କଳାହାଣ୍ଡି

ଇଭିନିଙ୍ଗ ୱାକ୍‌ ବେଳେ ଗଲା ଜୀବନ

ଧର୍ମଗଡ,୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ କେବଡ଼ିସ୍ଥିତ ବିଜୁ ଏକ୍ସପ୍ରେସ ୱେ ନିକଟରେ ବୁଧବାର ସନ୍ଧ୍ୟାରେ ଅଜଣା ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଧର୍ମଗଡ଼ ବଜାରପଡାର ନରେଶ ଅଗ୍ରୱାଲ ବୋଲି ଜଣାପଡିଛି। ସନ୍ଧ୍ୟା ସମୟରେ ୱାକ୍‌…

ଚାକିରି ଦେବାକୁ କହି ଠକୁଥିଲେ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): ଦିନକୁ ଦିନ ଶିକ୍ଷିତ ବେରୋଜଗାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ କେତେଜଣ ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାଁରେ ଯୁବକମାନଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଏହି କଥା ପ୍ରଘଟ ନ…

ବନ୍ଧା ହେଲେ ସିଡିପିଓ

ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ସିଡିପିଓ ମୀନା ଲାଞ୍ଜିଗଡ଼…

ସୁନା, ଟଙ୍କା ସହ ନେଇଗଲେ ୨ ବସ୍ତା ଚାଉଳ

କୋକସରା,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବରାଡଙ୍ଗା ଗ୍ରାମ ତିଳ ନାଏକଙ୍କ ଘରେ କଳାକନା ବୁଳାଇଛନ୍ତି ଦୁର୍ବୁତ୍ତ। ଘରେ ଥିବା ୨୦ ଭରି ସୁନାଗହଣା, ନଗଦ ୨ ଲକ୍ଷ ଟଙ୍କା ସହ ୨ ବସ୍ତା ଚାଉଳ ଚୋରି ହୋଇଥିବା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

କୋକସରା୧।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୂଷାପାଲି ପଞ୍ଚାୟତ ଛିଲିପାମାଲ ଗ୍ରାମର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଛିଲିପାମାଳ ଗାଁର ଶରତ ପାଣିଗ୍ରାହୀଙ୍କ ପୁଅ ଅମିତ ପାଣିଗ୍ରାହୀ(୨୩)…

ବର୍ଷାରେ ଭାଙ୍ଗିଲା ଘର,ଅସହାୟ ମା’ ଝିଅ

କୋକସରା,୩୦।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧୀନ ଜଲତାମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଏକ ଘର ଭାଙ୍ଗି ଯାଇଛି। ଏଥିରେ ଦୁଇ ବିଧବା ମା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ବର୍ଷା ଯୋଗୁ ଜଲତାମୁଣ୍ଡା…

ଜନ୍ମ ହେଲା ଗୋଡ଼ ବିହୀନ କନ୍ୟା ସନ୍ତାନ

କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଜନ୍ମ ନେଇଛି ଏକ ଅସମ୍ପୂର୍ଣ୍ଣ କନ୍ୟା ସନ୍ତାନ । ଶିଶୁଟି…

ବାପାଙ୍କୁ କିଡ୍‌ନୀ ଦାନ କଲେ ୨୨ ବର୍ଷୀୟା ଝିଅ

ଭବାନୀପାଟଣା/କୋକସରା,୨୩।୯: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ (୪୭)ଙ୍କୁ ତାଙ୍କର ୨୨ ବର୍ଷର ଝିଅ ସଲୋନୀ କିଡ୍‌ନୀ ଦାନ କରି ନୂଆ ଜୀବନ ଦେଇଛନ୍ତି। ସୁନିଲ ଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ।…

ନବ ବିବାହିତା ଝିଅକୁ ହତ୍ୟା କରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ

ଜୁନାଗଡ଼,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଣିଜରା ଗ୍ରାମରେ ପୋଲିସ ଶନିବାର ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳାଙ୍କ ନାମ ପଦ୍ମିନୀ ରାଉତ(୧୮) ବୋଲି ଜଣାପଡିଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପଦ୍ମିନୀଙ୍କ…

ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର ମରାମତି, ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ୨୬/୦୮/୨୦୧୯ ରେ ବିଦ୍ୟାଳୟ ପରିଚାଳନା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧୬।୦୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଚିତାମୁଣ୍ଡା-ଡାଲଗୁମା ରାସ୍ତା ନିକଟରେ ଥିବା ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଡାଲଗୁମା ଗ୍ରାମର କମ୍ବୁ ମାଝୀ(୩୫) । ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାରଠାରୁ…

କଳାହାଣ୍ଡିରେ ଲଗାଣ ବର୍ଷା ପ୍ରଭାବ: ସମସ୍ୟାରେ ଜିଲାବାସୀ

ଭବାନୀପାଟଣା,୧୫।୯(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି କଳାହାଣ୍ଡିବାସୀ। ଏଥର ନୂଆଁଖାଇ ମଧ୍ୟ ବର୍ଷା ଲାଗି ସାମାନ୍ୟ ଫିକା ପଡ଼ିଥିଲା। ଗତ ୧୨ ତାରିଖ ରାତିରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଭବାନୀପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?