କଳାହାଣ୍ଡି

କଳାହାଣ୍ଡିରେ ହକି ବିଶ୍ୱ କପ୍‌କୁ ଭବ୍ୟ ସ୍ବାଗତ

କୋକସରା,୧।୧(ଡି.ଏନ୍‌.ଏ): ହକି ବିଶ୍ୱକପ୍‌ ଜାନୁୟାରୀ ୧୩ରୁ ୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଖେଳାଯିବ। ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ବିଶ୍ୱ ହକି କପ୍‌ ଟ୍ରଫିକୁ ରାଜ୍ୟ ସାରା ବୁଲାଯାଉଛି। ନବରଙ୍ଗପୁର ଜିଲାରୁ ରବିବାର ବିଶ୍ୱ ହକି...

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-କଲମପୁର ପିଡବ୍ଲୁଡି ମୁଖ୍ୟ ରାସ୍ତାର ଦେପୁର ବୁଲାଣି ନିକଟରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ଜଣକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଲମପୁର ବ୍ଲକ ଇଚ୍ଛାପୁର ଗ୍ରାମର ଟିକେ ପାତ୍ର ଓ ଦୂତିବାମନ ପୂଝାରୀ।...

୫ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଆଉ ସେଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ...

କଳାହାଣ୍ଡିରେ ରାଜ୍ୟପାଳ

ଭବାନୀପାଟଣା,୨୯ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲାକୁ ଗୁରୁବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ପୂର୍ବଳହ୍ନରେ ରାଜ୍ୟପାଳ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶବିଦ୍ୟାଳୟରେ ନୂତନ ଏକାଡେମୀ କୋଠା ଓ ଲାଇବ୍ରେରୀ କୋଠା ଉଦ୍‌ଘାଟନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ...

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିପାରିଲାନି ମୃତଦେହ

କୋକସରା,୨୮ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ଚମାର କୋଚିଆ (୫୨) ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବେଳେ ଅକସ୍ମାତ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ...

ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତାରାପୁର ଗ୍ରାମର ଗୁଣଧର ଲହଜଳ ଷ୍ଟେଟ୍‌ ବ୍ୟାଙ୍କରୁ ୧ ଲକ୍ଷ...

ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ: ପୂର୍ବରୁ କରିଥିଲେ ସରକାରୀ ଅନୁଦାନ ରାଶି ହଡପ

ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଦେବାନନ୍ଦ ସାଗର ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୪ଟି ସ୍ଥାନରେ ଏକକାଳୀନ ଚଢାଉ

କେସିଙ୍ଗା/ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): ଭିଜିଲାନ୍ସ ହାତରେ ଧରା ପଡିଲେ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଭବାନୀପାଟଣା ମହାବୀରପଡ଼ାରେ ଥିବା ବାସଭବନ ଓ ପୌରପାଳିକା କାର୍ଯ୍ୟାଳୟ, ଇରିଗେଶନ କଲୋନୀରେ...

ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଚାଳକ

ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ବିଜୁ ଏକ୍ସପ୍ରେସ ଓ୍ବେର ଗଡିଆଯୋର ନିକଟରେ ଏେ ବାଲି ବୋଝେଇ ହାଇଓ୍ବାରେ ମଙ୍ଗଳବାର ନିଆଁ ଲାଗିଛି । ତେବେ ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ଡ୍ରାଇଭରଜଣଙ୍କ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।...

ପରିଦର୍ଶନ କଲେ ଆୟର୍ଲାଣ୍ଡ ପ୍ରଫେସର ଲେଡିଆ ଗୁଜି

ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): ଭବାନୀପାଟଣା ପୁରୁଣା ସିନେମା ହଲ ଛକଠାରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ନିର୍ମିତ ଜନଜାତି ସାଧନ କେନ୍ଦ୍ର ସୋମବାର ୟୁନିଭରସିଟି ଅଫ ଆୟର୍ଲାଣ୍ଡର ପ୍ରଫେସର ଲେଡିଆ ଗୁଜି ପରିଦର୍ଶନ କରିଛନ୍ତି। ନୃତତ୍ତ୍ୱ ବିଭାଗରେ କାର୍ଯ୍ୟରତ ପ୍ରଫେସର ଗୁଜି ଜନଜାତି...

ଟ୍ରକ ଧକ୍କାରେ ଚାଲିଗଲା ଜୀବନ: ସ୍ଥାନୀୟ ଲୋକଙ୍କ ଉତ୍ତେଜନା, ରସ୍ତାରୋକୋ

ଭବାନୀପାଟଣା,୨୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ନମ୍ବର ଜାତୀୟ ରାଜପଥ ଚାରବାହାଲ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ସୋମବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପାଟଣା ବ୍ଲକ ଟେମେରି ଗ୍ରାମର ଜଗମୋହନ ବିହାରୀ। ଜଗମୋହନ...

ବାଇକ୍‌ ଚୋରି, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଜୁନାଗଡ଼,୨୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ପୁରୁଣା ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ଘର ସମ୍ମୁଖରୁ ଜଣେ ଦୁର୍ବୁତ୍ତ ବାଇକ ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରି ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଦୁର୍ବୁତ୍ତ ଜଣକ ବାଇକ୍‌ ପାଖକୁ ଆସି କିଛି...

Advertisement
Archives

Model This Week

Why Dharitri