହାର ରାଜ୍ୟର ମୋତିହାର ପର୍ଯ୍ୟନ୍ତ ଦୀର୍ଘ ୬ ଶହ କିମିରୁ…

ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି

ରାଜନଗର, ୧୫ା୨(ଡି.ଏନ.ଏ.): ଗଁା ପରିବେଶକୁ ସୁସ୍ଥ ରଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରାଯାଉଛି। ବାହାରେ ମଳତ୍ୟାଗ ଯୋଗୁ ପରିବେଶ ଦୂଷିତ ହେଉଥିବାରୁ ସମସ୍ତେ ଯେପରି ପାଇଖାନା ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସ୍ବଚ୍ଛ ଭାରତ ଫେଜ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?