କଟକ

ଅନୁବନ୍ଧିତ ଦୋକାନରୁ ମିଳୁନି ସେବା

କଟକ ଅଫିସ,୩୧ା୧୨: ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଅନେକ ଯୋଜନା କରୁଛନ୍ତି। ଏପରି କି ଗରିବ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଯୋଜନାର ସୁଫଳ…

ଜାନୁୟାରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

କଟକ ଅଫିସ, ୩୦।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି ଠାରୁ ଜାନୁୟାରୀ ୩ ଯାଏ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଓମିକ୍ରନର ସଂକ୍ରମଣ ବଢ଼ୁଥିବା ସହ ନୂଆବର୍ଷରେ ପର୍ଯ୍ୟଟକଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ…

ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବ ନନ୍ଦନକାନନ

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଧଳାବାଘ, ବଜ୍ରକାପ୍ତା ଓ ଘଡ଼ିଆଳ କୁମ୍ଭୀର ପ୍ରଜନନକୁ ନେଇ କେନ୍ଦ୍ରର ଦୃଷ୍ଟିଆକର୍ଷଣ କରିପାରିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର…

ଆରପାରିରେ ‘ଖଇରୀ’ର ପାଳିତା ମା’

କଟକ ଅଫିସ/ବାରିପଦା ଅଫିସ , ୩୦ା୧୨: ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ‘ଖଇରୀ’କୁ ପାଳିପୋଷି ବଡ଼ କରିଥିବା ନୀହାର ନଳିନୀ ସ୍ବାଇଁ(୮୮)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଜୀବଜନ୍ତୁ ପ୍ରେମୀ ତଥା ଖଇରୀର ପାଳିତା ମା’ ଭାବେ ନଳିନୀ ବେଶ୍‌ ପରିଚିତ…

ବାଘରାଣୀ ‘ଖଇରୀ’କୁ ପାଳି ଚର୍ଚ୍ଚାରେ ଥିବା ସାହସୀ ମହିଳାଙ୍କ ପରଲୋକ

କଟକ ଅଫିସ,୨୯ା୧୨: ବାଘରାଣୀ ‘ଖଇରୀ’କୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ପରଲୋକ ହୋଇଛି। କଟକ ସିଦ୍ଧେଶ୍ୱର ସାହିଠାରେ ଥିବା ଏକ ବୃଦ୍ଧା ଆଶ୍ରମରେ ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା

ନରସିଂହପୁର,୨୯।୧୨(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଗଁା ରାଜନୀତି ସରଗରମ ହୋଇଥିବାବେଳେ ପ୍ରାର୍ଥୀ ଚୟନକୁ ନେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ବିରୋଧ କରାଯାଇଛି। କଟକ ଜିଲା ନରସିଂହପୁର ବ୍ଲକ ବାସେଳିହତା ଗ୍ରାମରେ କେତେଜଣ ଯୁବକ ବିଧାୟକ ମିଶ୍ରଙ୍କୁ…

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ,୨୮।୧୨: ଜାନୁୟାରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡିତଙ୍କୁ ଏହି ଟିକା ମିଳିବ। ତେବେ କେଉଁ…

କୋଠା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ, ୨୮।୧୨: କଟକ ସହରରେ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଯାଇପାରୁନାହିଁ। କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ନୂଆ ରାଉସାପାଟଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୋଠାରେ ୬ଟି ପରିବାର ଭଡାରେ ରହୁଛନ୍ତି। ସେଥିମଧ୍ୟରୁ ଗୋଟିଏ ପରିବାରର ୬…

ଗୁଡ଼ି ଉଡାଳିଙ୍କୁ ଥାନାରେ ଅଟକ ରଖି ଜେରା

କଟକ ଅଫିସ,୨୭।୧୨: ରବିବାର ଜଗତପୁର ଥାନା ଅଧୀନ ପୀରବଜାର ଅଞ୍ଚଳରେ ବେକରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଜଣେ ସୂତା ବିକ୍ରେତାଙ୍କୁ ଗିରଫ କରିଛି। ସେ ହେଲେ ସେଖ ଅନୱର। ସେ ମାଞ୍ଜା ସୂତା ବିକ୍ରି କରୁଥିବା…

ବୁଦା ଭିତରେ ପଡ଼ିଛି ଅଜଣା ବ୍ୟକ୍ତିର ମୃତଦେହ

ଚୌଦାର, ୨୭।୧୨(ଡି. ଏନ୍‌. ଏ): ମଙ୍ଗୁଳି – ଚୌଦାର ପିଏଚ୍‌ରେ ଥିବା ବିଶ୍ରାମଗାର ନିକଟ ଏକ ବୁଦା ଭିତରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ପଡ଼ି ରହିଛି। ଚଳନ୍ତା ଟ୍ରେନରୁ ବ୍ୟକ୍ତିଟି ଛିଟିକି ପଡ଼ିଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ…

ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ବେଳେ ପହଞ୍ଚିଲା ପୋଲିସ

କଟକ ଅଫିସ,୨୫।୧୨: ଆଜି ବଡ଼ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରିଥାନ୍ତି। ତେବେ ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନରେ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ…

ଆକାଶବାଣୀର ପୂର୍ବତନ ଉପସ୍ଥାପିକାଙ୍କ ପରଲୋକ

କଟକ ଅଫିସ, ୨୫ା୧୨: ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଉପସ୍ଥାପିକା ତଥା ‘ନାରୀମହଲ’ କାର୍ଯ୍ୟକ୍ରମର ସଞ୍ଚାଳିକା ଗୋପା ଦାସ(୭୩)ଙ୍କର ଗତ ୨୨ ତାରିଖରେ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?