ଅନୁଗୋଳ

ମନଛୁଇଁବ ମେଲୋଡି

ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା ସାନହୁଲା ପୂଜା କମିଟି ପକ୍ଷରୁ ଜାରିରହିଛି ବ୍ୟାପକ ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ…

ଦୁର୍ବ୍ୟବହାର ନେଇ ସରପଞ୍ଚଙ୍କ ଏତଲା

ଛେଣ୍ଡିପଦା, ୨୬ା୯ (ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ବାଗଡିଆ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପିଅନଙ୍କୁ ଦେହୁରୀସାହି ଗ୍ରାମର ମହିଳାମାନେ ଦୁର୍ବ୍ୟବହାର ସହିତ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିବା ରବିବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା…

ନଦୀର ସୁରକ୍ଷା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୭।୯: ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଏବଂ ବଡକେରା ପଞ୍ଚାୟତ ଜୈବବିବିଧତା ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଗୁରଙ୍ଗ ଗ୍ରାମରେ ବିଶ୍ବ ନଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ବୈଠକରେ…

ପ୍ରଦର୍ଶିତ ହେବ ରାବଣ ପୋଡ଼ି

ବଇଣ୍ଡା, ୨୬ା୯ (ଡି.ଏନ.ଏ.): ପାଖେଇ ଆସୁଛି ଦଶହରା ପର୍ବ। ଏଥିପାଇଁ ଶେଷ ହୋଇଆସୁଛି ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ପଡ଼ିବା ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ବଇଣ୍ଡା,୨୪।୯(ଡି.ଏନ.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶନିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।…

ଡେଲି ମାର୍କେଟର ୩ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୨୪ା୯: ଟିକସ ପ୍ରଦାନ ନ କରିବା, ଆବର୍ଜନା କରିବା ଏବଂ ପଲିଥିନ୍‌ ବିକ୍ରି କରୁଥିବା ଯୋଗୁ ଅନୁଗୋଳ ପୌରପାଳିକା ପକ୍ଷରୁ ଡେଲି ମାର୍କେଟ୍‌ର ୩ ଦୋକାନକୁ ଶୁକ୍ରବାର ସିଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଡେଲି ମାର୍କେଟର ଗୋଟିଏ ଦୋକାନରେ…

ସମନ୍ବୟ ରଖି ପରିଚାଳନା କର

ଅନୁଗୋଳ ଅଫିସ,୨୪ା୯: ଅନୁଗୋଳ ଜିଲାରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏବଂ ଅତିରିକ୍ତ ଜିଲାପାଳ (ସାଧାରଣ)…

୬ ହଜାର ହେକ୍ଟର ହେବ ଜଳସେଚିତ

ଅନୁଗୋଳ ଅଫିସ, ୨୪ା୯: ରାଜ୍ୟ ସରକାରଙ୍କ ପାର୍ବତୀଗିରି ବୃହତ୍‌ ଉଠା ଜଳସେଚନ ଯୋଜନାରେ ଉପକୃତ ହେବ ଅନୁଗୋଳ। ଏହି ଯୋଜନାରେ ଅନୁଗୋଳ ଜିଲାରେ ୩ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୨୩୯ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ…

‘ମୀନାକ୍ଷୀ ମନ୍ଦିର’ରେ ବସିବେ ମା’

ଅନୁଗୋଳ ଅଫିସ, ୨୩ା୯:ନୂତନ ଅନୁଷ୍ଠାନ ହୋଇଥିଲେ ବି ଏଥର ପୂଜା ହେବ ନିଆରା। ଏଥିପାଇଁ ପ୍ରସ୍ତୁତି ଚଳାଇଛି ଅନୁଗୋଳ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା ପୂଜା ଟ୍ରଷ୍ଟ। ଚଳିତବର୍ଷ ୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଟ୍ରଷ୍ଟ ପକ୍ଷରୁ…

ବଦଳି ନାହିଁ ବିଧି

ଅନୁଗୋଳ ଅଫିସ, ୨୨ା୯: ମା’ଙ୍କ ମୂର୍ତ୍ତି ଗଢ଼ା ପାଇଁ ରାଧାଷ୍ଟମୀ ଦିନ ଉଠାଯାଇଥିଲା ମାଟି। ସେବେଠୁ ଆରମ୍ଭ ହୋଇଥିବା ଅମଲାପଡ଼ା ଦୁର୍ଗା ପୂଜା ସମିତିର ପୂଜା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନୁଗୋଳ ସହରର ସର୍ବ ପୁରାତନ ପୂଜା ଅନୁଷ୍ଠାନ ଭାବେ…

ଦୁଲୁକାଇବ ରାବଣ ଦରବାର

  ଅନୁଗୋଳ ଅଫିସ, ୨୧।୯: ସରିଆସୁଛି ସାଜସଜ୍ଜା। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ପ୍ରସ୍ତୁତ ହେଉଛି ଅନୁଗୋଳ ସହରର ପୁରାତନ ପୂଜା ଅନୁଷ୍ଠାନ ହେମସୁରପଡ଼ା ଦୁର୍ଗାପୂଜା କମିଟି। ଚଳିତବର୍ଷ ୫୮ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି କମିଟି ପକ୍ଷରୁ ପ୍ରଥମେ…

ନିଆରା ଲାଗିବ ନଗର

ଅନୁଗୋଳ ଅଫିସ, ୨୦ା୯: ବିଶ୍ୱକର୍ମା ପୂଜା ଶେଷ ନ ହେଉଣୁ ମା’ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳରେ ଆରମ୍ଭ ହୋଇଗଲାଣି ସାଜସଜ୍ଜା। ଏପରି କି ଭସାଣି ଉତ୍ସବ ମଧ୍ୟ କିପରି ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ହୋଇଛି ଆଲୋଚନା। ସେଣ୍ଟ୍ରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?