ଭଦ୍ରକ

ଚିଙ୍ଗୁଡ଼ି ଫାର୍ମରେ ବିଷ ପକାଇ ମାରିଦେଲେ , ଜଣେ ଗିରଫ

ଚାନ୍ଦବାଲି,୯।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗାଁରେ ଚିଙ୍ଗୁଡ଼ି ଘେରି ମଧ୍ୟରୁ ଚୋରି ପରେ ଫାର୍ମରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ଦେଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ବାଲିଗାଁର…

ନାବାଳିକାଙ୍କୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ

ଭଦ୍ରକ, ୯।୧୦(ସନାତନ ରାଉତ): ଭଦ୍ରକ ଚରମ୍ପା ଅଞ୍ଚଳରେ ଜଣେ ବୃଦ୍ଧ ଜଣେ ନାବାଳିକାଙ୍କୁ ବିବାହ କରିଥିବା ନେଇ ଭଦ୍ରକ ବ୍ଲକ ସିଡିପିଓ ରାଜଶ୍ରୀ ଗୋସ୍ବାମୀ ସୋମବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମା’, ଝିଅ ଚରମ୍ପାରେ ରହୁଥିବା ବେଳେ…

ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି,୬ା୧୦(ଅଶୋକ ପଣ୍ଡା/କିଶାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡ଼ା ଗାଁ ପାଖରେ ବୈତରଣୀ ନଦୀପଠାରୁ ଶୁକ୍ରବାର ପୂର୍ବାହ୍ନରେ ଏକ ମଇଁଷିକୁ କୁମ୍ଭୀର ଝାମ୍ପି ନେଇଛି । ନଦୀପଠାରେ କେତୋଟି ମଇଁଷି ପାଣି ପିଉଥିବା ବେଳେ ପଛରେ ଥିବା ଏକ ମଇଁଷିକୁ…

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୬ା୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାରର ପରିବାହାଟ ନିକଟରେ ଥିବା ସାହୁ ଜୁଏଲେରୀ ଓ ୱାର୍କସପ୍‌ ନାମକ ଗହଣା ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ଆଜବେଷ୍ଟସ୍‌ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର…

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ 

ଚାନ୍ଦବାଲି, ୬।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋସିଙ୍ଗା ପଞ୍ଚାୟତ ସାବିତ୍ରୀସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ଆଂଶିକ ଆସବାବପତ୍ରରେ ନିଆଁ ଲାଗିଯାଇଥିଲା। ଛାତ୍ରୀଛାତ୍ର ଅଳ୍ପକେ…

ମାସେ ପରେ ପ୍ରେମିକା ଗିରଫ

ଭଦ୍ରକ, ୬ା୧୦(ସନାତନ ରାଉତ):ଭଦ୍ରକ-ଚରମ୍ପା ରେଳ ଷ୍ଟେଶନ ନିକଟ ଏକ ହୋଟେଲରେ ଗତ ସେପ୍ଟେମ୍ବର ୩ ରାତିରେ ରହିଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣାର ମାସକ ପରେ ଉକ୍ତ ଦିନ ହୋଟେଲରେ ଯୁବକଙ୍କ ସହ ରାତ୍ରିଯାପନ କରିଥିବା ତାଙ୍କ ପ୍ରେମିକାଙ୍କୁ…

ସୂଚନାଫଳକ ପଡ଼ି ଛାତ୍ର ମୃତ

ଭଦ୍ରକ(ସନାତନ ରାଉତ)/ ଧାମନଗର(ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର), ୫ା୧୦ଭଦ୍ରକ ଜିଲା ଧାମନଗର ବ୍ଲକ ଗଢ଼ିଆଳି ପଞ୍ଚାୟତ ଅଧୀନ ଉଚ୍ଚପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ କାନ୍ଥକୁ ଲାଗି ରହିଥିବା ଏକ ଫଟା ସୂଚନା ଫଳକ…

ପାଳନ କରିବେ ନାହିଁ ଗାନ୍ଧୀ ଜୟନ୍ତୀ

ଭଣ୍ଡାରିପୋଖରୀ,୧।୧୦(ରବିନାରାୟଣ ଖିଲାର): ଗାନ୍ଧୀ ଜୟନ୍ତୀ ପାଳନ କରିବେ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସରପଞ୍ଚ ଅମୂଲ୍ୟ…

ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ

ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା ପୂର୍ବତନ…

ଜେଲରେ ନିଜ ଗୁପ୍ତାଙ୍ଗ କାଟିଲେ କଏଦୀ

ଭଦ୍ରକ, ୧।୧୦(ସନାତନ ରାଉତ)ଭଦ୍ରକ ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀ ଶୌଚାଳୟରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ସେ ହେଲେ ତିହିଡ଼ି ଥାନା ଅଧୀନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…

ଶହୀଦ ପୀଠରୁ ମାଟି ସଂଗ୍ରହ

ଧାମନଗର, ୩୦।୯ (ଦେବେନ୍ଦ୍ର ଆନ୍ଦିଆ)-ଭଦ୍ରକ ଜିଲା ଧାମନଗର ବିଧାନସଭା କ୍ଷେତ୍ରର ଲୁଣିଆ ଗୁଳିକାଣ୍ଡ ସ୍ମାରକୀସ୍ଥଳୀ ଶହୀଦନଗରସ୍ଥିତ ଶହୀଦ ସ୍ମୃତିପୀଠଠାରେ ଭାଜପା ପକ୍ଷରୁ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ଏମ୍‌ପି…

ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା 

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?