କଳାହାଣ୍ଡି

ଦୀର୍ଘ ଦିନରୁ ବନ୍ଦ ରହିଛି ଏଟିଏମ୍‌ : ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍‌ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ଦୁର୍ବୁତ୍ତ…

ଦୁଇ ବର୍ଷ ହେଲା ସୋଲାର ପମ୍ପ ଅଚଳ: ପାଣି ପାଇଁ ହଇରାଣରେ ଗ୍ରାମବାସୀ

କର୍ଲାମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ପିଇବା ପାଣିର ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ସମସ୍ତ ବାଟବଣା ହେଉଛି। କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା…

ମୃତ କୁକୁର ଛୁଆକୁ ରାସ୍ତାରେ ଜଗି ରହିଛି ମା’

କୋକସରା,୧୯ା୧୧(ଡି.ଏନ୍‌.ଏ.): ସେ ମଣିଷ ହେଉ କି ପଶୁ। ମା’ର ମମତା ଅନାବିଳ। ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ। ଶନିବାର ସଡ଼କ ପାର୍‌ ହେଉଥିବା ବେଳେ ଏକ କୁକୁର ଛୁଆ ଉପରେ କୌଣସି ଏକ ଗାଡ଼ି ମାଡ଼ିଯିବାରୁ ତା’ର ମୃତ୍ୟୁ ହୋଇଛି।…

ଭତ୍ତା ବୃଦ୍ଧି ନେଇ ବ୍ଲକ ଘେରାଉ

ଲାଞ୍ଜିଗଡ,୧୯।।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବିଭିନ୍ନ ପଞ୍ଚାୟତର ବୁଢ଼ାବୁଢ଼ୀ ଭିନ୍ନକ୍ଷମ ସଙ୍ଗଠନ ପକ୍ଷରୁ ଭତ୍ତା ବୃଦ୍ଧି ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି। ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବୃଦ୍ଧି ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ…

ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ଟିକିରି(ଡି.ଏନ୍‌.ଏ.)/ଭବାନୀପାଟଣା(ସ୍ବ.ପ୍ର.),୧୮ା୧୧:କଳାହାଣ୍ଡି ଜିଲାର ଅନେକ ଦୁର୍ଗମ ଅଞ୍ଚଳକୁ ଏବେବି ପକ୍କାରାସ୍ତା ହୋଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାର ଏବଂ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ବିଭିନ୍ନ ସମୟରେ ଲୋକଙ୍କୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ସେବା…

୨ ମହିଳାଙ୍କୁ ଆକ୍ରମଣ କଲା ଭାଲୁ

କେସିଙ୍ଗା,୧୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଦେଗାଁ ପଞ୍ଚାୟତ ଜାମଜୋର ଗାଁରେ ଧାନ କାଟିବାକୁ ଯାଇଥିବା ୨ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଧାନ କାଟିବାକୁ ଯାଇଥିବା ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଲୋକେ ୨ ମହିଳାଙ୍କୁ ଉଦ୍ଧାର…

ବଞ୍ଚିବା ରାହା ଖୋଜୁଛନ୍ତି ୩୦ ଆଦିବାସୀ ପରିବାର

ଭବାନୀପାଟଣା,୧୫।୧୧(ସ୍ବ.ପ୍ର.): ସରକାର ବନବାସୀ, ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ସବୁ କାଗଜ କଲମରେ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କ ଫାଇଲ ତଳେ ଚାପି ହେଇଯାଉଛି ଅଞ୍ଚଳର ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ,…

ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ: ବାଟରେ ଓଲଟିଲା ଅଟୋ

କୋକସରା,୧୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କାଉଡୋଳା ଲଡୁଗାଁ-କୁସୁମଖୁଣ୍ଟି ରାସ୍ତାର ବୁଲାଣିରେ ସୋମବାର ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୭ଜଣ ମହିଳା, ପୁରୁଷଙ୍କ ସହ ୨ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଡିଛି। ମିଳିଥିବା…

ମଣ୍ଡି ଖୋଲିବା ଦାବିରେ ରାସ୍ତାରେ ଗଛ ପକାଇ ଅବରୋଧ କଲେ ଚାଷୀ

କର୍ଲାମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଖୋଲାଯିବା ଦାବିରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତାରୋକୋ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବୁଝାମଣା ହୋଇପାରି ନ…

ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ ଭାଇ ପ୍ରମୋଦ ଅଗ୍ରୱାଲ ଅଭିଯୋଗ କରିଛନ୍ତି। କୋକସରା ଷ୍ଟେଟ ବ୍ୟାଙ୍କ ନିକଟ ୨୬ ନମ୍ବର…

ଭିରକାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି: ଗାଁରେ ପହଞ୍ଚିଲା ମେଡ଼ିକାଲ ଟିମ୍‌

କୋକସରା,୧୧।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡାରେ ଗତ ଏକ ସପ୍ତାହ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଅନେକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଥିବା ବେଳେ ପୁଣି ଗୁରୁବାରଠାରୁ ଗାଁର ୩ଜଣ ଆକ୍ରାନ୍ତ ହୋଇଛନ୍ତି।…

ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହନ ଯାଇ ନ ପାରି ଅଟକି ରହିଛି। ଧାରଣାସ୍ଥଳରେ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?