ଯାଜପୁର

୪ ବିଖଣ୍ଡିତ ବୌଦ୍ଧମୂର୍ତ୍ତିର ସନ୍ଧାନ ମିଳିଲା

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୫ା୩: ଐତିହାସିକମାନଙ୍କ ମତରେ ପରାଭାଡ଼ି ବୌଦ୍ଧସ୍ତୂପ ପ୍ରାୟ ୧୫୦୦ ବର୍ଷ ତଳର ଇତିହାସ। ମଙ୍ଗଳବାର ଏହି ଖନନ କାର୍ଯ୍ୟ ୨୮ ଦିନରେ ପହଞ୍ଚିଛି। ଆହୁରି ଦିନେ ଦୁଇଦିନ ପରେ ଖନନ ଶେଷ ହେବ ା ଏହାସହିତ ସମାନ୍ତରାଳ ଭାବେ…

ପାଠ ପଢ଼ାଇବାବେଳେ ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ

ଚଣ୍ଡିଖୋଲ/ଛତିଆ,୧୫ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟସ୍ଥ ଗୋପପୁର ଛକରେ ଘରଭଡ଼ା ନେଇ ରହୁଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ପାଠ ନ ପଢ଼ିବାରୁ ତାଙ୍କ ୪ ବର୍ଷର ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ ଦେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟରେ…

ପିଏମ୍‌ଏୱାଇ ଅନୁଦାନରେ ପାତରଅନ୍ତର

ଯାଜପୁର ଅଫିସ,୧୩ା୩:ଯାଜପୁର ଜିଲାରେ ୨ଟି ପୌରାଞ୍ଚଳ ରହିଛି। ତା’ହେଲା ଯାଜପୁର ଓ ବ୍ୟାସନଗର। ଯାଜପୁରରେ ୧୮ ଏବଂ ବ୍ୟାସନଗରରେ ୨୬ ୱାର୍ଡ ରହିଛି। ୱାର୍ଡ ଓ ଜନସଂଖ୍ୟା ଦୃଷ୍ଟିରୁ ବ୍ୟାସନଗର ଜିଲାର ସବୁଠାରୁ ବଡ଼ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ…

ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ଦାବି

ରସୁଲପୁର,୧୩ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରିହାତି ଆମ୍ବୁଲାନ୍ସ ସେବାକୁ ପୁନଃ ଆରମ୍ଭ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସନ୍ତୋଷଜନକ ହୋଇପାରୁ ନ ଥିବାରୁ ଏଭଳି ଦାବି କରାଯାଉଛି।…

ବିପଦରେ ବିରୂପା ନଦୀବନ୍ଧ

ଚଣ୍ଡିଖୋଲ,୧୩ା୩(ଡି.ଏନ୍‌.ଏ.):ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥାଏ। ଏହି ନଦୀବନ୍ଧର ସୁରକ୍ଷା ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ହିଁ ରହିଥାଏ। ମାତ୍ର ବିରୂପା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପ୍ରତି ବିପଦ ଦେଖାଦେଇଛି। ଏବେ ଉକ୍ତ ନଦୀବନ୍ଧର ସୁରକ୍ଷା ନେଇ…

ପ୍ରଥମଥର ଖରସ୍ରୋତା ମହାବିଦ୍ୟାଳୟ ହେବ ଯୁକ୍ତ ୩ ମୂଲ୍ୟାୟନ କେନ୍ଦ୍ର

ସିଂହପୁର,୧୧ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟ ଡିଗ୍ରୀ କଲେଜରେ ପ୍ରଥମଥର ଯୁକ୍ତ ୩ ସେମିଷ୍ଟାର ପାଇଁ ମୂଲ୍ୟାୟନ କେନ୍ଦ୍ର ହୋଇଛି। ଉକତ୍ଳ ବିଶ୍ୱବିଦ୍ୟାଳୟ ଚିଠି ନମ୍ବର ୫୪୪ରେ ମୂଲ୍ୟାୟନ କେନ୍ଦ୍ର ଓ ଓଏମ୍‌ଆର ସଂଗ୍ରହ କେନ୍ଦ୍ର…

ଅଧ୍ୟାପକ ଅଭାବ ବିଜ୍ଞାନ ଶିକ୍ଷାରେ ବାଧକ

ଯାଜପୁର ଅଫିସ,୧୧ା୩: ରାଜ୍ୟର ଅଧିକାଂଶ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧ୍ୟାପକ ପଦବୀ ପୂରଣ ହୋଇପାରୁନାହିଁ। ବିଶେଷକରି ବିଜ୍ଞାନ ପାଠ୍ୟକ୍ରମରେ ଏହି ଅଭାବ ବେଶି ପରିଲକ୍ଷିତ ହେଉଛି। ଉଚ୍ଚଶିକ୍ଷା ବିଭାଗର ଅଜବ ନୀତି ଯୋଗୁ ଶିକ୍ଷକ ଅଭାବ ସମସ୍ୟା ବଳବତ୍ତର ରହୁଛି।…

ବେକରେ ଗାମୁଛା ବାନ୍ଧି ଗଛରେ ଝୁଲିପଡ଼ିଲେ ଯୁବକ

ଜେନାପୁର,୧୦ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଅଧିନସ୍ଥ ବାଉଁଶଡୋଲ ଗ୍ରାମର ଜଣେ ଯୁବକ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଚାକୁଣ୍ଡା ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକଙ୍କ…

ଦୂର ହେଉନି ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୧୦ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଦିଆନଚକ ଗ୍ରାମର ଲୋକନାଥ ସ୍ବାଇଁଙ୍କ ପରିବାର ପଲିଥିନ ତଳେ ବାସ କରୁଛନ୍ତି। ଲୋକନାଥ ଆବାସ ପାଇଁ ୨ବର୍ଷ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ପକ୍କା ଘର ନିର୍ମାଣ ପାଇଁ…

ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ଉଠାଣ

ଚଣ୍ଡିଖୋଲ,୧୦ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ) ଟଙ୍କା ଉଠାଇ ନେଇଛନ୍ତି। ଏନେଇ ସରପଞ୍ଚ ଶୋଭା ବଜ୍ରକବାଟ ପିଇଓ ପ୍ରଶାନ୍ତ ଜେନାଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ…

ଉନ୍ନୟନ କାମ ଯୋଗୁ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୧୦ା୩ :ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପୂର୍ବ ପାର୍ଶ୍ୱରେ ଏକାଧିକ ନୂତନ ବୃହତ୍‌ ପ୍ରକଳ୍ପ ଚାଲିଛି। ଏଥିରେ ବିଶାଳ ସୌଧ, ସେତୁ, ବଡ଼ ନାଳ, ବ୍ୟାରେଜ, ଖାଲୁଆ ଅଞ୍ଚଳକୁ ପୋତା କାର୍ଯ୍ୟ, ରାସ୍ତା ଆଦି ରହିଛି।…

ହୋଲି ଖେଳିବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ପ୍ରୀତିପୁର,୮ା୩(ଡି.ଏନ୍‌.ଏ.): ବୁଧବାର ସାଙ୍ଗମାନଙ୍କ ସହ ମିଶି ହୋଲି ଖେଳିବା ନିମନ୍ତେ ବାଇକ୍‌ ଯୋଗେ ଯାଉଥିବା ସମୟରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ହୋଲି ଖେଳିବା ପାଇଁ ୩ ଯୁବକ ସାଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?