ଗଜପତି

ଝରଣା କୂଳରୁ ମିଳିଲା ନରକଙ୍କାଳ

ନୂଆଗଡ,୨୫ା୩(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ ବ୍ଲକର ବଡପଦା ଗ୍ରାମ ନିକଟ ଝରଣା କୂଳରେ ଶୁକ୍ରବାର ଏକ ନରକଙ୍କାଳ ଦେଖିବାକୁ ମିଳିଛି। ସେହି କଙ୍କାଳ ଗ୍ରାମର ଲିଟୁ ଦଳାଇ(୩୫) ବୋଲି ଚିହ୍ନଟ ହୋଇଛି। ଖଜୁରୀପଦା ଗ୍ରାମର ଲିଟୁ ମାନଶିକ ଭାରସାମ୍ୟ ହରାଇ ୨୦୨୨…

ଦ୍ରୁତ ଗତିରେ ଚାଲିଛି ମୋହନା ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ

ଆର.ଉଦୟଗିରି,୨୪।୩(ଡି.ଏନ.ଏ.): ମୋହନା ବ୍ଲକରେ ଦ୍ୱିତୀୟ ଥରରେ ଆସିଥିବା ୧୭ ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟରୁ ଗ୍ରାମର ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ଦୁଇଟି ବିଦ୍ୟାଳୟରେ…

କାଶୀନଗର ଏନ୍‌ଏସି: ୨ ବୁଥ୍‌ ସମ୍ବେଦନଶୀଳ

କାଶୀନଗର,୨୧ା୩-କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡରେ ୧୩ଟି ବୁଥ ହେବ। ସେଥିମଧ୍ୟରୁ ଓ୍ବାର୍ଡ ନଂ. ୪ ଓ ୬ନଂ ବୁଥ ସମ୍ବେଦନଶୀଳ ବୋଲି ପୋଲିସ ଚିହ୍ନଟ କରିଛି। ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୧ନଂ ୱାର୍ଡ ଗୋଲାପି ବୁଥ, ୧୩ନଂ…

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିବା…

ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଏମ୍‌ପିଙ୍କ ପ୍ରଚାର

କାଶୀନଗର,୨୦।୩: କାଶୀନଗର ଏନ୍‌ଏସି ନିର୍ବାଚନ ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ୧୩ଟି ୱାର୍ଡ ପରିକ୍ରମା କରି ଅଧ୍ୟକ୍ଷା ପ୍ରାର୍ଥତ୍ନୀ ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଓ କାଉନସିଲର ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ…

ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର

ପାରଳାଖେମୁଣ୍ଡି:୧୯।୩(ଡି.ଏନ୍‌.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା ମଧ୍ୟ ଦେଖାଦେଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ…

ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାଣୀପେଣ୍ଠ ଗ୍ରାମର ଏମ୍‌ କାର୍ତ୍ତିକ(୨୨)। ହୋଲି ଖେଳିବାକୁ ଆସିଥିବା ସ୍ଥାନୀୟ…

ଫୁଲକୋବି ଖାଇ ଦମ୍ପତି ଗୁରୁତର

ଆର୍‌.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି…

ପୋଲ ତଳକୁ ଖସିଲା କାର: ଜଣେ ମୃତ, ୬ ଗୁରୁତର

ଗଜପତି,୧୪।୩(ଡିଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଅଧୀନ ଖାରିଗୁଡ଼ାଠାରେ ସୋମବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର ୭ ଜଣଙ୍କୁ ଧରି ଯାଉଥିବା ଏକ କାର ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡ଼ିଛି। ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ

ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ୍‌, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ରୁ ଜିଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭାପତି ନିର୍ବାଚନରେ…

ଅଧ୍ୟକ୍ଷା ପାଇଁ ୩, କାଉନ୍‌ସିଲର ଲାଗି ୭୨ ନାମାଙ୍କନ

ପାରଳାଖେମୁଣ୍ଡି,୭ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ରବିବାର ବିଜେଡିରୁ ନିର୍ମଳା ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସୋମବାର ଶେଷ ଦିନରେ ଭାଜପା ପକ୍ଷରୁ ଏମ. ରାଜେଶ୍ୱରୀ ଓ କଂଗ୍ରେସ ପକ୍ଷରୁ ଖଗେଶ୍ୱରୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି…

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗାଁରେ ରବିବାର ଏହି ଘଟଣା ଘଟିଛି। ଗତ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?