‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’
ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନ୍ୟୁନ ୩ ଥର ଆଡଭାଇଜରି କମିଟି ବୈଠକ ଅନୁଷ୍ଠିତ ହେବା ନିୟମ…
ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ
ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଘଟଣାସ୍ଥଳରୁ ଜଣେ ନାବାଳକ ସହ କରଡ଼ାଗାଡ଼ିଆ ଅଞ୍ଚଳର ନୀଳକଣ୍ଠ ଗୋଚ୍ଛାୟତ (୨୧), ବନ୍ତଳା…
ଅଧିକ ଅର୍ଥ ଆଶାରେ ହରାଇଲେ ୮୦ ହଜାର
ଅନୁଗୋଳ ଅଫିସ,୧୬ା୯: ବଅଁରପାଳ ଥାନା କୁଶପଙ୍ଗି ଅଞ୍ଚଳର ଆର୍ଯ୍ୟ ଅସୀମା ନନ୍ଦ(୨୧) ସାଇବର ଠକେଇର ଶିକାର ହୋଇଛନ୍ତି। ଅନ୍ଲାଇନ୍ରେ ଚାକିରି ଖୋଜିବା ସମୟରେ ୮୦ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ…
ଶିଳ୍ପୀ ଦେଉଛନ୍ତି ଶେଷ ସ୍ପର୍ଶ
ବଅଁରପାଳ, ୧୬ା୯ (ଡି.ଏନ.ଏ.): ସରିଆସୁଛି ମଣ୍ଡପ ସାଜସଜ୍ଜା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ତୋରଣ ନିର୍ମାଣ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଉ ମାତ୍ର ଦିନଟିଏ ପରେ ନାଲ୍କୋନଗରବାସୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ହେବ। ୨ ବର୍ଷ ପରେ ମଣ୍ଡପରେ ପୂଜା…
୧୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ : ମହିଳା ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫ
ଅନୁଗୋଳ,୧୪।୯: ଅନୁଗୋଳରୁ ପୁଣି ବ୍ରାଉନ୍ସୁଗାର ଜବତ ହୋଇଛି।ଏହାକୁ ବିକ୍ରି ପାଇଁ ନେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଧିକାରୀମାନେ ଘଟଣାରେ ସମ୍ପୃକ୍ତ ମହିଳା ମାଷ୍ଟରମାଇଣ୍ଡଙ୍କ ସହ ତାଙ୍କ ସହଯୋଗୀଙ୍କୁ ଧରିବାରେ ସଫଳ…
ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତା ନିର୍ମାଣ ହେଲା
ଆଠମଲ୍ଲିକ, ୧୪।୯(ଡି.ଏନ.ଏ.): ଆଠମଲ୍ଲିକ ବସ୍ଷ୍ଟାଣ୍ଡ ନିକଟସ୍ଥ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ହୋଇଛି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା। ଫଳରେ ବ୍ୟସ୍ତବହୁଳ ଏହି ରାସ୍ତା…
କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଇଲେ କର୍ତ୍ତୃପକ୍ଷ
ଅନୁଗୋଳ ଅଫିସ, ୧୩ା୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଗଣେଶ ପୂଜା ହେବ। କୌଣସି ଭୋଜି ହୋଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିଲା। ହେଲେ ଏହାକୁ ଉଲ୍ଲଂଘନ କରାଯାଇ ୨ ଥର ଭୋଜି ହେଲା। କେତେଜଣ କର୍ମଚାରୀ ଏହି…
ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର
ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍କୋନଗରରେ ଚାଲିଛି ଜୋର୍ଦାର ସାଜସଜ୍ଜା। ହାତରେ ଆଉ କିଛି ଘଣ୍ଟା ସମୟ ଥିବାରୁ ମୂର୍ତ୍ତି କାରିଗର ଦିନରାତି ଲାଗିଛନ୍ତି କାମରେ। ତୋରଣ ନିର୍ମାଣ,…
ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା
ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍ ଆରୋହୀଙ୍କ ଜୀବନ ଯାଉଛି।…
ସରୁନି ସଡ଼କ ସଂଘର୍ଷ
ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ…
ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ
ବଅଁରପାଳ,୧୨ା୯(ଡି.ଏନ୍.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ରହି ଇନ୍ସେଟିଭ୍, ପାରାମିଟର ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ।…
ଭିତିରି ସମ୍ପର୍କ ପଦାରେ ପକାଇଲା ଭୋଜି
ଅନୁଗୋଳ ଅଫିସ, ୧୦।୯: ମେଡିକାଲରେ କେବଳ ଗଣେଶ ପୂଜା ହେବ। କୌଣସି କର୍ମଚାରୀ ଭୋଜିଭାତ କରିବେ ନାହିଁ। ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ। ହେଲେ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି କେତେଜଣ…

