ସ୍ଵୟଂଶାସିତ ମାନ୍ୟତା ବଜାୟ ରଖିବା ସନ୍ଦେହ
ଚଣ୍ଡିଖୋଲ,୭ା୨(ଡି.ଏନ.ଏ.):ଯାଜପୁର ଜିଲାର ପ୍ରମୁଖ ମହାବିଦ୍ୟାଳୟ ଭାବେ ଚଣ୍ଡିଖୋଲର ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚିତ। ଏହି ମହାବିଦ୍ୟାଳୟଟି ସ୍ଵୟଂଶାସିତ ମାନ୍ୟତା ପାଇଥିବା ବେଳେ ଏବେ ପୁନଃର୍ବାର ସ୍ବୟଂଶାସିତ ମାନ୍ୟତା ବଜାୟ ରଖି ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି।…
୧୧ ମାସରେ ୫୨୮ ଦୁର୍ଘଟଣା, ୨୦୦ ଜୀବନହାନି
ଯାଜପୁର ଅଫିସ,୭ା୨:ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଯାଜପୁର ଜିଲାରେ ୫୨୮ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୩ ଦିନ ମଧ୍ୟରେ ୩…
ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି
ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା ଘଟଣାକୁ ନେଇ କ୍ରମଶଃ ଜିଲା ପ୍ରଶାସନ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି…
ପରିଚୟ ହରାଉଛି ଐତିହାସିକ ହାତିଆଶୁଣୀ
କାଏମା,୬ା୨(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତ ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତି ସମ୍ପନ୍ନ କାଏମା ପାହାଡ଼ ଅବସ୍ଥିତ। ଏହାର ପାଦ ଦେଶରେ ବୌଦ୍ଧ କୀର୍ତ୍ତିରାଜି ହାତିଆଶୁଣି ପୂଜା ପାଉଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନ କ୍ରମଶଃ ଜରାଜୀର୍ଣ୍ଣ…
ଲୋକଙ୍କ ଭରସା ବାଉଁଶପୋଲ
ବ୍ରହ୍ମବରଦା,୬ା୨(ଡି.ଏନ.ଏ.):ଯାଜପୁର ବ୍ଲକ୍ ଅଧୀନ ଝାଲପଡ଼ା, ରୁଦ୍ରପୁର ପଞ୍ଚାୟତବାସୀଙ୍କ ଦୀର୍ଘ ଦିନ ହେବ ଗମନାରେ ସମସ୍ୟା ଲାଗି ରହିଛି। ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରୁଥିବାସତ୍ତ୍ୱେ ବନ୍ଧ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ବିଫଳ…
ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ
ଛତିଆ,୫।୨(ଡି.ଏନ୍.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ ୨ଟି ଗୁଳି ସହ ମାରଣାସ୍ତ୍ର ଏବଂ…
ଗୋପାଳ ପଣ୍ଡା ବିଦ୍ୟାଳୟ ଅଶାନ୍ତ: ଧାରଣାରେ ଛାତ୍ରୀଛାତ୍ର
ରସୁଲପୁର,୫।୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୫-ଟି ରୂପାନ୍ତରିତ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାଧବ ସ୍ବାଇଁଙ୍କୁ ଅନ୍ୟ ବିଦ୍ୟାଳୟକୁ ୩ଦିନ ଡେପୁଟେଶନରେ ପଠାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଉକ୍ତ ନିର୍ଦ୍ଦେଶନାମାକୁ ନେଇ ଛାତ୍ର ଅଶାନ୍ତି…
ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ
ଯାଜପୁର ଅଫିସ,୪।୨: ସଡ଼କ ଦୁର୍ଘଟଣାରେ ପୂର୍ବତନ ଯାଜପୁର ଏମ୍ପି ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶନିବାର ପରଲୋକ ଘଟିଛି। ବାଇକ୍ରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ହାଇଓ୍ବା ମାଡିଯାଇଥିଲା। ଫଳରେ…
ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା
ରସୁଲପୁର,୪ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ଦର୍ଶନ ସରକାରୀ ୫-ଟି ରୂପାନ୍ତରିତକରଣ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ ଆଦେଶକୁ ରଦ୍ଦ ଦାବିରେ ବିଦ୍ୟାର୍ଥୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଶୁକ୍ରବାର ଧାରଣା ଦେଇଛନ୍ତି। ବିଦ୍ୟାର୍ଥୀ…
ଚପିଗଲା ଆର୍ଡିସିଙ୍କ ତଦନ୍ତ ନିର୍ଦ୍ଦେଶ
ଯାଜପୁର ଅଫିସ/କୋରେଇ(ଡି.ଏନ.ଏ.), ୪ା୨: ସାରା ରାଜ୍ୟରେ ଶତାଧିକ ଶିକ୍ଷୟିତ୍ରୀ,ଶିକ୍ଷକ ନକଲି ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଛନ୍ତି ା ଏହାର ତାଲିକା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ପ୍ରସ୍ତୁତ ହୋଇଛି। ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)(ସିସିଏ)…
୮ ଲେନ୍ ରାସ୍ତା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା
ଚଣ୍ଡିଖୋଲ,୪ା୨(ଡି.ଏନ.ଏ.): ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ କରି ଓଡ଼ିଶାରେ ଏହା ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୭୭ କି.ମି. ରାସ୍ତା ୮ ଲେନ ବିଶିଷ୍ଟ ହେବ। ଏହି ରାସ୍ତା ନିର୍ମାଣ ପାଇଁ ୨୮୦୫ କୋଟି…
ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍
ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ,…

