ନିଟ୍‌ ପରୀକ୍ଷାରେ ବାଜି ମାରିଲେ ଜୁନାଗଡ଼ର ତନିଶ

ଜୁନାଗଡ଼,୧୭ା୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ କଳହାଣ୍ଡି ଜିଲା ଜୁନାଗଡ଼ ସହରର ତନିଶ କୁମାର ସିଙ୍ଘଲ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୬୭୬ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୮୪୫ ର଼୍ୟାଙ୍କରେ ରହିଛନ୍ତି। ସେ ଜୁନାଗଡ଼ ସହରର ମନୋଜ ଅଗ୍ରଓ୍ବାଲ ଓ ନିର୍ମଳା ଅଗ୍ରଓ୍ବାଲଙ୍କ ପୁଅ ଅଟନ୍ତି। ତାଙ୍କର ଏହି ସଫଳତା ଜଣାପଡ଼ିବା ପରେ ପରିବାରବର୍ଗ ସମେତ ଜୁନାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ତନିଶ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତନିଶ ମାଟ୍ରିକରେ ୯୫% ଓ ଯୁକ୍ତ ୨ରେ ୯୭% ନମ୍ବର ରଖିଥିଲେ। ଏହି ସଫଳତା ପାଇଁ ଶନିବାର ଜୁନାଗଡ଼ ସହର ଉଗ୍ରସେନ ଭବନଠାରେ ତାଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ...

୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ...

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଧାମନଗର, ୨୬।୬(ସ୍ବ.ପ୍ର.): ସ୍ବାମୀ କାମଳ ରୋଗରେ ଆକ୍ରାନ୍ତ ହୋଇ ଲିଭର ଓ କିଡ୍‌ନୀ ନଷ୍ଟ ହୋଇଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।...

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ...

ଶୁଳିଆ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୫।୧୦: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଦ୍ୱିତିକେଶ୍ୱର ମନ୍ଦିର ନିକଟସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ଶନିବାର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ଅବ୍ୟବସ୍ଥାରେ କୁସୁମଗାଡ଼ିଆ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ କୁସୁମଗାଡ଼ିଆ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୩ ମାସ...

ଉଦ୍‌ଘାଟିତ ହେଲା ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ

କଟକ ଅଫିସ,୧୦।୧୧: ବାରଙ୍ଗ ବ୍ଲକ ଅରିଲୋ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍‌ଘାଟନ କରିଛନ୍ତି। ୩୦୦ କୋଟି ଟଙ୍କା...

ପ୍ରଥମ ଥର ପାଇଁ ଘରକୁ ଆଣିଥିଲେ ଗ୍ୟାସ ଟାଙ୍କି : ସଂଯୋଗ ସମୟରେ ହେଲା ବିସ୍ଫୋରଣ

ବାଲେଶ୍ୱର ଅଫିସ,୫।୮: ବାଲେଶ୍ବର ଜିଲା ରେମୁଣା ବ୍ଲକ ରସାଳପୁର ପଞ୍ଚାୟତ ଛେଳିଆପଦା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement
Archives

Model This Week