ଗଞ୍ଜାମ

ଟ୍ୟୁଶନରୁ ଫେରୁ ଥିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଦିଗପହଣ୍ଡି ପନ୍ଦରା ସାହିର ରାମକୃଷ୍ଣ ପଣ୍ଡା ଓରଫ ଲୁଲୁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏନେଇ ଦିଗପହଣ୍ଡି ଥାନାରେ ଦଫା ୩୪୧,୨୯୪,...

ବ୍ରିଜ୍‌ରେ ଗାତ: ଯାତାୟାତରେ ସମସ୍ୟା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ୍‌ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ ସିମେଣ୍ଟ ବାହାରି ଗାତ ହୋଇଗଲାଣି। ବାହାରକୁ ଲୁହା ରଡ ବାହାରି ପଡିଥିବା ବେଳେ...

କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ, ଧ୍ୟାନ ଦେଉନି ଏନ୍‌ଏସି

ବୁଗୁଡ଼ା,୩ା୧(ଡି.ଏନ.ଏ.): ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନ୍‌ଏସି ପକ୍ଷରୁ ରଖାଯାଇଥିବା ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଊଦ୍ଧର୍‌ବ ହେଲା ଲୋକ ଦେଖାଣିଆ ଥୁଆ ହେଇଛି ତାଲା ଖୋଲାଯାଉନି। ଫଳରେ ଲୋକେ ପୂର୍ବରୁ ଯେଉଁ ରାସ୍ତା କଡ଼ରେ ପରିସ୍ରା...

ପକ୍ଷାଘାତ ପରେ ମୋନାଲିସାଙ୍କୁ ତଡ଼ିଦେଲେ ସ୍ବାମୀ

ଛତ୍ରପୁର,୩ ।୧(ଡି.ଏନ.ଏ.): ଅସହାୟ ମୋନାଲିସା ଏବେ ଏକାକୀ। ପକ୍ଷଘାତ ରୋଗ ପରେ ସ୍ବାମୀ ତାଙ୍କୁ ତଡିଦେଲେ। ଏପରିକି ୨ବର୍ଷ ବୟସର ଝିଅକୁ ମଧ୍ୟ ମା’ ପାଖରୁ ଦୂରେଇ ରଖିଛନ୍ତି। ଏହି ବିପଦ ସମୟରେ ସ୍ବାମୀ ପଚାରୁ ନ ଥିବାରୁ ମୋନାଲିସା...

ଗଞ୍ଜାମରେ ଚିହ୍ନଟ ହୋଇପାରୁନାହାନ୍ତି କିନ୍ନର

ଛତ୍ରପୁର,୩ା୧(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ସହାୟତା ଯୋଜନାରେ ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସହୟତା ମିଳିଥାଏ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୩ ଗୋଟି ଯୋଜନା ରହିଛିି। ଯେପରି ବିଭିନ୍ନ ପ୍ରକାରର ପେନସନ ଯୋଜନା,...

ବାଇକ୍‌କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍‌: ଜଣେ ମୃତ, ୪ ଆହତ

ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍‌କୁ କାର ଧକ୍କା ଦେଇ ୬ ଫୁଟ ତଳକୁ ଖସି ପଡ଼ିଛି। ସୋମବାର ଏହି ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍‌...

ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସୋରଡ଼ା,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବଡ଼ଗଡ଼ ରାସ୍ତା ଖରିଗୁଡା ଛକରେ ସୋମବାର ମଧ୍ୟାହ୍ନରେ ୧୦୨ ଅମ୍ବୁଲାନ୍ସ ଦମ୍ପତିଙ୍କୁ ଧକ୍କା ଦେବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋରଡ଼ା ସରକାରୀ ଡାକ୍ତରଖାନା...

ଧାନବିଲରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ପୁରୁଷୋତ୍ତମପୁର/ଗଞ୍ଜାମ,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର-ହୁମ୍ମା ମୁଖ୍ୟ ରାସ୍ତାର କାଳୁଆବାଡ଼ି ଛୋଟାବସା ମଧ୍ୟ ରାସ୍ତା ପାଶର୍‌ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ଘଟଣାସ୍ଥଳରେ ଏକ ପୁରୁଷଙ୍କ ଚପଲ ରହିଛି। ଏହି ଚପଲକୁ ନେଇ ଅଭିଯୁକ୍ତ...

ଚକା ତଳେ ଚାପିହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧ା୧: ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ବାଇପାସ୍‌ ଇସ୍କନ ମନ୍ଦିର ସମ୍ମୁଖରେ ରବିବାର ନୂତନ ବର୍ଷରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚକା ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବର ପାଇ...

ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ଘଟଣା ଜଣାପଡ଼ିବା...

ଡିଜେ ନାଇଟ୍‌ରେ ମସ୍‌ଗୁଲ ଯୁବପିଢ଼ି

ବ୍ରହ୍ମପୁର ଅଫିସ,୧ା୧:ଚଳିତ ବର୍ଷ କରୋନା ନିୟନ୍ତ୍ରଣରେ ଥିବା ଯୋଗୁ ରେଶମ ସହରବାସୀ ଉତ୍ସାହର ସହ ଶନିବାର ଜିରୋ ନାଇଟ ପାଳନ କରିଛନ୍ତି। ଏହି ଅବସରରେ ସହରବାସୀ କେକ୍‌ କାଟି ନିଜ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ବାଣ ଫୁଟାଇ...

ସୋରଡ଼ାର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼

ସୋରଡ଼ା,୧ା୧(ଡି.ଏନ୍‌.ଏ.): ନୂଆବର୍ଷ ଉପଲକ୍ଷେ ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳରେ ଥିବା ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର, ପଞ୍ଚାନନ ମନ୍ଦିର, ବୃଦ୍ଧ ଲିଙ୍ଗେଶର, ପୁଡୁଗେଶ୍ୱର,ବାଲୁଙ୍କେଶ୍ୱର,ହନୁମାନ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri