ଭଦ୍ରକ

କୋଇଲା ଚୋରଙ୍କ ଢେଲା ମାଡ଼ରେ ଥାନା ଅଧିକାରୀ ଆହତ

ଭଦ୍ରକ,୧୮।୫: ଭଦ୍ରକ ଚାନ୍ଦବାଲି ରାସ୍ତାର ମତୋ ସରକାରୀ ଡାକ୍ତରଖାନା ପାଖରେ ବୁଧବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ପିକ୍‌ପ ଗାଡି ରାସ୍ତା କଡକୁ ଗଡ଼ି ପଡ଼ିଥିଲା। ଏନେଇ ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ସଦଳବଳେ ଘଟଣାସ୍ଥଳରେ…

ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଭଦ୍ରକ ଅଫିସ,୧୬।୫: ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ମୁଲିଆ ସଙ୍ଘ ଭଦ୍ରକ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଭୂମିହୀନଙ୍କୁ ଘର ପଟ୍ଟା ଓ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସରକାରୀ ବସ୍ତିର ମାନ୍ୟତା, ଜାଗା ମିଶନରେ ପ୍ରମାଣ ପତ୍ର ଯୋଗାଇବା…

ତୁଟିଲା ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମି ବିବାଦ

ତିହିଡ଼ି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୌଲତପୁର ପଞ୍ଚାୟତର ପୀରହାଟ ବଜାରରେ ଥିବା ମା’ ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମିକୁ ନେଇ ଲାଗି ରହିଥିବା ବିବାଦ ତୁଟିଛି। ଏହି ଜମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି…

ଧସିଲା ମନ୍ତେଇ ସୁରକ୍ଷାବନ୍ଧ

ଚାନ୍ଦବାଲି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତ କନକପଲ୍ଲୀ ଗଁା ନିକଟରେ ଶନିବାର ମନ୍ତେଇ ନଦୀର ଶହେ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି। ଫଳରେ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ…

୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ପଞ୍ଜୀକରଣ…

ବରିଷ୍ଠ ଆଇନଜୀବୀଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ଏମ୍‌ପି ବିଧାୟକ

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ସହରର ବରିଷ୍ଠ ଆଇନଜୀବୀ ରାୟ ରମାନନ୍ଦ ମହାପାତ୍ରଙ୍କର ୬୮ ବର୍ଷରେ ଶନିବାର ରାତିରେ ହୃଦଘାତରେ ପରଲୋକ ହୋଇଛି । ସେ ଏକାଧାରରେ ଜଣେ ଆଇନଜୀବୀ, ନାଟ୍ୟ ନିର୍ଦ୍ଦେଶକ, ଶ୍ରୀରାମ ନବମୀ ମହୋତ୍ସବ କମିଟି ସଭାପତି, ଚକାଡୋଳା…

ଅର୍ଥ ମଞ୍ଜୁର ପରେ ନିର୍ମାଣ ହେଉନି ବିଶ୍ରାମାଗାର

ଭଦ୍ରକ ଅଫିସ, ୧୩ା୫: ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଅର୍ଥ ମହଜୁଦ ରହି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବିଶ୍ରାମାଗାର ନିର୍ମାଣ ହୋଇପାରୁନାହିଁ ା ଏପରି ବ୍ୟତିକ୍ରମ ସୃଷ୍ଟି ହୋଇଛି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ…

ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର ୩ ମାସ ପରେ ପୋଲିସ କୁଆଁସ ଅଞ୍ଚଳର ଅଭିଯୁକ୍ତ ସାଗର ଦାସଙ୍କୁ ବୁଧବାର ତାମିଲନାଡୁରୁ…

ସେମିଷ୍ଟାର ପ୍ରୋଜେକ୍ଟ ଫି ଅଧିକ ଆଦାୟକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀଛାତ୍ର

ଭଦ୍ରକ ଅଫିସ, ୧୦।୫: ଭଦ୍ରକ ଉତ୍ତର ବାହିନୀ ସ୍ଥିତ ସାଳନ୍ଦୀ ଡିଗ୍ରୀ କଲେଜରେ ସେମିଷ୍ଟାର ପ୍ରୋଜେକ୍ଟ ଫି ଅଧିକ ନେଉଥିବା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡିଛି କି, ଫକୀର ମୋହନ ୟୁନିଭରସିଟି ନିର୍ଦ୍ଦେଶ…

ନ୍ୟାୟ ପାଇଁ ଏସ୍‌ପି ଅଫିସ ଆଗରେ ଧାରଣାରେ ବସିଲେ ମା’-ଝିଅ

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲା ପୀରହାଟ ଥାନା ଅର୍ଜୁନବିନ୍ଧା ଗ୍ରାମର କନକଲତା ବେହେରା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ଗତ ୧ ତାରିଖରେ ଭଦ୍ରକ କଚେରି ବଜାରରେ ମା-ଝିଅ…

ସ୍କୁଲ ଉନ୍ନତି ପାଇଁ ଦାନ କଲେ ପେନ୍‌ସନ ଟଙ୍କା

ଭଦ୍ରକ ଅଫିସ,୮।୫: ଦିନେ ଯେଉଁ ସ୍କୁଲରେ ସେ ପଢ଼ୁଥିଲେ, ତାହାର ଉନ୍ନତି ପାଇଁ ନିଜର ପେନ୍‌ସନ ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ବିକାଶ ନିମନ୍ତେ ପେନ୍‌ସନ ଟଙ୍କାରୁ ୧ ଲକ୍ଷ ସହାୟତା ପ୍ରଦାନ କରି ଏବେ ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ଜିଲା…

୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା

ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପରିବାରକୁ ବୀମା ସହାୟତା ରାଶି ମିଳି ନାହିଁ। ବୀମା କମ୍ପାନୀର ବୈମାତୃକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri