ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡ଼ରେ ବନ୍ଧା ହୋଇଛି ସିସିଟିଭି, ମେମୋରି ଚିପ୍ସ
ପାରାଦୀପ,୮ା୩(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।…
ବିଜୁ ଜୟନ୍ତୀରେ ଅତିଥିଙ୍କ ଟିପ୍ପଣୀ ଚର୍ଚ୍ଚାରେ
ପାରାଦୀପ,୭।୩(ସ୍ବ.ପ୍ର.):ପାରାଦୀପରେ ରବିବାର ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ସେଥିରେ ଯୋଗଦେଇଥିବା ନେତାଙ୍କ ବୟାନ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…
୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଜଗତ୍ସିଂହପୁର ଅଫିସ, ୫।୩: ଜଗତ୍ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନମ୍ବର ଡିଷ୍ଟ୍ରିବ୍ୟୁଟାରିର ପୋଷ୍ଟ ଅଫିସ ସ୍କୋୟାରରୁ ଏଲ୍ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ…
ମହିଳାଙ୍କ ମୃତଦେହ ନିକଟରେ ୪ ଘଣ୍ଟା ଲୁହ ଝରାଇଲା ହନୁ
ଏରସମା,୫।୩(ସ୍ବ.ପ୍ର.): ଜଣେ ମହିଳାଙ୍କ ମୃତ ଦେହ ନିକଟରେ ଏକ ବୁଲା ବାନର ଦୀର୍ଘ ୪ଘଣ୍ଟା ବସି ରହି ଲୁହ ଝରାଇଛି। ଏରସମା ବ୍ଳକ ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଏହି ଘଟଣା ଆଲୋଚନାର ବିଷୟବସ୍ତୁ ହୋଇଛି। ଏହାକୁ ଦେଖିବାକୁ ଶତାଧିକ ଲୋକ ସମବେତ…
ପୋଲିସ, ଟ୍ରକ୍ ମାଲିକ ହାତାହାତି
ପାରାଦୀପ,୫।୩(ସ୍ବ.ପ୍ର.):ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ଲକ୍ ଥାନା ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଓ ଟ୍ରକ ମାଲିକଙ୍କ ମଧ୍ୟରେ ହାତାହାତି ହୋଇଛି। ଲୁହାପଥର ବୋଝେଇ ଟ୍ରକ ପାସ କରାଇବା ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏନେଇ…
ଟ୍ରେଲରକୁ ପିଟିଲା ଆମ୍ବୁଲାନ୍ସ: ୩ ଗୁରୁତର
ଜଗତ୍ସିଂହପୁର,୪।୩(ଡି.ଏନ୍.ଏ.): ଜଗତସିଂହପୁର ଜିଲାର କଟକ-ପାରାଦୀପ ରାସ୍ତା ଜୟପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ିରେ ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ରହିଥିବାଏକ ଟ୍ରେଲରକୁ ଏକ ଆମ୍ବୁଲାନ୍ସ ଧକ୍କାଦେଇଛି। ଏଥିରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩…
ବିପଦରେ ଧଳତଙ୍ଗଗଡ଼ ଜଙ୍ଗଲୀ ହରିଣଙ୍କ ଜୀବନ
ରଘୁନାଥପୁର, ୪ା୩(ଡି.ଏନ.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଏରଡଙ୍ଗା ପଞ୍ଚାୟତ ଗୋପାଳପୁର ଗଁା ସହ ୭ଟି ପଞ୍ଚାୟତ ପରିସୀମାକୁ ଲାଗି ଧଳତଙ୍ଗଗଡ ଜଙ୍ଗଲ ରହିଛି। ଏହା ମଧ୍ୟରେ ଥିବା ହରିଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ପ୍ରାଚୀର ନ ଥିବାରୁ…
ଆଉ ଦେଖିବାକୁ ମିଳୁନି ମେଘଦୂତ ପୋଷ୍ଟକାର୍ଡ
ଜଗତ୍ସିଂହପୁର ଅଫିସ, ୪।୩: ଡାକସେବାରେ ମେଘଦୂତ ପୋଷ୍ଟକାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୦ କୋଟିରୁ ଊର୍ଦ୍ଧ୍ୱ ସାଧାରଣ ଜନତା ତଥା ଗରିବଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୨ ସେପ୍ଟେମ୍ବର ୨ରେ ମେଘଦୂତ ପୋଷ୍ଟକାର୍ଡ ପ୍ରଚଳନ ଆରମ୍ଭ କରିଥିଲେ। ଏହି କାର୍ଡର…
ଘର ଉପରେ ୧୧ କେଭି ବିଦ୍ୟୁତ୍ ତାର
ନାଉଗାଁ,୩ା୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମର ମଲିକ ସାହି ଦେଇ ୧୧ କେଭି ବିଦ୍ୟୁତ୍ ତାର ଯାଇଛି। ଏହି ତାର ଗ୍ରାମର ୧୧ରୁ ଊର୍ଦ୍ଧ୍ୱ ପରିବାରଙ୍କ ବାସଗୃହ ଉପରେ ଯାଇଥିବା ବେଳେ ଆଉ କେତେଜଣଙ୍କ ଘରର ପଛ ପାର୍ଶ୍ୱରେ ଯାଇଛି।…
ଲିଙ୍ଗଗତ ଅସମାନତା ଉପରେ ଲଣ୍ଡନରେ ପିଜି କରୁଛନ୍ତି ଶ୍ୱେତରୂପା
ପାରାଦୀପ,୩ା୩(ସ୍ବ.ପ୍ର.): ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ମେଧାବୀ ଛାତ୍ରୀ ଶ୍ୱେତରୂପା ମିଶ୍ର ଏବେ ଲଣ୍ଡନର ସୋଆସ(ସ୍କୁଲ ଅଫ୍ ଓରିଏଣ୍ଟାଲ ଆଣ୍ଡ୍ ଆଫ୍ରିକାନ୍ ଷ୍ଟଡିଜ) ବିଶ୍ୱବିଦ୍ୟାଳୟରେ ପିଜି କରୁଛନ୍ତି। ଲିଙ୍ଗଗତ ଅସମାନତା ଉପରେ ସେ ଭାରତର ଏକମାତ୍ର ଛାତ୍ରୀ ଭାବେ ଲଣ୍ଡନର ଏହି…
ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ
ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି।…
୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ
ଜଗତ୍ସିଂହପୁର ଅଫିସ,୨ା୩: ଜଗତ୍ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍ଷ୍ଟାଣ୍ଡ ଆଗ ଏଲ୍ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା…

