କଳାହାଣ୍ଡି ବନ୍ଦ ପରିବର୍ତ୍ତେ ଓକିଲ ସଂଘର କୋର୍ଟ ବର୍ଜନ
ଭବାନୀପାଟଣା,୫।୨(ଡି.ଏନ୍.ଏ.): ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ଥିବା ବେଳେ କଳାହାଣ୍ଡି ଜିଲା ଏଥିରେ ସାମିଲ ହୋଇ ନାହିଁ। ମାତ୍ର କଳାହାଣ୍ଡି ବନ୍ଦ ପାଳନ ପରିବର୍ତ୍ତେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଜିଲା ଓକିଲ...
ଧନସରାରେ ଭୀମା ବିହା ସଂଗେ ବାଲିଯାତ୍ରା ଉଦ୍ଯାପିତ
କୋକସରା,୫।୨(ଡି.ଏନ୍.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଁଚେତ୍ ଧନସରାରେ ଗଲା ୩ ମାସ ଧରି ପାଲିତ ହେଇଥିବାର ବାଲିଯାତ୍ରା ମାଘ ମାସ ଉକିଆ ଦଶମୀ ମଙ୍ଗଳବାର ଦିନ ଉଦ୍ଯାପିତ ହେଇଯାଇଛେ। ଇ ଯାତ୍ରାଟା ଧନସରାର ମା’ଲଙ୍କେଶ୍ୱରୀ ଗଁା ପୂଜା...
୧୦ ଦିନ ହେଲା ଧାନ ଜଗିଛନ୍ତି କର୍ଲାମୁଣ୍ଡା ଚାଷୀ
କର୍ଲାମୁଣ୍ଡା,୪।୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ଚାଷୀମାନେ ଧାନବସ୍ତା ରଖିବାର ୧୦ ଦିନ ବିତିଛି। ହେଲେ ଧାନ ଉଠାଇବା ଲାଗି ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ...
ଓପିଟିସିଏଲ୍ ଗ୍ରୀଡ୍ ମରାମତି ପାଇଁ ବିଦ୍ୟୁତ୍ କାଟ୍
ଭବାନୀପାଟଣା,୪।୨(ଡିଏନଏ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭଙ୍ଗାବାବରୀରେ ଥିବା ଓପିଟିସିଏଲ ଗ୍ରୀଡ୍ ମରାମତି ପାଇଁ ବିଦ୍ୟୁତ କାଟ ହେବ । ଏ ନେଇ ମଙ୍ଗଳବାର ୱେସ୍କୋର ପୂର୍ବଖଣ୍ଡ ଡିଭିଜନ ନିର୍ବାହୀଯନ୍ତ୍ରୀ ଇଂ ଆଲୋକ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ...
ମାଓବାଦୀ ପୋଷ୍ଟର: ଠିକାଦାର, ସୁପରଭାଇଜରଙ୍କୁ ହତ୍ୟା ଧମକ
ଭବାନୀପାଟଣା,୨।୨(ଡି.ଏନ୍.ଏ.) : କଳାହାଣ୍ଡି ଜିଲାରେ ମାଓବାଦୀ ପୁଣି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିବା ବେଳେ କାମ ବନ୍ଦ ନ ହେଲେ ଠିକାଦାର ଓ ସୁପରଭାଇଜରଙ୍କୁ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦିଆଯାଇଛି। ସୂଚନାନୁଯାୟୀ,...
କଳାହାଣ୍ଡି ଜିଲାର ୩୨ ବିଦ୍ୟାଳୟକୁ ମିଳିବ ‘ଗାରିମା ରୌପ୍ୟ’ ପୁରସ୍କାର
ଭବାନୀପାଟଣା, ୩୧।୧ (ଡି.ଏନ୍.ଏ.): କଳାହାଣ୍ଡି ଜିଲାର ୩୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ‘ଗାରିମା ରୌପ୍ୟ’ ପୁରସ୍କାର ମିଳିବ। ଏ ନେଇ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା...
୫ରେ ପଶ୍ଚିମ ଓଡ଼ିଶା ବନ୍ଦ: ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ
ଭବାନୀପାଟଣା, ୩୧।୧ (ଡି.ଏନ୍.ଏ.): ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ପାଇଁ ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଏହି ବନ୍ଦରେ କଳାହାଣ୍ଡି ବାର୍ ଆସୋସିଏଶନ୍ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଶୁକ୍ରବାର ପଶ୍ଚିମ ଓଡ଼ିଶାରେ...
ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ
ଭବାନୀପାଟଣା,୩୧।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ...
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ
ଭବାନୀପାଟଣା,୩୧।୧(ଡି.ଏନ୍.ଏ.): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ...
ଛେଉଁଡ୍ ଭାଇବହେନ୍କୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ପର୍ଲା, ୩୧।୧ (ଡି.ଏନ୍.ଏ)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍ ବେହେରାଗୁଡ଼ା ଗଁାର ମା’ବାପ୍ ଛେଉଁଡ୍ ଭାଇବହେନ୍କୁ ଜିଲା ଶିଶୁ ୟୁନିଟ କତୁରପକ୍ଷ ସାହାଯ୍ର ହାତ୍ ବଢ଼େଇଛନ୍। ଗୁରୁବାର ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ଗୋଲାପ...
ଯୁବ ସମାଜ ଲାଗି ଉଦାହରନ୍ ସାଜିଛନ୍ ଟଙ୍କଧର: ଚାକ୍ରି ବଦ୍ଲା ଚାଷ୍କେ କରିଛନ୍ ଜିବ୍କା
ଭବାନୀପାଟଣା,୩୦।୧(ଡି.ଏନ୍.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍ରିର ପଛେ ଦଉଡୁଛନ୍। ସେନ୍ତା ଆରକେତେ ଗରିବ୍ ଘରର ପିଲା ଅଭାବ ଅନାଟନରୁ ପେଟ୍ପାଟନା ଲାଗି ଦାଦନ ଖଟିଯାଉଛନ୍। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍ ଡୁମେରମୁଣ୍ଡାର ଝନେ...
ଭବାନୀପାଟଣାରେ ଭାରତବନ୍ଦର ପ୍ରଭାବ
ଭବାନୀପାଟଣା,୨୯।୧(ଡି.ଏନ୍.ଏ.): ସିଏଏ, ଏନ୍ଆର୍ସି, ଇଭିଏମ୍ ଓ ଏନ୍ଆର୍ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। ଜିଲାର ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଦୋକାନ...
Archives


