ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ
ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନଧରି ଅସୁସ୍ଥ ଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା…
ବିଜେଡି ବିଧାୟକଙ୍କ ଗାଁରେ ଭାଜପାର ଜୋରଦାର ପ୍ରଚାର
କୋକସରା,୩।୨(ଡି.ଏନ୍.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଠୁଛି ପଡୁଛି ଗାଁଠୁ ସହର। ଏହାରି ଭିତରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି। କୋକସରା ବ୍ଲକର ଜିଲା ପରିଷଦ ଜୋନ- ୨ ପାଇଁ ଭାଜପାରୁ ଜନାର୍ଦ୍ଦନ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଗୁରବାର…
ଲଙ୍ଗଳ ଧରି ପ୍ରଚାର କଲେ
କୋକସରା,୩।୨(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ମିଳିବା ପରେ ଜୋର ଧରିଛି ପ୍ରଚାର। ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କିଏ ହାତରେ ଜୀଅନ୍ତା ମାଛ ଧରି ଭୋଟ ମାଗୁଛନ୍ତି ତ କିଏ ବହି ଧରି…
ପ୍ରଚାର ମଇଦାନରେ ବିଜେଡି ପ୍ରାର୍ଥୀ, ମଙ୍ଗ ଧରିଛନ୍ତି ବିଧାୟକ
କୋକସରା,୨।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରଚାରରେ ଉଠୁଛି ପଡୁଛି ଗାଁ ଦାଣ୍ଡ । ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ବାହାରି ଭୋଟରଙ୍କ ନିକଟରେ ନିଜ ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି । କଳାହାଣ୍ଡି ଜିଲା କୋକସରା ବ୍ଲକ ୧ ନମ୍ବର ଆମପାଣି…
ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟରରେ ନିଜ ଫଟୋ ରଖିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ
ଧର୍ମଗଡ଼,୧।୨(ଡି.ଏନ୍.ଏ.): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖି ନିଲମ୍ବିତ ହୋଇଛନ୍ତି କଳାହାଣ୍ଡିର ଜଣେ ଶିକ୍ଷକ। ସେ ହେଲେ ସଞ୍ଜୟ କୁମାର ପଣ୍ଡା। ଜୁନାଗଡ ବ୍ଲକର ଶଙ୍କରପଲା…
କେସିଙ୍ଗା ଏନ୍ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ
କେସିଙ୍ଗା, ୧।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧ ମାର୍ଚ୍ଚ ୨୧ରେ ସମ୍ବଲପୁର ମ୍ୟୁନିସିପାଲିଟି ର ଓଏସ୍ଡି ପଦବୀରେ କିଛି ଦିନ କାର୍ଯ୍ୟ କଲା…
‘ଧରିତ୍ରୀ’ ଖବରଦାତା ସଞ୍ଜୀବ ଯୋଷୀଙ୍କ ପରଲୋକ
ଭବାନୀପାଟଣା,୩୧।୧(ସ୍ବ.ପ୍ର.): ‘ଧରିତ୍ରୀ’ର କଳାହାଣ୍ଡି ଜିଲା ପ୍ରତିନିଧି ସଞ୍ଜୀବ କୁମାର ଯୋଷୀଙ୍କ ରବିବାର ସନ୍ଧ୍ୟା ୭ଟା ୪୦ ମିନିଟ୍ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ଯୋଷୀ ‘ଧରିତ୍ରୀ’ରେ…
ଦେଶ ସୁରକ୍ଷା ପାଇଁ କାମ କରିଛୁ, ଏବେ କରିବୁ ଗାଁ ମାଟିର ସେବା
କର୍ଲାମୁଣ୍ଡା,୩୦ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପୁରୁଣା ମୁହଁ ପ୍ରାର୍ଥୀ ହୋଇଥିବା ବେଳେ ବ୍ଲକର ସରଗୁଲ ମାଲପଡ଼ା ପଞ୍ଚାୟତରେ ସମିତିସଭ୍ୟ ପଦବୀ ପାଇଁ ଅବସରପ୍ରାପ୍ତ ସୈନିକ କୋଦଣ୍ଡ ସାହୁ ଓ କର୍ଲାମୁଣ୍ଡା ପଞ୍ଚାୟତରେ ସମିତିସଭ୍ୟ ଆସନରେ…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ବିଧାୟକ
କୋକସରା,୨୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଛାମୁଆ ନେତା ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର…
୧୧୯ ଓ୍ବାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
କୋକସରା,୨୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା। କୋକସରା ବ୍ଲକ ୨୨ ପଞ୍ଚାୟତର ବିଭିନ୍ନ ପଞ୍ଚାୟତ ସମିତି, ସରପଞ୍ଚ ଓ ଓ୍ବାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହୃତ ପରେ…
ପଞ୍ଚାୟତ ନିର୍ବାଚନରେ ୩ ପୂର୍ବତନ ବ୍ଲକ ଅଧ୍ୟକ୍ଷା
କର୍ଲାମୁଣ୍ଡା,୨୭ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୧୪୩ ଟି ଓ୍ବାର୍ଡ ରହିଛି। ସେଥିମଧ୍ୟରୁ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜପୁର ପଞ୍ଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ଓ ସାପଲହରା ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବେ ରାଜେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱରେ…
ବସ୍ରେ ଗଞ୍ଜେଇ ଚାଲାଣ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ
ଜୁନାଗଡ,୨୬।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ପୋଲିସ ବୁଧବାର ସକାଳେ ଏକ ବସ୍ରେ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରିଛି। ପରେ ଥାନାକୁ ବସକୁ ଆଣି ଯାଞ୍ଚ କରିବା ପରେ ବସ୍ର ଡିକିରେ ବିପୁଳ ପରିମାଣର ଗଞ୍ଜେଇ…
Archives


