ଗଞ୍ଜାମ

ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ,୩୧ା୧୨(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ଗଞ୍ଜାମ କଲେଜ କର୍ମଚାରୀ ତଥା ପୂର୍ବତନ ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ସେ କୌଣସି କାମରେ ନିଜ ବାଇକ୍‌ରେ ମାର୍କେଟ ଯାଉଥିବା ବେଳେ ହଠାତ୍‌ ଏକ ମଇଁଷି ବାଇକ୍‌...

ସ୍ବାସ୍ଥ୍ୟ, ଆରୋଗ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ବିଧାୟକ

ଛତ୍ରପୁର,୩୧।୧୨(ଡି.ଏନ୍‌.ଏ .): ଗଞ୍ଜାମ ଜିଲା ଛତ୍ରପୁର ସହରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ । ଏହା ପିପିପି ମୋଡ଼ରେ ଆରମ୍ଭ ହୋଇଛି । ଡାକ୍ତର,...

ସ୍କ୍ରାପ୍‌ରେ ଫୁଲଗଛ ଷ୍ଟାଣ୍ଡ

ବ୍ରହ୍ମପୁର ଅଫିସ,୩୧ା୧୨: ନଷ୍ଟର ଶ୍ରେଷ୍ଠ ଉଦ୍ୟମକୁ ନେଇ ବ୍ରହ୍ମପୁର ଆଇଟିଆଇ ସର୍ବଦା ପ୍ରଶଂସାଭାଜନ ହୋଇଛି। ଏହି ମର୍ମରେ ଆଇଟିଆଇ ଛାତ୍ରୀଛାତ୍ର ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରିଛନ୍ତି। ଆଇଟିଆଇର ଫିଟର, ୱେଲଡର, ପେଣ୍ଟର ଓ...

ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ପାଳନ ପ୍ରସ୍ତୁତି

ଭଞ୍ଜନଗର,୩୧ା୧୨(ଡି.ଏନ.ଏ): ଘୁମୁସର ମାଟିର ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ଆସନ୍ତା ରବିବାର ଭଞ୍ଜନଗରରେ ପାଳନ କରାଯିବ। ଗଞ୍ଜାମ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଚକରା ବିଷୋୟୀ ଛକରେ ଅପରାହ୍ନ ୫ଟାରେ...

ସାଇବର ଠକ ଲୁଟିନେଲେ ୯୬ ହଜାର

ବ୍ରହ୍ମପୁର ଅଫିସ,୩୧ା୧୨: ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ। ତାହା ପସନ୍ଦ ନ ହେବାରୁ ଫେରାଇବାକୁ ଚାହିଁଥିଲେ। ସାଇବର ଠକ କୌଣସି ସୂତ୍ରରୁ ଏହା ଜାଣିଯାଇଥିଲେ। ଅଜଣା ନମ୍ବରରୁ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ କରି ବିଶ୍ୱାସଭାଜନ ହେବାପରେ ଅନଲାଇନରେ...

ବିମାନବନ୍ଦର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପ୍ରସ୍ତାବ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ଲାଗି ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ...

ବ୍ରହ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା ହେଉ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲା ରୂପେ ଘୋଷଣା କରିବା ଦାବି ନେଇ ଶୁକ୍ରବାର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ରାଜସ୍ବ ସଚିବଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ...

ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ...

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର ଜିଲାରେ ନିଯୁକ୍ତି ପାଇଥିଲେ। ଏହାପରେ କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଏସ୍‌ପି ଭାବେ...

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରମା ପ୍ରଧାନ (୪୫), ଶିବରମ ପ୍ରଧାନ(୨୫),...

ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଟଙ୍କା ମାଗୁଛି ହସ୍‌ପିଟାଲ

ଗୋପାଳପୁର,୩୦ା୧୨(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତମାନର ଚିକିତ୍ସା ପାଇଁ ବିଏସ୍‌କେୱାଇ କାର୍ଡ ପ୍ରଣୟନ କରାଯାଇଥିଲେ ମଧ୍ୟ କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏହି କାର୍ଡର ସୁଫଳ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି...

ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତୀ ପ୍ରତି ଯେତିକି ଧ୍ୟାନ ଦେବାକଥା ଦେଉନାହାନ୍ତି। ଏହି ଡାକ୍ତରଖାନାରେ ଖାଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri