କଟକ

ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ । ଏଭଳି ଘଟଣା ଘଟିଛି କଟକ ଜିଲା ଚୌଦ୍ୱାର ଥାନା ନୂଆପାଟଣା ମଧୁସୂଦନ ସେତୁ ନିକଟରେ…

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ

କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଫାୟାର ଇଞ୍ଜିନିୟର୍ସ (ଇଣ୍ଡିଆ) ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ-୨୦୨୧ ମେଳାରେ ଏହି…

ସବୁ ଆର୍‌ଟିଓରେ ହେବ ଗାଡ଼ିି ଫିଟ୍‌ନେସ୍‌ ଯାଞ୍ଚ

କଟକ ଅଫିସ,୭ା୧: ଗାଡ଼ି ଫିଟ୍‌ନେସ୍‌ ପ୍ରମାଣପତ୍ରର ନବୀକରଣ ପାଇଁ ଏମ୍‌. ବାହନ ଆପ୍ଲିକେଶନରେ ଆବେଦନ କରାଯିବ। ଏନେଇ ପରିବହନ କମିଶନର ଗାଡ଼ିମାଲିକମାନଙ୍କୁ ଜଣାଇ ଦେଇଛନ୍ତି। ଏଥିସହ ଗାଡ଼ି ଯେଉଁଠି ପଞ୍ଜୀକରଣ ହୋଇଥାଉ ନା କାହିଁକି, ଗାଡ଼ିମାଲିକମାନଙ୍କ ସୁବିଧା ଦୃଷ୍ଟିରୁ ଯେକୌଣସି ଆଞ୍ଚଳିକ…

୬ ସପ୍ତାହ ମଧ୍ୟରେ ବାର୍‌ କାଉନ୍‌ସିଲ ନିର୍ବାଚନ କର: ହାଇକୋର୍ଟ

କଟକ ଅଫିସ,୫ା୧: ରାଜ୍ୟ ବାର କାଉନ୍‌ସିଲ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ୬ସପ୍ତାହ ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଭୋଟର ତାଲିକା ଅନୁସାରେ ନିର୍ବାଚନ ଆୟୋଜନ କରିବାକୁ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ…

ଆଜିଠୁ ଦଶମ ସମେଟିଭ-୧

କଟକ ଅଫିସ, ୫ା୧: ଦଶମ ଶ୍ରେଣୀ ସମେଟିଭ ଆସେସ୍‌ମେଣ୍ଟ-୧ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେଉଛି। ଚଳିତବର୍ଷ ୩୦୯୩ କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ…

ବାର୍‌ହା ଫାଶରେ ବାଘ

ତିଗିରିଆ,୪।୧(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଛି। ଖବରପାଇ ବନ…

ବିପୁଳ ପରିମାଣରେ ନକଲି ସିମେଣ୍ଟ ଜବତ

କଟକ ଅଫିସ,୩।୧: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ ନାମକ ଏକ ଘରୋଇ କନଷ୍ଟ୍ରକଶନ କମ୍ପାନୀ ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍‌ ଉଚ୍ଚାରଣ

କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ ଶୁଣିବାକୁ ମିଳିବ ସାର୍‌। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍‌ରେ ଆଉ ମାଇଁ ଲଡ୍‌ ସମ୍ବୋଧନ…

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ, ୨।୧: କଟକରେ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହେବ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ନୋଡାଲ ଅଫିସର ଡକ୍ଟର ଉମେଶ ରାୟ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତର,…

ଛାୟା ମା’ଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୨୧(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘବର୍ଷ ହେବ ଭିକ୍ଷାବୃତ୍ତି କରି ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା କରିଥିବା ଛାୟା ଦେବୀ ଓରଫ ଛାୟା ମା’ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଯୁବକମାନେ…

ନିର୍ମାଣ ଶେଷ ପରେ ବି ମିଳୁନି ଟଙ୍କା

କଟକ ଅଫିସ,୨।୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ୨୦୨୨ ଶେଷ ସୁଦ୍ଧା ସହରାଞ୍ଚଳରେ ସମସ୍ତ ବାସହୀନଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସିଏମ୍‌ସିର ମୋଟ ୫୯ ୱାର୍ଡରେ ୨,୭୫୪ ହିତାଧିକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।…

‘ଲୋକଙ୍କ ସେବା, ସୁରକ୍ଷାକୁ ପ୍ରାଥମିକତା’

କଟକ ଅଫିସ,୧ା୧: ଓଡ଼ିିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?