ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ
ଜଗତ୍ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର…
ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଫିସ୍ ଗୃହ ନାହିଁ
ପାରାଦୀପ,୨୧ା୨(ସ୍ବ.ପ୍ର.):ଦେଶ, ରାଜ୍ୟ ଏବେ ବିକାଶ ଅଭିମୁଖେ ଗତି କରୁଛି ବୋଲି ସରକାରୀ ଭାବେ ପ୍ରଚାର ପ୍ରସାର ଚାଲିଛି। ମନ୍ଦିର, ଷ୍ଟାଡିୟମ, ରାସ୍ତା, କାନ୍ଥ ବାଡରେ ସୌନ୍ଦର୍ଯ୍ୟକରଣ କରାଯାଉଛି। କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥ, ସୁରକ୍ଷା, ନିରାପତ୍ତା ଜଡ଼ିତ ଥିବା ସରକାରୀ କାର୍ଯ୍ୟାଳୟ…
ଜଗତ୍ସିଂହପୁର, ପାରାଦୀପରେ ପଲିଥିନ ବ୍ୟାନ୍ ପ୍ରହସନ
ଜଗତ୍ସିଂହପୁର ଅଫିସ, ୨୧ା୨:୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍ ଖୁଲମଖୁଲା ବିକ୍ରି…
‘ଚକ ମଡ଼ାଣ ଉଦ୍ୟମ ହେଲେ ପରିସ୍ଥିତି ଜଟିଳ ହେବ’
ଜଗତସିଂହପୁର ଅଫିସ, ୨୦ା୨: ଜଗତ୍ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି । କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚକ ପ୍ରସ୍ତୁତ ପରେ…
ସମୁଦ୍ର ପାଣିରେ ୩୨ ପ୍ରକାର ଲୁଣ ଅଛି
ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍ରେ ଉପକୂଳ ଓଡ଼ିଶାର ୭ ଜିଲାର ୩୩ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ଆବାସିକ ତାଲିମ ନେଉଛନ୍ତି।…
ମରାମତିର ୨ ମାସ ନ ପୂରୁଣୁ ରାସ୍ତାରେ ଖାଲ
ନାଉଗାଁ,୧୯।୨(ସ୍ବ.ପ୍ର): ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ-ବାଲି ଭଉଁରି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ୨ ମାସ ପୂର୍ବେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ମାତ୍ର ଏବେ ପୁଣି ରାସ୍ତା ଦବି ଖାଲ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ…
ଜିଲାରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କର
ଜଗତ୍ସିଂହପୁର ଅଫିସ, ୧୯।୨: ଜଗତ୍ସିଂହପୁର ଏକ କୃଷିପ୍ରଧାନ ଜିଲା। କିନ୍ତୁ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଅର୍ଥାତ୍ ଉତ୍ପାଦିତ ପନିପରିବା ଓ…
ଗଛ ପ୍ରେମରେ ରବିନାରାୟଣ
ବାଲିକୁଦା,୧୯।୨(ସ୍ବ.ପ୍ର.): ଆଧୁନିକ ମଣିଷ ଏବେ ବଣଜଙ୍ଗଲ କାଟି ଧ୍ୱଂସକରି ଚାଲିଥିବାବେଳେ ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ପଞ୍ଚାୟତ ଭୁଆସୁଣୀ ଗ୍ରାମର ରବିନାରାୟଣ ପରିଡ଼ା (୪୫) ଗଛ ପ୍ରେମରେ ପଡ଼ିଯାଇଛନ୍ତି। ସେ ନିଜ ବାଡ଼ିରେ ଶତାଧିକ ଜାତିର ଫୁଲ, ଫଳ, ପରିବା…
ରାସ୍ତା ନିର୍ମାଣ ପାଇଁ ଜମି ଛାଡ଼ିବାକୁ ରାଜିହେଲେ ମାଲିକ
କୁଜଙ୍ଗ ୧୮।୨ (ଡି.ଏନ୍.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆରୁ ଇବ୍ରିସିଂ ୭ କି.ମି. ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ବାଲଙ୍ଗ ପର୍ଯ୍ୟନ୍ତ ୩ କି.ମି. ରାସ୍ତା ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମି ସମସ୍ୟାର ସମାଧାନ ହୋଇଯାଇଛି। ଗ୍ରାମ ଉନ୍ନୟନ…
ଆବାସ ଯୋଜନାରେ ଆଉ ୧୦ ହଜାର ଗୃହ ମିଳିବ
ଜଗତ୍ସିଂହପୁର ଅଫିସ, ୧୮ା୨: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତ ଓ ସମୀକ୍ଷାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାରଠାରୁ ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ୨…
ନାଁକୁ ଚାଲିଛି ଖତ ପ୍ରକ୍ରିୟାକରଣ,ବର୍ଜ୍ୟବସ୍ତୁ ପରିଚାଳନା
ଜଗତ୍ସିଂହପୁର ଅଫିସ,୧୭ା୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଖତ ପ୍ରକ୍ରିୟାକରଣ (ଏମ୍ସିସି) ଏବଂ ବର୍ଜ୍ୟବସ୍ତୁ ପରିଚାଳନା (ଏମ୍ଆର୍ଏଫ୍) ପାଇଁ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ଜଗତ୍ସିଂହପୁର ଜିଲାର…
ପୋଲ ଭାଙ୍ଗି ଦେଇ ବିଭାଗ ବର୍ଷେ ହେଲା ଚୁପ୍
କୁଜଙ୍ଗ,୧୫ା୨(ଡି.ଏନ୍.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତର ବଡ଼ଙ୍ଗ ଓ ପାରିଅଙ୍ଗ ଗଁାକୁ ଲୁଣା ନଦୀ ଉପରେ ସଂଯୋଗ କରିଥିବା ପୋଲକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷେ ତଳୁ ଭାଙ୍ଗି ଦେଇଥିଲା। ନୂଆ ପୋଲ ନିର୍ମାଣ କରିବା ନଁାରେ ବିଭାଗ ଚୁପ…
Archives


