ଭଦ୍ରକ

ବିଦାୟ ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ,୧୮ା୧୦(ସନାତନ ରାଉତ): ଭଦ୍ରକ ପୁରୁଣାବଜାରଠାରେ ଏକମାସ ଧରି ପୂଜା ପାଉଥିବା ଚାନ୍ଦିମେଢ଼ରେ ତିଆରି ହୋଇଥିବା ବାବା ଟୋକାଗଣେଶଙ୍କୁ ବୁଧବାର ଧୂମ୍‌ଧାମରେ ବିଦାୟ ଦିଆଯାଇଛି। ଦୁଲ୍‌ଦୁଲି ବାଜା, ସିଂହବାଜା, ଆଦିବାସୀ ନୃତ୍ୟ, ବ୍ୟାଣ୍ଡପାର୍ଟି, ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପାରମ୍ପରିକ…

ମଣ୍ଡପରେ ବାହାନଗା ରେଳ ଦୁର୍ଘଟଣାର ଦୃଶ୍ୟ

ଭଦ୍ରକ,୧୮।୧୦ (ସନାତନ ରାଉତ): ଚଳିତବର୍ଷ ଭଦ୍ରକ ଗାନ୍ଧୀପଡ଼ିଆ ସାର୍ବଜନୀନ ଦୁର୍ଗାପୂଜା ୭୬ବର୍ଷରେ ପଦାର୍ପଣ କରୁଛି। ଆଉ ଦୁଇଦିିନ ପରେ ସପ୍ତମୀ ପୂଜା ଆରମ୍ଭ ହେବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବାଲେଶ୍ୱର ଜିଲା…

୨୯ରୁ ଭଣ୍ଡାରିପୋଖରୀ ମହୋତ୍ସବ

ଭଣ୍ଡାରିପୋଖରୀ, ୧୮।୧୦(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ଜଗନ୍ନାଥ ବଣିକ ସଂଘଠାରେ ଗଜଲକ୍ଷ୍ମୀ ପୂଜାରେ ଭଣ୍ଡାରିପୋଖରୀ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାରିକପୁରସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ…

ଦୁଇଦୁଇ ପଦବୀରେ କିପରି ହେଲେ ସଭାନେତ୍ରୀ, ଅଭିଯୋଗ ଆଣିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ,୧୭।୧୦(ସନାତନ ରାଉତ ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିଜେଡି ସଭାନେତ୍ରୀ ମିଶନ ଶକ୍ତିର ଚାନ୍ଦବାଲି ବ୍ଲକ ସ୍ତରୀୟ ଫେଡେରେଶନର ସଭାନେତ୍ରୀ ଅଛନ୍ତି। ନିୟମ ଅନୁଯାୟୀ ଜଣେ ରାଜନୈତିକ ବ୍ୟକ୍ତି ମିଶନ ଶକ୍ତି ବ୍ଲକ ଫେଡେରେଶନରେ କୌଣସି ପଦବୀରେ ରହିପାରିବେ ନାହିଁ…

ବିଦାୟ ନେଲେ ପିଲା ଗଣେଶ

ଭଦ୍ରକ,୧୭ା୧୦(ସନାତନ ରାଉତ): ଭଦ୍ରକ ପୌରାଞ୍ଚଳର କୁଆଁସଠାରେ ଏକମାସ ଧରି ପୂଜା ପାଇ ଆସୁଥିବା ପିଲା ଗଣେଶଙ୍କୁ ଧୁମ୍‌ଧାମରେ ବିଦାୟ ଦିଆଯାଇଛି। ପୂଜା ମଣ୍ଡପଠାରୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରିବା ପରେ ସାଳନ୍ଦୀ କୁଆଁସ ଘାଟରେ ବିସର୍ଜନ କରାଯାଇଛି।…

ମୋବାଇଲ ଭାଙ୍ଗି ଦେବାରୁ ଜୀବନ ନେଇଗଲା ସାଙ୍ଗ

ଚାନ୍ଦବାଲି,୧୬।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣଖାସାହି ଗାଁରେ ଶୁକ୍ରବାର ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର…

ଦୁଇଦିନ ହେଲା ନିଖୋଜ ଥିଲେ ଯୁବକ, ଆଜି ମିଳିଲା ମୃତଦେହ

ଚାନ୍ଦବାଲି,୧୫ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଞ୍ଚଳର ଜଣେ ଯୁବକ ଦୁଇଦିନ ହେଲା ନିଖୋଜ ଥିବା ବୋଳେ ରବିବାର ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ଜବତ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର…

ତିହିଡି  ଛକରୁ ମିଳିଲା ଯୁବକଙ୍କ ମୃତଦେହ

ଭଦ୍ରକ,୧୫।୧୦(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆରଡ଼ି ଛକ ନିକଟରୁ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ତିହିଡି ଗ୍ରାମର ଦୀପକ ଓଝା (୩୦)। ଘଟଣାସ୍ଥଳରୁ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର…

କାର୍ଗୋ ପରିଚାଳନାରେ ଧାମରା ବନ୍ଦରର ରେକର୍ଡ

ଭଦ୍ରକ,୧୪।୧୦(ସନାତନ ରାଉତ): ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଅଧୀନରେ ଥିବା ଆଦାନୀ ଧାମରା ବନ୍ଦର କାର୍ଗୋ ପରିଚାଳନା କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ୨୪ ଘଣ୍ଟା ମଧ୍ୟରେ ୨,୨୬,୬୧୦ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା କରି…

୧୨ ଦଫା ଦାବିରେ ସମବାୟ ସମିତି ଆଗରେ ଧାରଣା

ବନ୍ତ,୧୩।୧୦(ହରିନାରାୟଣ ମହାନ୍ତି): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତି ଆଗରେ ଅଖିଳ ଭାରତ କୃଷକ ସଭା ବନ୍ତ ବ୍ଲକ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଏହି ଅବସରରେ ନିଳୋକ ବଜାରଠାରୁ କୃଷକ ସଭାର କର୍ମୀମାନେ ଏକ…

ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ

ଧାମନଗର,୧୨ା୧୦(ଦେବେନ୍ଦ୍ର ଆନ୍ଦିଆ)ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଦୁଲାରପୁର ଗ୍ରାମର ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ ବୁଧବାର ଜନ୍ମମାଟିରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ଜାତୀୟସ୍ତରର ଶ୍ରମିକ ନେତା ଓ…

ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ

ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ ମାଆଙ୍କୁ ନୀଳକଇଁରେ ମଣ୍ଡିତ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?