ନିର୍ବାଚନ ମଇଦାନରେ ନଣନ୍ଦ-ଭାଉଜ
ବନ୍ତ,୨୩|୧(ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ୨୫ ପଞ୍ଚାୟତର ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ସରିଛି। ତେବେ ଓଡ଼ଙ୍ଗ ପଞ୍ଚାୟତରେ ଗୋଟିଏ ପରିବାରର ନଣନ୍ଦ ଓ ଭାଉଜ ଭିନ୍ନ ଭିନ୍ନ ଦଳ ସମର୍ଥନରେ ସରପଞ୍ଚ...
ନିର୍ବାଚନ ଲଢ଼ିବେ ଦୁଇ ଯାଆ
ଧାମନଗର, ୨୩|୧ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍ ଅତୀତରୁ ଭାଜପା ହାତରେ ରହିଆସିଛି। ଏଥର ଉଭୟ ବିଜେଡି ଓ ଭାଜପାରୁ ଦୁଇ...
ନାମାଙ୍କନପତ୍ର ଦାଖଲ ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା
ଭଦ୍ରକ ଅଫିସ,୨୨।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ କାର୍ଯ୍ୟାଳୟରେ। ଶୁକ୍ରବାର ବିଳମ୍ବିତ ରାତିରେ...
ବିଜେଡି-ଭାଜପା ମୁହାଁମୁହିଁ
ଭଦ୍ରକ ଅଫିସ, ୨୨।୧ ଭଦ୍ରକ ଜିଲା ସଦର ବ୍ଲକରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲକୁ ନେଇ ବିଜେଡି ଓ ଭାଜପା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଆସୁଥିବା ବେଳେ ଭାଜପା କର୍ମୀମାନଙ୍କୁ ରାହାଞ୍ଜଠାରେ ପ୍ରତିପକ୍ଷ ବିଭିନ୍ନ ଆକ୍ଷେପ...
ମଣ୍ଡିରେ ପଡ଼ି ରହିଛି ଧାନ
ପଦ୍ମପୁର, ୨୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ସମିତି ଓ ସ୍ବୟଂସହାୟକ ଗୋଷ୍ଠୀଠାରୁ ଧାନ ଉଠାଉ ନାହାନ୍ତି ସହବନ୍ଧିତ ମିଲର। ବ୍ଲକର ୨୦ଟି ସେବା ସମବାୟ ସମିତି ଓ ୭ଟି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କଠାରୁ...
ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ : ଚାକିରିରୁ ତଡ଼ାଖାଇଲେ ଜିଆରଏସ୍
ଚାନ୍ଦବାଲି,୨୧।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍ଏନ୍ଗେଜ୍ଡ) କରାଯାଇଛି। ଉକ୍ତ ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍...
ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ଭଣ୍ଡାରିପୋଖରୀ,୨୦।୧ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ଦାସ (୯୩)ଙ୍କ ଗୁରୁବାର ଅପରାହ୍ନରେ ସରସଦା ପଞ୍ଚାୟତ ପିରିପୁର ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ଝିଅ, ପୁଅ, ଜ୍ୱାଇଁ, ନାତୁଣୀ, ନାତି, ପୂର୍ବତନ ପଞ୍ଚାୟତ...
ନିୟମ ମାନୁନାହାନ୍ତି କର୍ମୀ, ସମର୍ଥକ
ବାସୁଦେବପୁର,୨୦।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ଜାରି ରହିଛି। ଗୁରୁବାର ସମିତିସଭ୍ୟ ପଦବୀ ଲାଗି ନାମାଙ୍କନ ଦାଖଲ ବେଳେ ବ୍ଲକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ନିର୍ବାଚନ ପରିଚାଳନା...
‘ରାସ୍ତା ନାହିଁ ତ ଭୋଟ ନାହିଁ’
ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ ଗ୍ରାମବାସୀ ଏକାଠି ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି...
ମିଲରଙ୍କୁ ଘେରିଲେ ଚାଷୀ
ପଦ୍ମପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର ପୁରୁଦା ସେବା ସମବାୟ ସମିତିରେ ଧାନ କଟ୍ନୀକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ସେମାନେ ମିଲରଙ୍କୁ ଘେରିଥିଲେ। ପ୍ରକାଶ ଯେ, ଜାନୁୟାରୀ ୫ରୁ ଚାଷୀଙ୍କଠାରୁ...
ପୁଣି ଜାତୀୟ ରାଜପଥରେ ଫାଟ
ଆରଡ଼ି, ୧୯।୧ (ଡି.ଏନ.ଏ.): ଥରେ କି ଦୁଇଥର ନୁହେଁ ଲଗାତର ୭ ବର୍ଷ ହେଲା ୨୦ ନଂ. ଜାତୀୟ ରାଜପଥ ଦବୁଛି। ଯାହାକି ବୈତରଣୀ ନଦୀର ସୁରକ୍ଷା ବନ୍ଧ। ଏଠାରେ ପ୍ରତିବର୍ଷ ରାସ୍ତା ମରାମତି ହେଉଥିଲେ ମଧ୍ୟ ପୁଣି ଉକ୍ତ...
ଭୋଟର ତାଲିକାରେ ନାଁ ନାହିଁ
ଆରଡ଼ି, ୧୮।୧ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ୯ ନଂ. ଓ୍ବାର୍ଡର ସଂଶୋଧିତ ଭୋଟର ତାଲିକାରୁ ୪୦ଜଣ ବ୍ୟକ୍ତିଙ୍କ ନାମ ବାଦ୍ ପଡିଛି। ଏହି ତାଲିକାରୁ ଜଣେ ଆଶାୟୀ ସରପଞ୍ଚ ପ୍ରାର୍ଥିନୀଙ୍କ ପରିବାରର ୪ଜଣଙ୍କ...