ଯାଜପୁର

୪୮ ଗଞ୍ଜେଇ ଜବତ: ୨ ଗିରଫ

ଚଣ୍ଡିଖୋଲ,୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢ଼ାଉ କରି ମଙ୍ଗଳବାର କୋଲସାହି ଗାଁରୁ ୮୪ କେଜି ଗଞ୍ଜେଇ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲସାହି ଗାଁର ଗୋବିନ୍ଦ…

ବିଛାଖଣ୍ଡିରୁ କଳାପଥର ଲୁଟ୍‌ ପୁଣି ଆରମ୍ଭ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ କରାଯିବ। ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଏଭଳି…

ଠିକାରେ ହେଉଛି ଡିଜାଇନ, ନକ୍ସା

ଯାଜପୁର ଅଫିସ,୭ା୩:ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି। ହେଲେ ବାହାର ରାଜ୍ୟର ଠିକାସଂସ୍ଥା ଜରିଆରେ କର୍ମଚାରୀ ଓ ଶ୍ରମିକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। କେବଳ ଖଣି ଓ ଶିଳ୍ପ କାରଖାନା ନୁହେଁ, ବିଭିନ୍ନ ସରକାରୀ ବିଭାଗରେ ମଧ୍ୟ ଠିକାସଂସ୍ଥାଗୁଡ଼ିକୁ…

ବାପାଙ୍କୁ ହତ୍ୟାକରି ସାବତ ମା’ଙ୍କୁ ବଳାତ୍କାର

କଳିଙ୍ଗନଗର,୭ା୩ (ଡି.ଏନ୍‌.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା’ଙ୍କୁ ବଳାତ୍କାର କରିଛନ୍ତି। ଯାଜପୁର ଜିଲା ଦାନଗଦି ବ୍ଲକର ଟମକା ଥାନା ଅଞ୍ଚଳରେ ରବିବାର ରାତିରେ ଏଭଳି ଘଟଣା ଘଟିଛି। ଦାନଗଦି…

ବାହା କରାଇ ନ ଦେବାରୁ ମା’ଙ୍କୁ ହତ୍ୟା

ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲା ବିଞ୍ଝାରପୁର ବିନ୍ଧାଣିସାହିରେ ଶନିବାର ରାତି ପ୍ରାୟ ୧୧ଟାରେ ଘଟିଛି। ଘଟଣା…

ଅନ୍ଧାରରେ ଆଭ୍ୟନ୍ତର ଗାଁ

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୫।୩ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ୨୫ା୭ା୨୦୨୨ରୁ ୩୦ା୭ା୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ ପାୱାର-୨୦୪୭ କାର୍ଯ୍ୟକ୍ରମ (ବିଜୁଳି ମହୋତ୍ସବ) ପାଳନ କରାଗଲା। ଏଥିରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ…

ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୫।୩(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୫ଟି ପଞ୍ଚାୟତରେ ୧୫ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏ ସମ୍ପର୍କରେ ସ୍ଥନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ଦର୍ପଣ ତହସିଲ…

କଡ଼ମାରେ ଜଳ ସଙ୍କଟ ଉତ୍କଟ

କୋରେଇ,୫।୩(ଡି.ଏନ୍‌.ଏ): ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ କୋରେଇ ବ୍ଲକ ଅଧୀନ ଏକାଧିକ ପଞ୍ଚାୟତରେ ଜଳ ସମସ୍ୟା ଚିନ୍ତା ବଢ଼ାଇଛି। ୨୦ ବର୍ଷ ପଛ ତଥା ପୂର୍ବଭଳି ଖୋଲା କୂପ ଉପରେ ଲୋକେ ଭରସା କରିଛନ୍ତି। ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର…

୨ ମହିଳାଙ୍କୁ ସ୍ବଚ୍ଛ ସୁଜଳ ଶକ୍ତି ସମ୍ମାନ

ଯାଜପୁର ଟାଉନ,୫।୩ (ଡି.ଏନ୍‌.ଏ.): ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯାଜପୁର ଜିଲାର ୨ ମହିଳା ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟର ପ୍ରଥମ ଭାବେ ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଧୀନ ଅକରପଡ଼ା ପଞ୍ଚାୟତର ମହିଳା ସ୍ବୟଂ…

ଖରସ୍ରୋତା ନଦୀରୁ ବେଆଇନ ବାଲି ଚାଲାଣ

ରସୁଲପୁର,୪ା୩(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ପହଁଗା ରାଜସ୍ବ ସର୍କଲର ଖରସ୍ରୋତା ନଦୀରୁ ବାଲି ଚୋରାଚାଲାଣ ହେଉଛି। ମାଫିଆମାନେ ଏକ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ରାତି ଅଧିଆ ନଦୀଗର୍ଭରୁ ବାଲି ଉଠାଇ ଆଣି ପଠାରେ ଠୁଳ କରି ରଖୁଛନ୍ତି।…

ପାଇପ୍‌ ପାଣିରୁ ୮୨% ଗ୍ରାମବାସୀ ବଞ୍ଚିତ

ଯାଜପୁର ଅଫିସ,୪ା୩: ବିକାଶରେ ଯାଜପୁର ଜିଲା ବେଶ ଅଗ୍ରଣୀ ବୋଲି ନେତା ଓ ମନ୍ତ୍ରୀ ଉଦ୍‌ବୋଧନ ଦେଉଛନ୍ତି ା ମାତ୍ର ଜିଲାର ୮୨ ପ୍ରତିଶତ ଗ୍ରାମକୁ ପାଇପ୍‌ ଜଳଯୋଗାଣ ଅପହଞ୍ଚ ରହିଛି ବୋଲି ସରକାରୀ ତଥ୍ୟ କହୁଛି ା ଗ୍ରାମ୍ୟ ଜଳଯୋଗାଣ…

୩୧ ଚୋରା ମୂର୍ତ୍ତି ଉଦ୍ଧାର, ୪ ଗିରଫ

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୪ା୩: ଯାଜପୁର ଜିଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ୩୧ଟି ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଚୋରି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଅରବିନ୍ଦ କୁମାର ସିଂ(୪୩),…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?