ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି
ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪,୯୦୮ ଜଣଙ୍କ ଅକାଳରେ ଜୀବନ ଯାଇଛି।…
ଆବାସ ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ
ବିଞ୍ଝାରପୁର,୨ା୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସମିତିସଭ୍ୟ ରାଣାପ୍ରତାପ ମହାପାତ୍ରଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ସୋମବାରଠାରୁ ଅନଶନରେ ବସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ବିଡିଓ ମିନତି ଜଗଦ୍ଦେବ ପହଞ୍ଚତ୍…
ବିରଜା ରିଂରୋଡ୍ବାସୀ ବାଲି, ଧୂଳିରେ ନୟାନ୍ତ
ଯାଜପୁର ଟାଉନ,୨ା୨(ଡି.ଏନ.ଏ.): ଯାଜପୁର ସହର ଏକ ପୁରାତନ ସହର। ଏହି ସହରକୁ ଟ୍ରାଫିକ୍ ମୁକ୍ତ କରିବା ପାଇଁ ବିରଜା ରିଂରୋଡ ନିର୍ମାଣ କରାଯାଇଛି। ଯାଜପୁରର ମୁଖ୍ୟ ଦ୍ୱାର କିଆନାଳୀକୂଳଠାରୁ ସିନ୍ଦୁରାଇମୁହଁ ପର୍ଯ୍ୟନ୍ତ ବୈତରଣୀ ନଦୀକୁ ଚୌଡ଼ା କରି ‘ବିରଜା ରିଂରୋଡ’ନାମରେ ନାମିତ…
ଗରିବଙ୍କୁ ମନା ପ୍ରଧାନମନ୍ତ୍ରୀ ଆବାସ
କାଏମା,୧।୨(ଡି.ଏନ.ଏ.) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଗରିବଙ୍କ ପାଇଁ ନାନା ଯୋଜନା ପ୍ରଣୟନ କରିଛନ୍ତି। କେହି ଯେପରି ମାଟିକାନ୍ଥ, ଚାଳ ଛପର ଘରେ ନ ରହିବେ ସେଥିପାଇଁ ଆବାସ ଯୋଜନା ପ୍ରଣୟନ ହୋଇଛି। କିନ୍ତୁ ଯାଜପୁର ଜିଲାରେ ହିତାଧିକାରୀ…
ଜିପିସିଙ୍କୁ ପାଉଣା ମିଳୁନି
ଯାଜପୁର ଅଫିସ,୧।୨: ଜଳ ଜୀବନ ମିଶନ (ଗ୍ରାମ୍ୟ) ଯୋଜନାରେ ନିୟୋଜିତ ବେସରକାରୀ ସଂସ୍ଥା ସିଇଡି (ସେଣ୍ଟର ଫର୍ ଏନ୍ଭାଇରନମେଣ୍ଟ ଆଣ୍ଡ୍ ଡେଭଲପ୍ମେଣ୍ଟ) ପକ୍ଷରୁ ପାଉଣା ଦିଆଯାଉ ନ ଥିବା ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲାର ବଡ଼ଚଣା, ସୁକିନ୍ଦା, ଦାନଗଦି ଓ…
ଆଜିଠୁ ବ୍ୟାସସରୋବର ମହୋତ୍ସବ
ଯାଜପୁର ଅଫିସ,୧।୨ : ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦରେ ରହିଛି ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ବ୍ୟାସସରୋବର। ମହାମୁନି ବେଦବ୍ୟାସ ଏହି ସ୍ଥାନରେ ବସି ମହାକାବ୍ୟ ମହାଭାରତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଲୋକମୁଖରେ ପ୍ରଚଳିତ ରହିଛି, ୧୮…
ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ନିମ୍ନମାନର ଅଭିଯୋଗ
ବିଞ୍ଝାରପୁର, ୩୦।୧ (ଡି.ଏନ.ଏ.):ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତାଉନ୍ତରାଠାରୁ ବଣିଆପାଳ ଭାୟା ଗୋବିନ୍ଦପୁର ପର୍ଯ୍ୟନ୍ତ ୬.୧୪୦କିମି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ଚାଲିଥିବା ରାସ୍ତାଟି ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧୀନ ରାସ୍ତା ୫.୪୩୪କିମି ପିଚୁ ଓ ୦.୭୦୬…
ମିଲର ଆସୁନାହାନ୍ତି, ମଣ୍ଡିରେ ଧାନ ଗଦା ହୋଇଛି
ବିଞ୍ଝାରପୁର,୩୦।୧(ଡି.ଏନ.ଏ.):ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଟୋକନର ଅବଧି ସରିବାକୁ ବସିଥିବା ବେଳେ ମିଲର ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ୨୫ ଦିନ ହେଲା ମଣ୍ଡିରେ ଧାନ ଜମାକାରୀ ଶୀତ କାକରରେ ଗାଡି ଅପେକ୍ଷାରେ ଚାଷୀ ପଡି ରହଛନ୍ତି। ଏଭଳି ଘଟଣା ଦେଖିବାକୁ…
କାନ୍ଦୁଛନ୍ତି ଶିଳ୍ପ ବିସ୍ଥାପିତ ପରିବାର
ଯାଜପୁର ଅଫିସ,୩୦ା୧:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଆଶା ରଖି ଶିଳ୍ପ କାରଖାନାକୁ ସ୍ବାଗତ କରିଥିବା କଳିଙ୍ଗନଗର ଅଞ୍ଚଳର କେତେକ ବିସ୍ଥାପିତ ପରିବାର ଏବେ କାନ୍ଦୁଛନ୍ତି। ନିଜର ହକ୍ ପାଇଁ ଦାବି, ଆନ୍ଦୋଳନ ଆଦି ହେଉଥିଲେ ହେଁ କାରଖାନା…
ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା
ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା ବେଳେ ତଦନ୍ତ ଅଧିକାରୀମାନେ ଚାପଗ୍ରସ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ହୋଇଥିବା ହିତାଧିକାରୀ…
ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ
ଚଣ୍ଡିଖୋଲ,୨୯।୧(ଡି.ଏନ୍.ଏ.):ଯାଜପୁର ଜିଲା ଦର୍ପଣ ତସହିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ସମିଆ, ଶାଳପଡ଼ା ଓ ବୈରୀ ପଞ୍ଚାୟତରେ ବ୍ୟାପକ ଭାବରେ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏଥିରୁ କୌଣସି ଗୋଟିଏ ବି ଖାଦାନକୁ ଲିଜ୍ ଦିଆ ଯାଇ ନ ଥିଲେ ମଧ୍ୟ…
ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା
ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ ଖର୍ଚ୍ଚ କରାଯାଇଛି। ତଥାପି ସରକାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ସନ୍ତୋଷଜନକ…

