ଯାଜପୁର

ବିଇଓଙ୍କ ପତ୍ରକୁ ୪ ମାସ ଚାପି ଦିଆଗଲା

ଯାଜପୁର ଅଫିସ,୧୧ା୨: ଗତ ଏକ ଦଶନ୍ଧି ହେଲା ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ହେଲେ ବାଡ଼ ଫସଲ ଖାଇବା ସଦୃଶ ନକଲି ଶିକ୍ଷକଙ୍କୁ ସୁରକ୍ଷା…

ଆବାସ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ

ରସୁଲପୁର,୧୧ା୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ୨,୪୯୨ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବ। ଏନେଇ ଗାଁସ୍ତରରୁ ବ୍ଲକ୍‌ ପର୍ଯ୍ୟନ୍ତ କସରତ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି। ସେମାନଙ୍କ ତଦନ୍ତକୁ ତଦାରଖ ପାଇଁ ଏକ…

ବଲିଉଡ୍‌, ଓଲିଉଡ୍‌ ସଙ୍ଗୀତରେ ମତୁଆଲା ଦର୍ଶକ

ଯାଜପୁର ଟାଉନ,୧୧ା୨ (ଡି.ଏନ.ଏ.): ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଯାଜପୁର ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୁକ୍ରବାର ବଲିଉଡ୍‌ ଓ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ବଲିଉଡ଼ କଣ୍ଠଶିଳ୍ପୀ ଆୟୁଷମାନ ଖୁରାନା ଓ ତାଙ୍କ ଦଳ ମଞ୍ଚରେ ”…

ଅସୁରକ୍ଷିତ ସ୍ଥାନରେ ବ୍ୟାସ ସରୋବର ମହୋତ୍ସବ

କଳିଙ୍ଗନଗର,୧୦ା୨(ଡି.ଏନ.ଏ.):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ(ଓପିଟିସିଏଲ)ର ଉଚ୍ଚ ଶକ୍ତିସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟ ନିକଟରେ ଚଳିତଥର ବ୍ୟାସସରୋବର ମହୋତ୍ସବ ଆୟୋଜିତ ହେବାକୁ ନେଇ ଅନେକ ସମାଲୋଚନା ଏବଂ ବିରୋଧାଭାସ ଦେଖିବାକୁ ମିଳିଛି। ଚଳିତଥର ବ୍ୟାସସରୋବର ମହୋତ୍ସବକୁ ଦୁଇ ଦୁଇଟି ବଡ଼…

ବିପିଏନ୍‌ଏସ୍‌ଆଇ ଅଗ୍ରଗତି ନୈରାଶ୍ୟଜନକ

ଯାଜପୁର ଅଫିସ,୧୦ା୨:ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନଏସଆଇ)କୁ ଆନ୍ତର୍ଜାତୀକସ୍ତରର ମାନ୍ୟତା ମିଳିବା ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ୧ା୩ା୨୦୨୧ରେ ଉକ୍ତ ଅନୁଷ୍ଠାନକୁ ପୁରୀରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ଲିଃ(ଜେସିଡିଏଲ୍‌) ପରିସରକୁ ସ୍ଥାନାନ୍ତର କରାଯାଇଛି ା…

ବସ୍‌-ହାଇଓ୍ବା ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ଜେନାପୁର,୯ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଭଡ଼ଙ୍ଗା ଛକ ନିକଟରେ ଗୁରୁବାର ଏକ ବସ୍‌ ସହ ହାଇଓ୍ବା ଧକ୍କା ହେବାରୁ ୧୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବସ୍‌ଟି ଡୁବୁରୀରୁ ଚଣ୍ଡିଖୋଲ ଅଭିମୁଖେ…

ସାମି…ସାମି… ଗୀତରେ ମନମୁଗ୍ଧ କଲେ ସୁନିଧି ଚୌହାନ୍‌

ଯାଜପୁର ଟାଉନ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ସ୍ଥାନୀୟ ବାଳାଶ୍ରମ ପଡ଼ିଆଠାରେ ଅନୁଷ୍ଠିତ ୧୧ତମ ଯାଜପୁର ଜିଲା ମହୋତ୍ସବ ସଂଗମ ଓ ପଲ୍ଲିଶ୍ରୀ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି…

ଜନକଲ୍ୟାଣ ଯୋଜନାରେ ଦୁର୍ନୀତି, ହରିଲୁଟ୍‌

ଯାଜପୁର ଅଫିସ/ କୋରେଇ, (ଡି.ଏନ.ଏ.)୯ା୨: ଯାଜପୁର ଜିଲା କୋରେଇ ବ୍ଲକରେ ଏମଜିଏନଆର୍‌ଇଜିଏସ୍‌ ଯୋଜନା, ଆବାସ, ଡ୍ରେନେଜ, ଜଳସେଚନ ଆଦି ଜନହିତକର ଯୋଜନାରେ ଦୁର୍ନୀତି ବରଗଛ ଓହଳ ପରି ଲମ୍ବି ଚାଲିଛି । ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କୌଣସି…

ବେଆଇନ ଇଟାଭାଟିକୁ ପ୍ରଶାସନର ଲଗାମ ନାହିଁ

କୋରେଇ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନର ଲଗାମ ନାହିଁ। କୋରେଇ ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ, ରଣପୁର, ମକୁନ୍ଦୁପୁର ଆଦି ପଞ୍ଚାୟତରେ ଚିମିନି ଇଟାଭାଟି ଥିବା ସହିତ ଅନେକ ଗ୍ରାମ…

ବିଭାଗ ବଦଳାଇ ଲୁଟ୍‌ ଯୋଜନା: ନିମ୍ନମାନର କାମକରି ବାରମ୍ବାର କରାଯାଉଛି ଟେଣ୍ଡର

ଚଣ୍ଡିଖୋଲ,୯ା୨(ଡି.ଏନ୍‌.ଏ.): ରାସ୍ତା ନିର୍ମାଣ ନାମରେ କେତେକ ବିଭାଗ ତରଫରୁ ଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି। ଏପରି କି ଗୋଟିଏ ରାସ୍ତାକୁ ବିଭାଗ ବଦଳାଇ ନିମ୍ନମାନର କାମକରି ବାରମ୍ବାର ଟେଣ୍ଡର କରାଯାଉଛି। ଏହାଦ୍ୱାରା ବିଭାଗୀୟ ଅଧିକାରୀ ଓ ଠିକାଦାର ମାଲାମାଲ ହେଉଥିବାବେଳେ ସାଧାରଣ…

ଆବର୍ଜନା ପାଣିରେ କଲବଲ ବଙ୍ଗାଳିସାହି

ଯାଜପୁର ଅଫିସ,୭ା୨:ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ ବିପୁଳ ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରିନାହିଁ। ବ୍ୟାସନଗର ପୌରାଞ୍ଚଳର ୩ ନମ୍ବର ୱାର୍ଡ ବଙ୍ଗାଲିସାହି(ରୁଦ୍ରନଗର)ର ମୁଖ୍ୟରାସ୍ତାରେ ଥିବା ସରକାରୀ…

୧୫୦ କହି ୫୦ ଷ୍ଟଲ ନିର୍ମାଣ

ଯାଜପୁର ଅଫିସ,୭ା୨:ବ୍ୟାସ ସରୋବର ମହୋତ୍ସବ ଏଥର ଛିନଭିନ ହୋଇଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ଆଳରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଗୁପ୍ତ ଗଙ୍ଗା ସମ୍ମୁଖ ମହୋତ୍ସବ ପଡିଆକୁ ଚଳିତ ବର୍ଷ ବାଦ୍‌ ଦିଆଯାଇଛି। ସେଠାରୁ ପ୍ରାୟ ଅଧ କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?