ବାଣିଜ୍ୟ

ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଏସ୍‌ବିଆଇର ଗୁରୁତ୍ୱ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଡେପୁଟି ଏମ୍‌ଡି,ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ ଭର୍ଟିକାଲ ଶାଖାକୁ ବମ୍ବେରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ର ଉପ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ନୌଟିଆଲଙ୍କ ଉପସ୍ଥିତିରେ ଏସ୍‌ବିଆଇର…

ଭୋଡାଫୋନ ଟିକସ ମାମଲାରେ ସରକାରଙ୍କୁ ଝଟକା

ନୂଆଦିଲ୍ଲୀ: ଭୋଡାଫୋନ ଉପରେ ପ୍ରାୟ ୨ ବିଲିୟନ ଡଲାର(ପ୍ରାୟ୧୫ ହଜାର କୋଟି) ଟିକସ ମାମଲାରେ ସରକାରଙ୍କୁ ଶୁକ୍ରବାର ଝଟକା ଲାଗିଛି। ଏହି ମାମଲା କୋର୍ଟ ବାହାରେ ଫଇସଲା ହେଉଥିବା ବେଳେ ଏଥିରେ ଭୋଡାଫୋନ ବିଜୟ ଲାଭ କରିଛି। ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଭୋଡାଫୋନ…

ଫେସ୍‌ଲେସ୍‌ ଅପିଲ ଆରମ୍ଭ କଲା ସିବିଡିଟି; ୫.୬ ଲକ୍ଷ କୋଟିର ଟିକସ ମାମଲା ସମାଧାନ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ଫସି ରହିଥିବା ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କାର ଟିକସ ମାମଲାଗୁଡିକ ସମାଧାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆୟକର ବିଭାଗରେ ଟିକସ ସଂସ୍କାର…

ଜିଏସ୍‌ଟି ନିୟମକୁ କେନ୍ଦ୍ରର ଅବମାନନା; ଅନ୍ୟତ୍ର ବ୍ୟବହାର ହୋଇଛି କ୍ଷତିପୂରଣ ସେସ୍‌:ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ଗୋଟିଏ ପଟେ କହୁଛି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ରାଜକୋଷରେ ଅର୍ଥ ନାହିଁ। ହେଲେ ନିକଟରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଦେଇଥିବା ଏକ ରିପୋର୍ଟ କେନ୍ଦ୍ରର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ…

ସୋନିର ନୂଆ ଓ୍ବେୟାରଲେସ ହେଡ୍‌ଫୋନ

ନୂଆଦିଲ୍ଲୀ: ସୋନି ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ପରବର୍ତ୍ତୀ ପିଢ଼ିର ଡବ୍ଲ୍ୟୁଏଚ୍‌-୧୦୦୦ଏକ୍ସଏମ୍‌-୪ ହେଡ୍‌ଫୋନର ଶୁଭାରମ୍ଭ କରାଯାଇଛି। ଏହି ଲୋକପ୍ରିୟ ମଡେଲ ଦ୍ୱାରା ଗ୍ରାହକ ସୋନିର ସ୍ବତନ୍ତ୍ର ଅଡିଓ ସେବା ପାଇପାରିବେ। ଏହା ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ସେହିଭଳି ଏଥିରେ ବିଭିନ୍ନ…

ରାଣାଙ୍କ ଲଣ୍ଡନ ବଙ୍ଗଳା ଜବତ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଲିମିଟେଡ୍‌ର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ୨ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତ ଉପଯୋଗୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଦେବାରୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ପକ୍ଷରୁ ରାଣାଙ୍କ…

ଯୁବରାଜ ସିଂ ଆକାଶର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

ନୂଆଦିଲ୍ଲୀ: ଆକାଶ ଏଡୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌) କ୍ରିକେଟର ଯୁବରାଜ ସିଂଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ବିଷୟର ଘୋଷଣା କରିଛି। ଏହି ପ୍ରତିଭାବାନ କ୍ରିକେଟର ଆକାଶ ଗ୍ରୁପ୍‌ର ବିଭିନ୍ନ ବ୍ରାଣ୍ଡର ପ୍ରଚାର ଓ ପ୍ରସାର କରିବେ। ଏଥିରେ ରହିଛି…

୨୦୨୧-୨୨ରେ ସ୍ଥିତାବସ୍ଥା ଫେରିବ

  ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରିବା ନେଇ ଆକଳନ କରାଯାଇଛି। ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂସ ପକ୍ଷରୁ ଶୁକ୍ରବାର ଭାରତର ଦୀର୍ଘମିଆଦୀ ରେଟିଂକୁ ବିବିବି- ଏବଂ ସ୍ବଳ୍ପ ମିଆଦୀ ଭିତ୍ତିରେ ଏ-୩ ରଖାଯାଇଛି।…

ଟ୍ରାକ୍‌କୁ ଫେରିଲା ଶେୟାର ବଜାର; ନିବେଶକଙ୍କୁ ୩.୫୨ ଲକ୍ଷ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ: ଗତ ୬ଦିନ ହେବ ଦେଶର ପୁଞ୍ଜିବଜାରରେ ହ୍ରାସ ଧାରା ଲାଗି ରହିଥିଲା। ଏହି ସମୟ ମଧ୍ୟରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିଛନ୍ତି। ଶୁକ୍ରବାର ଶେୟାର ବଜାର ଟ୍ରାକ୍‌କୁ ଫେରିଥିବା ଜଣାପଡିଛି। ଏହି ସମୟରେ…

ସାମ୍‌ସଙ୍ଗ୍‌ର ନୂଆ ଗାଲାକ୍ସି ଏସ୍‌୨୦ ଏଫ୍‌ଇ

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍‌ ପକ୍ଷରୁ ନୂଆ ଗାଲାକ୍ସି ଏସ୍‌୨୦ ଫ୍ୟାନ୍‌ ଏଡିଶନ(ଏଫ୍‌ଇ)ର ବଜାର ପ୍ରବେଶ କରାଯାଇଛି। ଗାଲାକ୍ସି ଏସ୍‌ ୨୦ ସିରିଜରେ ଏହା ନୂଆ କରି ଯୋଡିହୋଇଛି। କମ୍ପାନୀର ଏହି ପ୍ରିମିୟମ ଫ୍ଲାଗ୍‌ଶିପ ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ଚାହିଦା ଆଧାରରେ…

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଭିଡିଓ କଓ୍ବୋଇସି ସୁବିଧା

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଭିଡିଓ କଓ୍ବୋଇସି (ନୋ ୟୋର କଷ୍ଟମର) ସେବା ଆରମ୍ଭ କରାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ନିରାପତ୍ତା ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏଭଳି ସେବା ଆଣିଛି। ମାତ୍ର କିଛି ମିନିଟ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର…

ଏସ୍‌ବିଆଇର ଋଣ ପୁନର୍ଗଠନ ପୋର୍ଟାଲ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଋଣ ପୁନର୍ଗଠନ ଲାଗି ଏକ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକ ସେମାନଙ୍କ ଋଣ ପୁନର୍ଗଠନ ଯୋଗ୍ୟତା ବିଷୟରେ ଘରେ ରହି ଜାଣିପାରିବେ। ଏହି ପୋର୍ଟାଲରେ ଏସ୍‌ବିଆଇର ଗ୍ରାହକମାନେ ଲଗ୍‌ଇନ୍‌ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?