ଭଦ୍ରକ

‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍‌ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ୫ ଜିଲାର ସମସ୍ତ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।…

ମେଲାଣି ନେଲେ ମା’

ଭଦ୍ରକ,୧୯।୧୧(ସନାତନ ରାଉତ): ସାତ ଦିନ ଧରି ଚରମ୍ପାଠାରେ ଚାଲିଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଶନିବାର ଉଦ୍‌ଯାପିତ ହୋଇଛି । ରବିବାର ମା’ ମେଲାଣି ନେଇଛନ୍ତି । ସକାଳରୁ ଭସାଣି ଆରମ୍ଭ ହୋଇଛି । ସମସ୍ତ ୮ଟି ପୂଜା ମଣ୍ଡପର ମେଢ଼…

ମଧ୍ୟାହ୍ନଭୋଜନରେ ପୋକ

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସୋୟାବିନ ତରକାରିରେ ପୁଳା ପୁଳା ଧଳା ଲାଙ୍ଗୁଡିଆ ପୋକ ବାହାରିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶନିବାର ସ୍କୁଲ…

ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି…

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୭ା୧୧(ରବିନାରାୟଣ ଖିଲାର/ସନାତନ ରାଉତ): ସପ୍ତମାତୃକା ବେଶର ଷଷ୍ଠ ଦିନରେ ଶୁକ୍ରବାର ମା’ ଭଦ୍ରକାଳୀ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାସରସ୍ବତୀ ବେଶରେ ମା’ଙ୍କ ମୁଖମଣ୍ଡଳ ଶ୍ୱେତବର୍ଣ୍ଣ ଥିବା ବେଳେ ହଂସ ଥିଲା ମା’ଙ୍କ ବାହନ। ଶ୍ୱେତବସ୍ତ୍ର ପରିଧାନ କରି ମା’…

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୬ା୧୧(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ମା’ଙ୍କ ମୁଖ ମଣ୍ଡଳ କଳା ବର୍ଣ୍ଣ ଓ ଶଙ୍ଖ ଚକ୍ର ଧାରଣ କରିଥିଲେ। ଏହି ବେଶରେ ଦର୍ଶନ କଲେ ପାପ ମୋକ୍ଷ ହେବା…

ଭଦ୍ରକ କାଳୀପୂଜା: ଆରମ୍ଭରୁ ଜମିଲାଣି

ଭଦ୍ରକ, ୧୪।୧୧(ସନାତନ ରାଉତ): ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକର ପରିଚୟ ନିଆରା। ଚରମ୍ପାଠାରେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଘରୋଇ ପୂଜା ଏବେ ଗଣପର୍ବର ରୂପ ନେଇଛି। ଚରମ୍ପାର ପିଡବ୍ଲୁଆଇ କମିଟି ସମେତ ମୁଖ୍ୟ ପୂଜା କମିଟିଗୁଡ଼ିକ ପକ୍ଷରୁ ଏଥର…

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି ପୁରୁଣାବଜାର ଥାନା ଅଧୀନ ଶଙ୍କରପୁର ସାହିରେ ଘର ଉପରେ ରକେଟ୍‌ ବାଣ ପଡ଼ି ଗୁଲାମ…

କାଳୀପୂଜା ପାଇଁ ଭଦ୍ରକ ଚଳଚଞ୍ଚଳ: ସାତ ଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ

ଭଦ୍ରକ,୧୨।୧୧(ସନାତନ ରାଉତ ): ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି। ସହରର ୯ଟି ମଣ୍ଡପରେ ମା’ ଙ୍କୁ ଆରାଧନା କରାଯାଉ ଥିବାବେଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ପୂଜା ଓ ବିଶ୍ୱଶାନ୍ତି…

ଅନ୍ୟର ମତ ଶୁଣିବା ହିଁ ଗଣତନ୍ତ୍ର

ଭଦ୍ରକ,୧୦ା୧୧(ସନାତନ ରାଉତ): ଗଣମାଧ୍ୟମ ନିରପେକ୍ଷ ହେବା ଜରୁରୀ। ଗଣତନ୍ତ୍ରରେ ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ରହିଛି। କହିବା ଅପେକ୍ଷା ଅନ୍ୟର ମତକୁ ଶୁଣିବା ହେଉଛି ଗଣତନ୍ତ୍ରର ମୂଳଦୁଆ। ଆମ ଭିତରେ ସହନଶୀଳତା ରହିଲେ ଆମେ ଏକାଠି ହେବା ସହ ଦେଶରେ ଏକତା…

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ

ଭୋଗରାଇ,୭ା୧୧(ପ୍ରଦୀପ ଦାସ):ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନଶିକ୍ଷକ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଓ ଭୟରେ ପ୍ରଧାନଶିକ୍ଷକ ପାଚେରି ଡେଇଁ ପଳାଇବା ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ…

କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଣ୍ଡାରିପୋଖରୀ, ୬।୧୧ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ୍‌ଗେଟ ନିକଟରୁ କୋଇଲା ଟ୍ରକ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?