ଭଦ୍ରକ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ

ଭଦ୍ରକ ଅଫିସ, ୧୫।୩: ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା, ଘରୋଇ କରଣ ବନ୍ଦ…

ବ୍ରାଉନସୁଗାର ଜବତ ଜଣେ ଗିରଫ

ଭଦ୍ରକ ଅଫିସ,୧୫।୩: ଭଦ୍ରକ ଗେଲପୁର ଇଲେକ୍‌ଟ୍ରି ଗ୍ରୀଡ ନିକଟରେ ମଙ୍ଗଳବାର ରାତିରେ ଯାନବାହନ ଯାଞ୍ଚ ହୋଇଥିଲା। ଏହି ସମୟରେ ଜଣେ ଯୁବକଙ୍କଠାରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୫.୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ଯାଜପୁର ଅଞ୍ଚଳର ରାଜୁ ମାଝିି ବୋଲି ବୁଧବାର…

ଦେଶୀ ଓ ବିଦେଶୀ ମଦ ସହ ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ଟାଉନ ଓ ସାବରଙ୍ଗ ଥାନା ଅନ୍ତର୍ଗତ ଆହାରପଦା, କେଶପୁର, ଇଛାପୁର, ଗବସାହି, ଗେଲଟୁଆ ଓ ନୂଆସାହି ଅଞ୍ଚଳରେ ଚଢାଉ ମଙ୍ଗଳବାର ଚଢାଉ ହୋଇଛି। ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପଅଧିକ୍ଷକ ଅନିତା…

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଚରମ୍ପା ଅଞ୍ଚଳର ଶେଖ ସୋବାନ ବୋଲି ଜଣାପଡିଛି । ମଙ୍ଗଳବାର ଭୋରରେ ମେଡିକାଲ ପରିସରରେ ମୃତଦେହ ପଡ଼ିଥିବା ଦେଖି ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ…

ଲାଞ୍ଚ ନେଇ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ଜିଲା ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକ ସୋମବାର ରାତିରେ ଜଣେ ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡୀଗାଁ ପଞ୍ଚାୟତର ଚାଷୀ ଶ୍ରୀଧର…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୧୩।୩: ୧୬ ନଂ. ଜାତୀୟ ରାଜପଥର ହୋଟେଲ ଓରିଆନ ନିକଟରେ ସୋମବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅଧୀନ ଗଢ଼ିଆଳି ଗ୍ରାମର ଅଜୟ ସାହୁ (୩୦)…

ରାମନବମୀ ମହୋତ୍ସବ ଉପଲକ୍ଷେ ଗଣଦୌଡ଼

ଭଦ୍ରକ ଅଫିସ,୧୨।୩: ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ତାରିଣୀ ମନ୍ଦିରରୁ ଗଣଦୌଡ଼ ଆରମ୍ଭ ହୋଇ ୨ କିମି ସହର ପରିକ୍ରମା…

ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଧାରଣା

ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କୁକୁଡ଼ା…

୩୧୮ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୧,୦୩୭ ଛାତ୍ରୀଛାତ୍ର

ଭଦ୍ରକ ଅଫିସ,୧୦ା୩: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌-୨ ପରୀକ୍ଷା। ଜିଲାର ମୋଟ୍‌ ୩୧୮ଟି ଉଚ୍ଚ ବିଦ୍ୟାଳୟର ୨୧୦୩୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୭ଟି ବ୍ଳକରେ ମୋଟ୍‌ ୧୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଚାନ୍ଦବାଲି…

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ ।…

ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ରେଲ୍‌ରୋକୋ

ଭଦ୍ରକ ଅଫିସ,୭।୩: ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ମଙ୍ଗଳବାର ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକ ଭଦ୍ରକଠାରେ ରେଳରୋକୋ କରିଛନ୍ତି l ସକାଳ ୭ଟାରେ ସମର୍ଥକମାନଙ୍କ ସହ ଭଦ୍ରକ ଚରମ୍ପା ଷ୍ଟେଶନର ଦକ୍ଷିଣ ପାର୍ଶ୍ୱ ୧୦୮ ଲେଭଲ…

‘ସରକାରୀ ଯୋଜନାର ସୁବିଧା ନେଇ ସ୍ବାବଲମ୍ବୀ ହୋଇପାରିବେ ମହିଳା’

ଭଦ୍ରକ ଅଫିସ,୭।୩: ବିଭିନ୍ନ ସରକାରୀ ଯୋଜନାର ସବ୍‌ସିଡି ବ୍ୟବସ୍ଥା ରହିଛି। ଏହାର ସୁଯୋଗ ନେଇ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଉଦ୍ୟୋଗୀ ହୋଇ ସ୍ବାବଲମ୍ବୀ ହୋଇପାରିବେ। ଏଥିସହ ଅନ୍ୟମାନଙ୍କୁ କର୍ମନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିବେ ବୋଲି ଭଦ୍ରକ ଜିଲାସ୍ତରୀୟ ୫ଦିନିଆ ଉଦ୍ୟୋଗୀ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?