ଅନୁଗୋଳ

ମିମ୍‌ସାର କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ଧୂଆଁବାଣ ନ ହେଉ

ତାଳଚେର,୧୭।୫(ନି.ପ୍ର.) ତାଳଚେର ମେଡିକାଲ କଲେଜ ବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ଏକ ଧୂଆଁ ବାଣ ନ ହେଉ। ହାଟତୋଟାସ୍ଥିତ ପ୍ରେସ୍‌ କ୍ଲବଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ତାଳଚେର ମେଡିକାଲ…

୫ ବର୍ଷ ହେଲା ନିଦରେ ପ୍ରଶାସନ

ଆଠମଲ୍ଲିକ,୧୭।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଛି। ୫ଟି ଶ୍ରେଣୀଗୃହ ମଧ୍ୟରୁ ୩ଟି କୋଠରି ଚଟାଣ ଦବି ଗଲାଣି। ଛାତରୁ ଖଣ୍ଡ ଖଣ୍ଡ ପଲସ୍ତରା ଖସିଲାଣି। ଏପରି ଅବସ୍ଥାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାତ୍ର ୨ଟି କୋଠରିରେ ବସାଯାଉଛି। ଫଳରେ ଶିକ୍ଷାଦାନ…

ମାରିଦେଲେ ସ୍ବାମୀ, ଶାଶୁଘର ଲୋକେ

କଣିହାଁ,୧୭।୫(ଡି.ଏନ.ଏ.) ବାପଘରୁ ୮୦ ହଜାର ଟଙ୍କା ନ ଆଣିବାରୁ କଣିହାଁ ଥାନା ବଡଗୁଣ୍ଡୁରୀ ଗ୍ରାମର ଦୀପ୍ତି ନାୟକ (୨୫)ଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ମାରିଦେଇଥିବା ଦୀପ୍ତିଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଦୀପ୍ତିଙ୍କ ଭାଇ ପଦ୍ମଚରଣ ନାୟକଙ୍କ ଅଭିଯୋଗ…

୩ ଜଙ୍ଗଲରୁ ଅବାଧ କାଠ ଚାଲାଣ

ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଦର୍ଶାଇଛନ୍ତି, ଧଣ୍ଡାତୋପା ରେଞ୍ଜରେ ଅନେକ ଘଞ୍ଚ…

ବେଆଇନ ଲିଚି କାରଖାନାରେ ଚଢ଼ାଉ

ଅନୁଗୋଳ ଅଫିସ,୧୬।୫: ତାଳଚେର ଥାନା ହାଟତୋଟା କାଳୀ ମନ୍ଦିର ନିକଟରେ ଥିବା ଏକ ବେଆଇନ ଲିଚି କାରଖାନାରେ ପୋଲିସ ଚଢାଉ କରି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ସମେତ ଲିଚି ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ…

ଖସିଲା ମୁଖ୍ୟ ଫାଟକ ଛାତ ପଲସ୍ତରା

ଅନୁଗୋଳ ଅଫିସ, ୧୬।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତରୁ ରବିବାର ବଡ଼ ଆକାରର ସିମେଣ୍ଟ ପଲସ୍ତରା ଖସିପଡ଼ିଛି। ଉକ୍ତ ଫାଟକ ଦେଇ ଏକ ରୋଗୀ ଥିବା ଆମ୍ବୁଲାନ୍ସ ମେଡିକାଲ ଭିତରକୁ ଯିବାର କେଇ ସେକେଣ୍ଡ ପରେ ଉକ୍ତ…

ରାତିରେ ଚୋରି, ଦିନରେ ଲୁଟ୍‌

ଅନୁଗୋଳ ଅଫିସ, ୧୬।୫: ରାତିରେ ଦାମୀ ଘର ଦେଖି କରାଯାଉଛି ଟାର୍ଗେଟ୍‌। ଏପରି କି ଘର ଲୋକ ଥିଲେ ମଧ୍ୟ କୌଶଳ କରି କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। ସେହିପରି ଦିନରେ ସହର ବଜାରରେ ବୁଲି ଦୁର୍ବୃତ୍ତମାନେ ବ୍ୟାଙ୍କ ଓ ବେପାରରୁ…

ଅନାହାରରେ ଥିବା ବୃଦ୍ଧଙ୍କୁ ମିଳିଲା ଖାଦ୍ୟ, ଚିକିତ୍ସା

ଛେଣ୍ଡିପଦା,୧୬।୫(ସ୍ବ.ପ୍ର.): ପୈତୃକ ଘର କିଶୋରନଗର ବ୍ଲକରେ। ହେଲେ ଦୀର୍ଘ ୪୦ ବର୍ଷ ହେଲା କାର୍ତ୍ତିକା ବେହେରା (୮୬) ଚାଲିଆସିଛନ୍ତି ଛେଣ୍ଡିପଦା ସାପୋଇସାହି ଅଞ୍ଚଳକୁ। ମୂଲ ମଜୁରି ଲାଗି ଯାହା ଆଣୁଥିଲେ ସ୍ତ୍ରୀଙ୍କ ସହ ଦୁଇମୁଠା ଖାଇ ଗଛମୂଳେ ଜରିପାଲ ତଳେ ରହିଯାଉଥିଲେ।…

କନ୍ୟାବେଡ଼ାବାସୀ କଲବଲ

ବଅଁରପାଳ, ୧୬।୫(ଡି.ଏନ୍‌.ଏ.): ଗ୍ରାମବାସୀ ହାତପାଆନ୍ତାରେ ଯେପରି ପାନୀୟଜଳ ପାଇପାରିବେ ସେଥିଲାଗି ବିଛାଯାଇଛି ପାଇପ୍‌। ନିର୍ମାଣ ହୋଇଛି ଷ୍ଟାଣ୍ଡ୍‌ପୋଷ୍ଟ। ହେଲେ ନା ଆସୁଛି ପାଣି, ନା ମେଣ୍ଟୁଛି ଲୋକଙ୍କ ଶୋଷ। ଦିନେ ନୁହେଁ କି ଦୁଇଦିନ ଏହି ସମସ୍ୟା ଦୀର୍ଘ ୧୦ ବର୍ଷର।…

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବାଗଡ଼ିଆ ବିଟ୍‌ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ…

ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ…

ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା। ଏପରି କି ଆବର୍ଜନା ପରିଚାଳନାର ସୁଫଳ ଯେପରି ତତ୍‌କ୍ଷଣାତ ମିଳିବ ସେ ନେଇ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?