କଳାହାଣ୍ଡି

ହାତୀନଦୀରେ ବନ୍ୟା: ଗାଁ, ମୁଖ୍ୟ ରାସ୍ତାରେ ଚାଲିଲା ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର): କଳାହାଣ୍ଡି ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ଅନେକ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ସ୍ଥାନ ମୁଖ୍ୟ ରାସ୍ତାରେ ବଢି ପାଣି ପ୍ରବାହିତ ହେଉଥିବାରୁ…

ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର

କେସିଙ୍ଗା,୧୫।୮(ଡି.ଏନ୍‌.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା ହୋଇ ରହିଗଲା। ଗୋଟିଏ ପଟେ ସରକାର ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ଲାଗି ଆବାସ…

୭୫ ବର୍ଷ ପରେ ନିୟମଗିରି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

ଭବାନୀପାଟଣା,୧୫।୮(ସ୍ବ.ପ୍ର.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍‌…

ହାଲେର ଯୋର ଆପ୍ରୋଚ ପୋଲରେ ୩ ଫୁଟ ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରି ସ୍ଥିତିରେ ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଯୋର ଆପ୍ରୋଚ ପୋଲ ଉପରେ ସୋମବାର ସକାଳୁ ୩ ଫୁଟରୁ ଅଧିକ ପାଣି ଚାଲୁଥିବା…

ଗାଁରେ ବୁଲୁଛି ବାଘ

ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜରେ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଡ଼ାଖୋଲ ପୋଲ

ଭବାନୀପାଟଣା,୧୪।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରିସ୍ଥିତିରେ ଜିଲାର ଜୟପାଟଣା ବ୍ଲକ ପିପଲଗୁଡ଼ା ଛକରୁ ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ସହ ଆମପାଣିକୁ ସଂଯୋଗ କରୁଥିବା ପୋଡାଖୋଲ ପୋଲ…

ଭାଇର ଆଖି ଲୁହରେ ଭିଜିଲା ରାଖୀ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): ରାଖୀ ପୂର୍ଣ୍ଣିମା ଅବସରରେ ଚାରିଆଡେ ହର୍ସଉଲ୍ଲାସ ରହିଥିବା ବେଳେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁରୁବାର ଭାଇଙ୍କୁ ରାଖୀ ବାନ୍ଧି ଫେରୁଥିବା ବେଳେ ସହରର ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍‌ ଧକ୍କାରେ ଭଉଣୀର…

ଚାଷୀଙ୍କ କାମରେ ଆସୁନି ମେଗା ଜଳସେଚନ ପ୍ରକଳ୍ପ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ପ୍ରକଳ୍ପ ନିର୍ମାଣ ହୋଇଛି, କିନ୍ତୁ ଚାଷୀଙ୍କ କାମରେ ଆସିପାରୁନି । ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ। ହେଲେ କାର୍ଯ୍ୟକାରିତା…

କର୍ଲାମୁଣ୍ଡା ବ୍ଲକ: ଯୁକ୍ତ ୨ରେ ୮୭.୧୪ % ପାସ୍‌

କର୍ଲାମୁଣ୍ଡା,୧୦ା୮(ଡି.ଏନ.ଏ.): ଚଳିତବର୍ଷର ଯୁକ୍ତ ୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେକେ କଲେଜ ଛାତ୍ରୀ ପୂଜା ଭୋଇ ୫୩୫ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ବ୍ଲକରେ ପ୍ରଥମ ଶ୍ରେଣୀରେ ୧୪୫ଜଣ,…

ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ

କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ…

ମାସରେ ୪ ଥର ବର୍ଷାପାଣି ପ୍ରବାହିତ

ଭବାନୀପାଟଣା,୧୦ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟ ହାଲେର ଜୋର ଆପ୍ରୋଚ୍‌ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ଗତ ମାସକ ମଧ୍ୟରେ ଏହାକୁ ମିଶାଇ ୪ ଥର ବର୍ଷା ପାଣି ପ୍ରବାହିତ ହୋଇ ସାରିଲାଣି।…

ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?