ଗଞ୍ଜାମ

ପଞ୍ଚାୟତ ସମିତି ଅଧିବେଶନରେ ଷ୍ଟାଣ୍ଡିଂ କମିଟି ଗଠନକୁ ନେଇ ହଟ୍ଟଗୋଳ

ଗଞ୍ଜାମ,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ଚତୁର୍ଥ ପଞ୍ଚାୟତ ସମିତି ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଡିଓ ଜସ୍ମିନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିପିଓ ଶ୍ରୀକାନ୍ତ କୁମାର...

ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୬ା୧୧: ବ୍ରହ୍ମପୁର ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ଖଲ୍ଲିକୋଟ ଥାନା ଅଞ୍ଚଳର ପ୍ରହଲ୍ଲାଦ ବେହେରା (୫୩)ଙ୍କୁ ୨୦ବର୍ଷ ସଶ୍ରମ...

ବିସିସି ବ୍ୟାଙ୍କ ସଭାପତି ପଦକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୧୫ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କର ନୂଆ ସଭାପତି କିଏ ହେବେ ସେନେଇ ସମ୍ପ୍ରତି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଗଞ୍ଜାମ ଓ ଗଜପତି ଜିଲାର ଏହି ବୃହତ୍ତମ ସମବାୟ ଅନୁଷ୍ଠାନ ସଭାପତି ନିର୍ବାଚନ ପାଇଁ ଆସନ୍ତା...

ପ୍ରମାଣ ଅଭାବରୁ ମା’ବାପା ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫ା୧୧: ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମରେ ହୋଇଥିବା ଏକ ବହୁଚର୍ଚ୍ଚିତ ଅନର କିଲିଂ ମାମଲାର ସୋମବାର ଶୁଣାଣି ହୋଇଥିଲା। ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ)-୧ ସଂଘମିତ୍ରା ଶର୍ମା ପ୍ରମାଣ ଅଭାବରୁ ଉକ୍ତ...

ଝିଅକୁ କଲେଜରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’

ବ୍ରହ୍ମପୁର ଅଫିସ,୧୪ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ଖଲ୍ଲିକୋଟ ଥାନା ଅଧୀନ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ...

ଗାଧୋଇବା ବେଳେ ବୁଡ଼ିଗଲେ ବୃଦ୍ଧା

ବୁଗୁଡ଼ା,୧୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଡେଙ୍ଗାପଦର ଗାଁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଙ୍ଗାପଦର ଗ୍ରାମର ସରସ୍ବତୀ ପ୍ରଧାନ (୬୨)। ସୋମବାର ସରସ୍ବତୀ ଗାଁ ପୋଖରୀରେ ସ୍ନାନ କରୁଥିବା ବେଳେ ଅସାବଧାନତାବଶତଃ...

ଗଞ୍ଜାମରେ ଟ୍ରମାକେୟାର ସେଣ୍ଟର ଅଭାବ

ଛତ୍ରପୁର,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ସେଥିରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ରହିଛି। ସଡକ ସୁରକ୍ଷା ନେଇ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ...

ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଗାନ୍ଧୀନଗର ତୃତୀୟ ଲାଇନ୍‌ରେ ରହୁଥିବା...

ମଞ୍ଚ ନାଟକର ପୁନରୁଦ୍ଧାର ଲାଗି ପ୍ରୟାସ

ଭଞ୍ଜନଗର,୧୩ା୧୧(ଡି.ଏନ୍‌.ଏ.): ଭଞ୍ଜନଗର ଉପଖଣ୍ଡରେ ମଞ୍ଚ ନାଟକର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରବିବାର ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜନଗର ତରୁଣ କଳାକାର ସଂସ୍ଥା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ବରିଷ୍ଠ...

କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା

ବୁଗୁଡ଼ା,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଏକ ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ପହଞ୍ଚି ଥିବା...

ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ

ସୋରଡ଼ା,୧୨ା୧୧(ଡି.ଏନ୍‌.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଲାଲ୍‌ ବାହାଦୂର...

ତାରାତାରିଣୀ ପୀଠକୁ ପତିତ ପାବନ ପଦଯାତ୍ରା

ଛତ୍ରପୁର,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠଯାଏ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି। ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri